Browsing Category
ଆଜିର ଖବର
ରୁଷ ନିର୍ବାଚନ : ପୁଟିନଙ୍କ ୟୁନାଇଟେଡ୍ ରୁଷିଆ ଦଳ ସହଜ ବିଜୟ ମୁହାଁ
ଦେଶର ସଂସଦୀୟ ନିର୍ବାଚନରେ ଶାସକ ୟୁନାଇଟେଡ୍ ରୁଷିଆ ଦଳ ଏକ ସହଜ ବିଜୟ ପାଇଁ ରାସ୍ତା ପରିଷ୍କାର କରିଛି। ଆଂଶିକ ସରକାରୀ ଫଳାଫଳ ଦର୍ଶାଉଛି ଯେ, ଦେଶରେ କୌଣସି ପ୍ରକୃତ ବିରୋଧୀ ଦଳ ନଥିବାରୁ ଶାସକ ଦଳ ୫୭.୫ ପ୍ରତିଶତ ଭୋଟ ପାଇଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ନିର୍ବାଚନକୁ ତାଙ୍କ!-->…
ଓରାଙ୍ଗଉଟାନ ଖାଇଲେ ସିଝା ଗାଜର ଓ ବିନ୍, ନନ୍ଦନକାନନରେ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପରେ ଖାଦ୍ୟରେ ପରିବର୍ତ୍ତନ
ଭୁବନେଶ୍ଵର (ରାଜ୍ୟ କାହାଣୀ )ନନ୍ଦନକାନନ ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ଥିବା ୫ ଓରାଂଓଟାଂଙ୍କ ଅବସ୍ଥାରେ ସୁଧାର ଆସିଛି । ଏମସ୍ ଡାକ୍ତର ଓ ହେଲଥ କମିଟିର ୨ ଜଣ ସଦସ୍ୟ ଆସି ସ୍ଵାସ୍ଥ୍ୟ ନିରିକ୍ଷଣ କରି ଠିକ୍ ଥିବା କହିଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ଛୁଆମାନଙ୍କୁ କୃମି ପାଇଁ!-->…
ଆଜି ଅବପାତ ରୂପ ନେଇପାରେ ଲଘୁଚାପ । ୫ ଦିନ ଯାଏଁ ପ୍ରବଳ ବର୍ଷା, ଜାରି ହେଲା ରେଡ୍ ଓ୍ୱାର୍ଣ୍ଣିଂ
ଭୁବନେଶ୍ଵର (ରାଜ୍ୟ କାହାଣୀ) ଆଜି ଅବପାତ ରୂପ ନେଇପାରେ ଲଘୁଚାପ । ୨୩ରେ ଦକ୍ଷିଣ ଓଡ଼ିଶା–ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିବା ସମ୍ଭାବନା ।ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଅନୁକୂଳ!-->…
ଭୁବନେଶ୍ୱର କୁ ଭାରତର ସର୍ବୋତ୍ତମ ଡିଜାଇନ୍ ଆଣିଲା ବନ୍ନିଅମ୍
ଭୁବନେଶ୍ଵର (ରାଜ୍ୟ କାହାଣୀ )ଭୁବନେଶ୍ୱର କୁ ଭାରତର ସର୍ବୋତ୍ତମ ଡିଜାଇନ୍ ଆଣିଲା ବନ୍ନିଅମ୍ ।
ଯୌନ ଉତ୍ପୀଡ଼ନ ପ୍ରତିରୋଧ ନେଇ ଏକଦିନିଆ କର୍ମଶାଳା
କାଶୀନଗର, ରାଜ୍ୟ କାହାଣୀ -ସମ୍ପ୍ରତି ଘଟୁଥିବା ଯୌନ ଉତ୍ପୀଡ଼ନ ଭଳି ସମ୍ବେଦନଶୀଳ ଘଟଣାକୁ ଦୃଷ୍ଟିରେ ରଖି ଯୌନ ଉତ୍ପୀଡ଼ନ ପ୍ରତିରୋଧ ଓ ସଚେତନତା ସମ୍ପର୍କରେ କାଶୀନଗରସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ଏକଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
କାଶୀନଗର ଏନ୍ଏସି ଅଧ୍ୟକ୍ଷା ଏମ୍.!-->!-->!-->…
