Browsing Category
ଆଜିର ଖବର
ସମାଧାନ ହେବ ମହାନଦୀ ଜଳ ବିବାଦ, ସମାଧାନ ପାଇଁ ଓଡ଼ିଶା-ଛତିଶଗଡ଼ ସହମତ
ଭୁବନେଶ୍ୱର ( ରାଜ୍ୟ କାହାଣୀ )ଦୀର୍ଘ ୮ ବର୍ଷ ଧରି ଚାଲିଆସୁଥିବା ମହାନଦୀ ଜଳ ବିବାଦ ମାମଲାରେ ଶୁକ୍ରବାର ଟ୍ରିବ୍ୟୁନାଲ ଶୁଣାଣିରେ ନୂଆ ମୋଡ଼। ଆଲୋଚନା ଓ ଆପୋଷ ବୁଝାମଣା ମାଧ୍ୟମରେ ବିବାଦର ସ୍ଥାୟୀ ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ଉଭୟ ରାଜ୍ୟ ସହମତି ପ୍ରକାଶ କରିଛନ୍ତି।ଏହି ସୂଚନା!-->…
ପାଠ୍ୟପୁସ୍ତକ ତ୍ରୁଟି ଘଟଣା: କ୍ରାଇମ ବ୍ରାଞ୍ଚରେ ଏଫ୍ଆଇଆର୍ ହେବ
ଭୁବନେଶ୍ୱର ( ରାଜ୍ୟ କାହାଣୀ )ପାଠ୍ୟ ପୁସ୍ତକରେ ତ୍ରୁଟି, ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ହେବ । କ୍ରାଇମବ୍ରାଞ୍ଚ ଏସ୍.ପି.ଙ୍କ ନିକଟରେ ଏଫ୍.ଆଇ.ଆର୍ କରିବାକୁ SCERT ନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି!-->…
ରଥଯାତ୍ରା ପାଇଁ ୧୩ ହଜାର ପୋଲିସ ଶାନ୍ତିଶୃଙ୍ଖଳା ଦାୟିତ୍ବରେ ରହିବେ: ପୋଲିସ ମହାନିର୍ଦ୍ଦେଶକ
ଭୁବନେଶ୍ଵର(ରାଜ୍ୟ କାହାଣୀ )ଆସନ୍ତା ଗୁରୁବାର ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା। ମହାପ୍ରଭୁଙ୍କ ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁରକ୍ଷିତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ,!-->…
ଜେଲରୁ ଜାମିନରେ ଆସି ! ଦୁଇ ପରିବାରର ୬ ଜଣଙ୍କୁ ନିର୍ମମ ହତ୍ୟା
ଏକ ପକ୍ସୋ ମାମଲାରେ ଜାମିନରେ ଆସିବା ପରେ ଜଣେ ଯୁବକ ୧୭ ବର୍ଷୀୟା ଅଭିଯୋଗକାରିଣୀ, ତାଙ୍କ ପରିବାର ସଦସ୍ୟ ଏବଂ ନିଜ ସ୍ତ୍ରୀ ଏବଂ ଦୁଇ ପିଲାଙ୍କ ସମେତ ଛଅ ଜଣଙ୍କୁ ହତ୍ୟା କରିଛି । ଏବେ ଫେରାର୍ ହୋଇଯାଇଛି।ପୋଲିସର ସୂଚନା ଅନୁଯାୟୀ, ୩୫ ବର୍ଷୀୟ ଅଭିଯୁକ୍ତ ରାଜୁ କୁମାର ପୂର୍ବରୁ ଏକ ନାବାଳିକା!-->…
ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ହରଡଘଣାରେ ଥାନା ଏଏସ୍ଆଇ
ଭୁବନେଶ୍ୱର ( ରାଜ୍ୟ କାହାଣୀ )ସାରା ରାଜ୍ୟରେ ପୁଲିସ ନିନ୍ଦା ଅପବାଦ ମୁଣ୍ଡାଇ ଚାଲିଥିବା ବେଳେ ନୟାଗଡ଼ ପୁଲିସକୁ ଶନିଦଶା ପଡ଼ିଥିବା ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ଚେରାପୀରତି କରି ହରଡ଼ଘଣାରେ ପୁଲିସ ଏଏସ୍ଆଇ। ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ଘରେ ପଶିଥିବା ବେଳେ ଧରିଲେ ପରିବାର ଓ!-->…
