Browsing Category

ଆଜିର ଖବର

ବିଜେଡି ୬ ବିଧାୟକଙ୍କୁ ସସପେଣ୍ଡ କଲା

ରାଜ୍ୟ କାହାଣୀ (ଭୁବନେଶ୍ଵର)ବିଜେଡି ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ। ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ଵିପ୍ ଅବମାନନା କରି କ୍ରସ ଭୋଟିଂ କରିଥିବା ଛଅ ବିଧାୟକଙ୍କୁ କଲେ ସସପେଣ୍ଡ। ଛଅ ବିଧାୟକ ହେଉଛନ୍ତି ସୌରଭିକ ବିଶ୍ଵାଳ, ଦେବୀରଞ୍ଜନ ତ୍ରିପାଠୀ, ସୁବାସିନୀ ଜେନା,…

ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ

ରାଜ୍ୟକାହାଣୀ ( ଭୁବନେଶ୍ୱର )ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ । ତାତିକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ବାବଦରେ ନିଷ୍ପତ୍ତି ନିଆଯିବ । ଏ ନେଇ ବୈଠକ ବସିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବୈଠକରେ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ଯୋଗଦେବେ । ଏହି ବୈଠକରେ ଖରାକୁ ଦେଖି ସକାଳୁଆ…

କଟକ ତଳ ବାଲିଯାତ୍ରା ପଡିଆରେ ପୁସ୍ତକମେଳା ,ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ

କଟକ ତଳ ବାଲିଯାତ୍ରା ପଡିଆରେ ପୁସ୍ତକମେଳା ଉଦଘାଟିତ ହୋଇଯାଇଛି । କଟକ ମହାନଗର ନିଗମ ପକ୍ଷରୁ ଆୟୋଜିତ ଏହି ପୁସ୍ତକମେଳା ୧୦ ଦିନ ଧରି ଚାଲିବ ବୋଲି ଆୟୋଜକଙ୍କ ପକ୍ଷରୁ ଜଣାପଡିଛି । ମେଳାରେ ୧୬୫ଟି ଷ୍ଟଲ ପଡ଼ିଛି । ରାଜ୍ୟ ସଂସ୍କୃତି ବିଭାଗ, କଟକ ଜିଲ୍ଲା ପ୍ରଶାସନ, କଟକ ମହାନଗର ନିଗମ ଓ କଟକ…

ଦେଶରେ ଡିଜିଟାଲ ଆରେଷ୍ଟ ଠକେଇ ବିରୋଧରେ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ

କେନ୍ଦ୍ର ସରକାର ହ୍ୱାଟ୍ସଆପ୍ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଡିଜିଟାଲ୍ ଗିରଫ ଠକେଇରେ ବ୍ୟବହୃତ ହ୍ୱାଟ୍ସଆପ୍ ଡିଭାଇସ୍ ଆଇଡି ଗୁଡ଼ିକୁ ରୋକିବା ପାଇଁ ସରକାର ସେମାନଙ୍କୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କଠୋର ଆଭିମୁଖ୍ୟ ଗ୍ରହଣ କରି, ସରକାର ସମସ୍ତ ଡିଭାଇସ୍ ଅବରୋଧ…

ରାଶନ କାର୍ଡ ହିତାଧିକାରୀଙ୍କୁ ଏପ୍ରିଲରେ ମିଳିବ ୩ ମାସର ରାଶନ

ଦେଶରେ ଲକ୍ଷ ଲକ୍ଷ ରାଶନ କାର୍ଡଧାରୀଙ୍କ ପାଇଁ ଖୁସି ଖବର | ଏହି ବର୍ଷ, ଏକା ସାଙ୍ଗରେ ତିନି ମାସର ରାଶନ ଯୋଗାଇ ଦିଆଯିବ। ଏହା ସିଧାସଳଖ ସେମାନଙ୍କ ଦୈନନ୍ଦିନ ଆବଶ୍ୟକତା ପାଇଁ ସରକାରୀ ରାଶନ ଉପରେ ନିର୍ଭର କରୁଥିବା ପରିବାରଗୁଡ଼ିକୁ ଲାଭ ଦେବ। ଏହା ସମୟ ବଞ୍ଚାଇବ, ବାରମ୍ବାର ଧାଡ଼ିରେ ଠିଆ…

ଆଶ୍ରମ ସ୍କୁଲରେ ଅମାନୁଷିକ କାଣ୍ଡ, ପ୍ରଥମ ଶ୍ରେଣୀ ଛାତ୍ରକୁ ପଂଚମ ଶ୍ରେଣୀ ଛାତ୍ରଙ୍କ ନିର୍ଯ୍ୟାତନା