ଖୁବଶୀଘ୍ର ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର- ମୁଖ୍ୟ ପ୍ରଶାସକ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଖୁବଶୀଘ୍ର ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର। ପ୍ରାୟ ଆସନ୍ତା ଅକ୍ଟୋବର ମାସରୁ ଭକ୍ତଙ୍କ ପାଇଁ ଖୋଲାଯିବ ଶ୍ରୀଗୁଣ୍ଡିଚା ମନ୍ଦିର। ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଶେଷ କରାଯିବ। ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ କରିବା ପରେ ଏହି!-->…
ନବନିର୍ମାଣ ଯୁବଛାତ୍ର ସଂଗଠନର ସତ୍ୟାଗ୍ରହ ଓ ଅନଶନକୁ ଦିଲ୍ଲୀରୁ କକ୍ରୋଚ ଜନତା ପାର୍ଟିର ସମର୍ଥନ
ଭୁବନେଶ୍ବର, ରାଜ୍ୟ କାହାଣୀ: ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସମେତ ୬ ଦଫା ଦାବୀରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଜାରିରହିଥିବା ଅନୁର୍ଦ୍ଦିଷ୍ଟକାଳୀନ ଅନଶନ ଓ ସତ୍ୟାଗ୍ରହକୁ ସମର୍ଥନ କରି ସଂଗଠନ ପକ୍ଷରୁ ଆଗାମୀ ସେପ୍ଟେମ୍ବର ୨୧ ତାରିଖରେ କକ୍ରୋଚ ଜନତା!-->…
୯୦ ହଜାର ଟଙ୍କାରେ ନିଲାମ ହେଲା ଗଣେଶଙ୍କ ଲଡୁ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଅନୁଗୁଳ ସହରର ପି.ଏମ୍. କମ୍ପ୍ଲେକ୍ସ ପୂଜା ମଣ୍ଡପରେ ପ୍ରଭୁ ଗଣେଶଙ୍କ ଭସାଣି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ‘ଆଜ୍ଞା ଲଡ଼ୁ’ ନିଲାମ । ଗଣେଶଙ୍କ ‘ଆଜ୍ଞା ଲଡ଼ୁ’ ନିଲାମ ପାଇଁ ଭକ୍ତମାନଙ୍କ ମଧ୍ୟରେ ଲାଗିଥିଲା ପ୍ରତିଯୋଗିତା । ଶେଷରେ ଆଜ୍ଞା ଲଡ଼ୁଟି ୯୦ ହଜାର!-->…
ଓଡ଼ିଶା ପେଟ୍ରୋଲିୟମ ଡିଲର ସଂଘର ବଡ଼ ନିଷ୍ପତ୍ତି !ଗ୍ରାହକଙ୍କୁ ଦେବାକୁ ପଡ଼ିବନି କୌଣସି ଅତିରିକ୍ତ ଚାର୍ଜ
ରାଜ୍ୟର ପେଟ୍ରୋଲ ଓ ଡିଜେଲ ଗ୍ରାହକଙ୍କ ପାଇଁ ବଡ଼ ଖବର। UPI ମାଧ୍ୟମରେ ଇନ୍ଧନ କିଣିବା ସମୟରେ ୨ ହଜାର ଟଙ୍କାରୁ ଅଧିକ ଅର୍ଥ ପେମେଣ୍ଟ କଲେ ଗ୍ରାହକଙ୍କଠାରୁ ଆଉ ଅତିରିକ୍ତ ୫ ଟଙ୍କା ଆଦାୟ କରାଯିବ ନାହିଁ। ଏଭଳି ନିଷ୍ପତ୍ତି ନେଇଛି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ।ପେଟ୍ରୋଲ ପମ୍ପରେ UPI!-->…
ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କଲେ ନବୀନ ଓ ମୋହନ
ଭୁବନେଶ୍ୱର (ରାଜ୍ୟ କାହାଣୀ )ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାର ନାଲଖେଡାରେ ଥିବା ମା ବଗଳାମୁଖୀ ମନ୍ଦିର ନିକଟରେ ପ୍ରବଳ ବର୍ଷା ଜଳ ସ୍ରୋତରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଇଥିବା ଏକ କାର୍ ଭାସି ଯାଇଛି । ୭ ଓଡ଼ିଆ ଭୁବନେଶ୍ବର ଜୟଦେବବିହାର ଅଞ୍ଚଳର । ଏମାନେ ଏହି ଅଞ୍ଚଳରେ ଥିବା ବନା ଢ଼ାବା!-->…