ରାଧେ ଘରୁ ମିଳିଲା ମୋବାଇଲ

ଭୁବନେଶ୍ୱର(ରାଜ୍ୟକାହାଣୀ):ବହୁ ଚର୍ଚିତ ମମୀତା ମେହେର ହତ୍ୟା ମାମଲାରେ ଆଉ ଏକ ସୁରାଗ ପାଇଛି ପୋଲିସ। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସହଯୋଗୀ ରାଧେ ଘରୁ ଏକ ବ୍ୟାଗ ମିଳିଛି। ଏହି ବ୍ୟାଗ ଭିତରେ ଏକ ମୋବାଇଲ,ଚାର୍ଜର, କିଛି ନୂଆ ଡ୍ରେସ ଓ ଔଷଧ ଥିବା ଜଣାପଡିଛି। ଏସବୁକୁ ରା଼ଢେର ପତ୍ନୀ କେଗାଁ ପୋଲିସକୁ ହସ୍ତାନ୍ତର କରିଛି । ତେବେ ଏହା କେବେଠାରୁ ତାଙ୍କ ଘରେ ଥିଲା ସେ ଜାଣନ୍ତି ନାହିଁ ବୋଲି ରଢେର ସ୍ତ୍ରୀ ପୋଲିସ ପାଖରେ ପ୍ରକାଶ କରିଛି। ବ୍ୟାଗ ଭିତରେ ଥିବା ମୋବାଇଲଟି କାହାର ତାକୁ ନେଇ ଏବେ ତନାଘନା ଜାରି ରହିଛି। ଯଦି ଏହା ମମୀତା ମେହେରଙ୍କ ହୋଇଥିବ ତେବେ ତା ଭିତରୁ କିଛି ସଂଘାତିକ ଟାହ୍ୟା ବାହାରିପାରେ ବୋଲି ଆଶା କରିଛି ତଦନ୍ତକାରୀ ଦଳ।

Leave A Reply

Your email address will not be published.

1 × 4 =