“ତାଣାଜୀ”କୁ ଟ୍ୟାକ୍ସ ଫ୍ରୀ କଲେ ସରକାର

ନୂଆଦିଲ୍ଲୀ (ରାଜ୍ୟ କାହାଣୀ) ବକ୍ସ ଅଫିସରେ ଧମାଲ କରୁଛି ଅଜୟ ଦେଭଗନଙ୍କ ଫିଲ୍ମ ତାଣାଜୀ ଦଃ ଅନସଙ୍ଗ୍ ୱାରିଅର । ଏହି ଫିଲ୍ମଟି ଜାନୁଆରୀ ୧୦ରେ ରିଲିଜ ହୋଇଥିଲା । ଯୋଗୀ ସରକାର ୟୁପିରେ ତାଣାଜୀ ଫିଲ୍ମକୁ ଟ୍ୟାକ୍ସ ଫ୍ରୀ କରିଛନ୍ତି।

ଫିଲ୍ମ ଏଯାବତ୍ ସମୁଦାୟ ୬୧.୭୫ କୋଟି ବ୍ୟବସାୟ କରିଛି। ସେହିପରି ୟୁପି ଭଳି ବଡ ରାଜ୍ୟରେ ଫିଲ୍ମ ଟ୍ୟାକ୍ସ ଫ୍ରୀ ହେବାପରେ ଏଠାରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.