ଭାଇରାଲ ହେଉଛି “ମଲଙ୍ଗ”ର ରୋମାଣ୍ଟିକ ଭିଡିଓ, ଦେଖନ୍ତୁ

ମୁମ୍ବାଇ(ରାଜ୍ୟ କାହାଣୀ) ଜବରଦସ୍ତ ଟ୍ରେଲର ଏବଂ ପୋଷ୍ଟରରେ ଲୋକଙ୍କ ମନ କିଣିଥିବା ଫିଲ୍ମ ମଲଙ୍ଗର ଇମୋଶନାଲ ଟ୍ରାକ୍ ଚଲ ଘର ଚଲେ ରିଲିଜ୍ ହୋଇଛି। ରିଲିଜ ହେଉ ହେଉ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଆଦିତ୍ୟ ରାୟ କପୁର ଏବଂ ଦିଶା ପଟାନୀଙ୍କ ଭିତରେ ଜବରଦସ୍ତ ରୋମାନ୍ସ ଦେଖିବାକୁ ମିଳିବ।

୨୦୨୦ ଫେବୃଆରୀ ୭ରେ ରିଲିଜ୍ ହେବାକୁ ଥିବା ଫିଲ୍ମ ମଲଙ୍ଗ ମରିସସ୍, ଗୋଆ ଏବଂ ମୁମ୍ବାଇର କିଛି ବାଗରେ ସୁଟିଂ କରାଯାଇଛି। ଫିଲ୍ମର ଟ୍ରେଲରରେ ଜବରଦସ୍ତ ସସପେନ୍ସ ରହିଛି।

Leave A Reply

Your email address will not be published.