ରାଜ୍ୟକାହାଣୀ ( ଭୁବନେଶ୍ୱର )ଘଟଗାଁ ଥାନା ଅନ୍ତର୍ଗତ ତୋରାଣିପୋଖରୀ ଆଶ୍ରମ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି ।ପ୍ରଥମ ଶ୍ରେଣୀର ଛାତ୍ରକୁ ପଞ୍ଚମ ଶ୍ରେଣୀର କିଛି ପିଲାମାନେ ଅମାନୁଷିକ ଭାବେ ପୋଡି ଦେଇଛନ୍ତି। ପିଲାର ଆଖି, ଗୁପ୍ତାଙ୍କ ଓ ଶରୀରର ବିଭିନ୍ନ ସ୍ଥାନକୁ ପୋଡିଦିଆ ଯାଇଛି । ପିଲାଟିକୁ…

କଳିଙ୍ଗରେ ବୌଦ୍ଧ ଧର୍ମର ପ୍ରସାରକଳିଙ୍ଗରେ ଅଶୋକଙ୍କ ଶାସନ

କଳିଙ୍ଗ ଯୁଦ୍ଧ ପରେ ତତ୍କ୍ଷଣାତ୍ କଳିଙ୍ଗ ମୌର୍ଯ୍ୟ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ହେବା ସହ ଗୋଟିଏ ନୂତନ ତଥା ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେଲା ଏବଂ ରାଜବଂଶୀୟ କୁମାର (ରାଜପୁତ୍ର)ଙ୍କ ଉପ-ରାଜତ୍ୱ ଅଧୀନରେ ରହିଲା। ଏହାର ମୁଖ୍ୟ ଦପ୍ତର ତୋଷାଳୀଠାରେ ପ୍ରତିଷ୍ଠା ହେଲା। କଳିଙ୍ଗର ପରାଜୟ ପରେ…

ଆମେରିକା-ଇରାନ ଯୁଦ୍ଧର ପ୍ରଭାବ; ସବୁ ଜିନିଷ ଦାମ ବୃଦ୍ଧି ଯୋଗୁ ସାଧାରଣ ଖାଉଟି ଏବେ ଚିନ୍ତାରେ

କୋଭିଡ ମହାମାରୀ, ରୁଷ ୟୁକ୍ରେନ ଯୁଦ୍ଧ ଏହା ପରେ ଟ୍ରମ୍ପଙ୍କ ଟାରିଫ ମାଡ । ଏହାର ପ୍ରଭାବ ବିଶ୍ୱ ଅର୍ଥନୀତି ଉପରୁ ଶେଷ ହୋଇ ନ ଥିବା ବେଳେ ପୁଣି ସଙ୍କଟ ସୃଷ୍ଟି କରିଛି ଆମେରିକା-ଇରାନ ଯୁଦ୍ଧ । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଦେଶର ପେଟ୍ରୋଲଡିଜେଲ, ଏଲ୍ପିଜି, ସାର, ପେଟ୍ରୋକେମିକାଲ୍ସ, ବିମାନ…

ଘର ଆଗରେ ହଙ୍ଗାମା ଘଟଣାରେ ବର୍ଷିଲେ ପ୍ରତାପ : ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ

ରାଜ୍ୟକାହାଣୀ ( ଭୁବନେଶ୍ୱର )ବିଜେଡି ନେତା ପ୍ରତାପ ଜେନାଙ୍କ ଘର ଆଗରେ ହଙ୍ଗାମା। ରାତି ଅଧରେ ୧୫ ରୁ ୨୦ ଜଣ ଯୁବକ ତାଙ୍କ ଘର ଆଗରେ ହୋହାଲ୍ଲା କରିବା ସହ ସିକ୍ୟୁରିଟି ଗାର୍ଡଙ୍କୁ ମାରପିଟ୍ କରିଥିଲେ। ଏହା ସହ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଚମକ ଦେଇଥିଲେ।ଘର କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ…

ଆଜି ଠାରୁ ଆରମ୍ଭ ହେବ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ୍ଆ

ରାଜ୍ୟକାହାଣୀ ( ଭୁବନେଶ୍ୱର )ଆଜିଠୁ ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ ହେବ କଡ଼ା ଆକ୍ସନ। ଆଜି ଠାରୁ ଆରମ୍ଭ ହେବ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ୍। ଓଡ଼ିଶା ପରିବହନ ବିଭାଗ ଏବଂ ପୁଲିସ ମିଳିତ ଭାବେ ଏହି ସ୍ପେଶାଲ ଡ୍ରାଇଭ୍ କରିବେ।ଓଭରସ୍ପିଡିଂ, ଡ୍ରଙ୍କ ଆଣ୍ଡ ଡ୍ରାଇଭ, ହେଲମେଟ୍ ନ…