Browsing Category
ଆଜିର ଖବର
ଜାତୀୟ ସଙ୍ଗୀତ ଗାନ ଓ ଧୂନ୍ ନେଇ ଆସିଲା ନୂଆ ନିର୍ଦ୍ଦେଶନାମା
ସରକାରୀ କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ଓ ଜାତୀୟ ଗୀତ ଗାନକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ପ୍ରଶାସକ ଏବଂ କେନ୍ଦ୍ରୀୟ ସଚିବମାନଙ୍କୁ ଚିଠି ଲେଖି ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ପଷ୍ଟ ଗାଇଡଲାଇନ୍ ଜାରି କରାଯାଇଛି। ନୂଆ!-->…
ଡିସିପି ମୀନାଙ୍କ ପରେ ଏବେ ଟ୍ରେନିଂ ଅଧାରୁ ଚାକିରି ଛାଡ଼ିଲେ ଯୁବ IPS
ଭୁବନେଶ୍ୱର ( ରାଜ୍ୟ କାହାଣୀ )ଓଡ଼ିଶା ପୋଲିସ ମହଲରେ ଚାକିରି ଛାଡ଼ିବାର ଧାରା ଏବେ ଆଲୋଡ଼ନ ସୃଷ୍ଟି କରିଛି। ରାଜଧାନୀ ଭୁବନେଶ୍ୱରର ଡିସିପି ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର (VRS) ଚର୍ଚ୍ଚା ପରେ ଏବେ ପୁଣି ଜଣେ ଆଇପିଏସ୍ ଅଫିସର ଖାକି ବର୍ଦ୍ଦି ଖୋଲିଦେଇଛନ୍ତି।ଏହି ଯୁବ ଅଫିସର ଜଣକ!-->…
‘ମୋତେ ଚୁପ୍ କରିବାକୁ ହେଲେ ମୋତେ ମାରିବାକୁ ପଡିବ: ମମତା
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ଭାଜପା ଉପରେ କଡ଼ା ଆକ୍ରମଣ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଭାଜପା ଲଗାତାର ଟିଏମସି ନେତାମାନଙ୍କୁ ହଇରାଣ କରୁଛି କିନ୍ତୁ ସେ ଡରିଯିବେ ନାହିଁ ବୋଲି କହିଛନ୍ତି। ସେ ଶାସକ ବିଜେପିକୁ ଚ୍ୟାଲେଞ୍ଜ!-->…
ଜୁଲାଇ ୧୩ରେ ହେବନି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ
ଭୁବନେଶ୍ୱର ( ରାଜ୍ୟ କାହାଣୀ )ଆସନ୍ତା ସୋମବାର ଜୁଲାଇ ୧୩ତାରିଖରେ ମୁଖ୍ୟମନ୍ତ୍ରୀଙ୍କ “ଜନ ଅଭିଯୋଗ ଶୁଣାଣି" କାର୍ଯ୍ୟକ୍ରମ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ କାର୍ଯ୍ୟ ଅବାରୁ ଆସନ୍ତା ସୋମବାର ୧୩ତାରିଖରେ ‘ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ।!-->…
ଓଡ଼ିଶାରେ ବଢ଼ିଲା ବସ୍ ଭଡ଼ା, ଭଡ଼ା ପ୍ରତି କିଲୋମିଟର ପିଛା 3.50 ଟଙ୍କା
ଭୁବନେଶ୍ୱର ( ରାଜ୍ୟ କାହାଣୀ )ବସ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଆସିଛି ନୂଆ ଅପଡେଟ୍ । ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ସୁପର ପ୍ରିମିୟମ୍ ଫୁଲ୍ ସ୍ଲିପର୍ ଏସି କୋଚ୍ ପାଇଁ ନୂତନ ଭଡ଼ା ନିର୍ଦ୍ଧାରଣ କରାଯାଇଛି । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି!-->…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପ୍ରଭାବରେ ଆଗାମୀ ୭ ଦିନ ରାଜ୍ୟରେ ଲଗାଣ ବର୍ଷା