୯ ଦିନ ପରେ କାକଦ୍ୱୀପର ୨ କି.ମି. ଦୂରରେ ୧୬ ମତ୍ସ୍ୟଜୀବୀ ଠାବ
ଭୁବନେଶ୍ୱର ( ରାଜ୍ୟ କାହାଣୀ )ଇଲିସି ମାଛ ଧରିବାକୁ ଯାଇ ସମୁଦ୍ରରେ ନିଖୋଜ ହୋଇଥିବା ୧୬ ମତ୍ସ୍ୟଜୀବୀଙ୍କ ପତ୍ତା ମିଳିଛି । ପଶ୍ଚିମବଙ୍ଗ କାକଦ୍ୱୀପର ୨ କି.ମି. ଦୂରରେ ଠାବ ହେଲେ ମତ୍ସ୍ୟଜୀବୀ ।। ଗତ ଜୁଲାଇ ୨ ତାରିଖରୁ ପଶ୍ଚିମବଙ୍ଗର ଶଙ୍କରପୁର ବେଳାଭୂମିରୁ ମାଆକାଳୀ ନାମକ ଟ୍ରଲର ନେଇ ମାଛ!-->…
ଲାଞ୍ଚ ନେଇ ବନ୍ଧାହେଲେ ଖୋର୍ଦ୍ଧା ନାଚୁଣୀ ଥାନା ଏଏସ୍ଆଇ
ଭୁବନେଶ୍ୱର ( ରାଜ୍ୟ କାହାଣୀ )ଲାଞ୍ଚ ନେଇ ବନ୍ଧାହେଲେ ଏଏସ୍ଆଇ। ଖୋର୍ଦ୍ଧା ନାଚୁଣୀ ଥାନା ଏଏସ୍ଆଇ | ଜମି ବିବାଦର ସମାଧାନ ପାଇଁ ଲାଞ୍ଚ ନେଉଥିଲେ ASI ଅକ୍ଷୟ ସେଠୀ । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ରେଡ୍ କରିଥିଲା। ଅଭିଯୋଗକାରୀ ଜଣକ ଏଏସ୍ଆଇଙ୍କ ବିରୋଧରେ ଭିଜିଲାନ୍ସରେ!-->…
ସୁପ୍ରିମକୋର୍ଟରେ ହାଇଡ୍ରାମା; ପ୍ରଧାନ ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟ। ଏହା କେବଳ ଆଇନର ଏକ ମନ୍ଦିର ନୁହେଁ, ବରଂ ଗଣତନ୍ତ୍ରରେ ନ୍ୟାୟ ପାଇଁ ସବୁଠାରୁ ବଡ଼ ଭରସା। ହେଲେ ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟର ସବୁ ଗାରିମାର ଖୋଲାଖୋଲି ଉଲ୍ଲଂଘନ ହୋଇଛି। ଜଣେ ଆବେଦନକାରୀ ନିଜ ମାମଲାକୁ ନେଇ କୋର୍ଟର ଦ୍ବାରସ୍ତ ହୋଇଥିଲେ। ପ୍ରଧାନ!-->…
ଆସୁଛି ବ୍ୟାକ୍-ଟୁ-ବ୍ୟାକ୍ ଲଘୁଚାପ, ୧୪ରେ ପ୍ରଥମ, ୧୯ରେ ଦ୍ଵିତୀୟ ଲଘୁଚାପ
ଭୁବନେଶ୍ୱର ( ରାଜ୍ୟ କାହାଣୀ )ପୁଣି ବଙ୍ଗୋପସାଗରରେ ଆସୁଛି ଲଘୁଚାପ। ଉତ୍ତର ଓଡ଼ିଶା-ଝାଡ଼ଖଣ୍ଡ ପାଖରେ ସ୍ଥଳଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ୧୨/୧୩ ତାରିଖବେଳକୁ । ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ୧୪ ତାରିଖବେଳକୁ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ଅଧିକ!-->…
ବାହାମାସରେ ଭୟଙ୍କର ବିମାନ ଦୁର୍ଘଟଣା ; ୧୦ମୃତ୍ୟୁ
ବାହାମାସର ନର୍ଥ ଆଣ୍ଡରସରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ପ୍ଲେନ କ୍ରାସରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ସରକାରଙ୍କୁ ଫ୍ଲେମିଙ୍ଗୋ ଏୟାରର ଉଡ଼ାଣକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ପଡିଲା । ସମସ୍ତଙ୍କ ପରିଚୟ ଏଯାଏଁ ଅସ୍ପଷ୍ଟ ରହିଛି ।ବାହାମାସର!-->…