ଭୁବନେଶ୍ୱର ( ରାଜ୍ୟ କାହାଣୀ )ସୃଷ୍ଟି ହେଲା ଘୁର୍ଣ୍ଣିବଳୟ । ପୁଣି ୭ ଦିନ ଯାଏ ରାଜ୍ୟରେ ଜାରି ରହିବ ବର୍ଷା । ୧୩ରୁ ବର୍ଷା ଅନୁପାତ ବଢିବ । କିଛି ଜିଲ୍ଲାରେ ପ୍ରବଳ ଵର୍ଷା ହେବ ବୋଲି ଚେତାବନୀ ଦେଇଛି ପାଣିପାଗ ବିଭାଗ ।ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା ପାଖାପାଖି ବାଙ୍ଗଲାଦେଶ ଉପରେ!-->…
ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା; ପ୍ରସ୍ତୁତି ଚୂଡ଼ାନ୍ତ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଭୁବନେଶ୍ୱର ( ରାଜ୍ୟ କାହାଣୀ )ଚଳିତ ରଥଯାତ୍ରା ପାଇଁ ସରକାରଙ୍କ ପକ୍ଷରୁ ହୋଇଛି ବ୍ୟାପକ ବନ୍ଦୋବସ୍ତ । ୧୭୦୦ ବାୟୋ ଟଏଲେଟ, ୮ଟି ଅସ୍ଥାୟୀ ହସ୍ପିଟାଲ, ୬୫ ଏଲଇଡି ସ୍କ୍ରିନର ବ୍ୟବସ୍ଥା । ସେହିପରି ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ପାଇଁ ୪୭୦ ସିସିଟିଭି କ୍ୟାମେରା ଲାଗିଛି । ୧୬ ସ୍ଥାୟୀ ଟେଲିକମ!-->…
ଚେକ୍ ବାଉନ୍ସ ମାମଲାରେ ତିନି ମାସ ଜେଲରେ ରହିବେ ରାଜପାଲ ଯାଦବ
ଚେକ୍ ବାଉନ୍ସ ମାମଲାରେ ପୁଣି ଅଡ଼ୁଆରେ ଅଭିନେତା ରାଜପାଲ ଯାଦବ । ଅଭିନେତା ରାଜପାଲଙ୍କୁ ୩ ମାସ ଜେଲ ଯିବାକୁ ପଡ଼ିବ । ଦିଲ୍ଲୀ ହାଇକୋର୍ଟ ଦଣ୍ତାଦେଶ କାଏମ ରଖିଛନ୍ତି । ଟଙ୍କା ଫେରସ୍ତ ପାଇଁ ଅଧିକ ସମୟ ଆବେଦନ ଖାରଜ କରିଥିଲେ । ପୁଣି ଜେଲ ଯିବେ ଅଭିନେତା ରାଜପାଲ ଯାଦବ । ଚେକ୍ ବାଉନ୍ସ!-->…
ସୁଭଦ୍ରା ପାଇଁ ୩ ଲକ୍ଷ ୧୭ ହଜାର ୯୬୬ ଜଣ ନୂଆ ଆବେଦନ
ଭୁବନେଶ୍ଵର(ରାଜ୍ୟ କାହାଣୀ) ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର । ସୁଭଦ୍ରା ପାଇଁ ୩ ଲକ୍ଷ ୧୭ ହଜାର ୯୬୬ ଜଣ ନୂଆ ଆବେଦନ କରିଛନ୍ତି । ନୂଆ ଆବେଦନକାରୀଙ୍କ ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ନେଇ ସୂଚନା ଦେଇଛନ୍ତି ।୮୨ ହଜାର ୩୬ ଜଣଙ୍କର ଡିବିଟି ଆକ୍ଟିଭ୍ ପାଇଁ!-->…
ମେଡିସିନ୍ ଦୋକାନରେ ସହଜରେ ମିଳିବନି କଫ୍ ସିରପ୍ !
ନିଶା ମାଫିଆଙ୍କ ଉପରେ କେନ୍ଦ୍ର ସରକାରଙ୍କ ସର୍ଜିକାଲ୍ ଷ୍ଟ୍ରାଇକ୍। ଏଣିକି ମେଡିସିନ୍ ଦୋକାନରେ ସହଜରେ ମିଳିବନି କଫ୍ ସିରପ୍ କିମ୍ବା ଟନିକ୍। ସିରପକୁ ନିଶା ଭାବେ ବ୍ୟବହାର କରିବା ଉପରେ ରୋକ୍ ଲଗାଇବାକୁ ମୋଦି ସରକାରଙ୍କ ବଡ଼ ପଦକ୍ଷେପ।୧୯୪୫ ନିୟମରେ ସଂଶୋଧନ ଦ୍ୱାରା ୩୦ ମିଲିରୁ ଅଧିକ ଏବଂ!-->…