Browsing Category

ଆଜିର ଖବର

ଦକ୍ଷତାର ସମସ୍ତ ସ୍ତରରେ ଉତ୍କର୍ଷତା ହାସଲ କରିବା ହେଉଛି ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ରାଜ୍ୟକାହାଣୀ )ଆଜି ଓଡିଶା ଦକ୍ଷତା ପ୍ରତିଯୋଗିତା ୨୦୨୫-୨୬ର ସମାପନୀ ସମାରୋହ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦକ୍ଷ ଓ ଯୁବ କୁଶଳୀ ଛାତ୍ରଛାତ୍ରୀ ମାନଙ୍କୁ କହିଛନ୍ତି ଯେ, ଓଡିଶାରେ ଏବେ ବ୍ୟାପକ ଶିଳ୍ପାୟନ ପ୍ରକ୍ରିୟା

ଖୁବଶୀଘ୍ର ଶ୍ରୀଗୁଣ୍ଡିଚା ଦର୍ଶନ : ୧୦ଟଙ୍କା ଦେଲେ ଦର୍ଶନ

ଖୁବଶୀଘ୍ର ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର । ଭକ୍ତଙ୍କ ଦର୍ଶନ ପାଇଁ ଖୁବଶୀଘ୍ର ସରିବ କାର୍ଯ୍ୟ ।ମନ୍ଦିର ସଂରକ୍ଷଣ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ ଆହୁରି କହିଛନ୍ତି ଯେ, ସର୍ବସାଧାରଣ ଦର୍ଶନ ନେଇ

ଜାତୀୟ ଅନ୍ତର୍ଜାତୀୟ କାଇଟ ଫେଷ୍ଟିଭାଲରେ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଖୋର୍ଦ୍ଧା ଜଟଣୀର ପ୍ରଭାତ

ଖୋର୍ଦ୍ଧା ଜଟଣୀର ପ୍ରଭାତ କୁମାର ପୃଷ୍ଟି…ଏବେ ସେ ଜଣେ ଜଣାଶୁଣା ଜାତୀୟ ଓ ଆନ୍ତର୍ଜାତୀୟ କାଇଟ ପ୍ଲେୟାର ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ଓଡ଼ିଶାରେ ଏହାର ଅଧିକ ପ୍ରଚାର ପ୍ରସାର ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି । ଅନ୍ୟମାନଙ୍କୁ ଶିଖାଉଛନ୍ତି ଗୁଡି ଉଡାଇବାର କୌଶଳ ।ଗୁଡି ଉଡାଇବାରେ ଅନେକ

ଜୀବନ ବଞ୍ଚାଇଲେ CISF ଯବାନ, ଅସୁସ୍ଥ କର୍ମଚାରୀଙ୍କୁ ଠିକଣା ସମୟରେ ପ୍ରୟୋଗ କରିଥିଲେ CPR

ଭୁବନେଶ୍ୱର (ରାଜ୍ୟକାହାଣୀ )ଜଣଙ୍କ ଜୀବନ ବଞ୍ଚାଇଲେ CISF ଯବାନ। ଭୁବନେଶ୍ୱର ବିମାନବନ୍ଦରରେ ଦେଖିବାକୁ ମିଳିଛି ଏଭଳି ଘଟଣା । ବିମାନ ବନ୍ଦରରେ ଡ୍ୟୁଟିରେ ଥିବା ଦୁଇ ଜଣ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ବା CISF ଯବାନଙ୍କ କାର୍ଯ୍ୟକୁ ନେଇ ଏବେ ଛୁଟିଛି ପ୍ରଶଂସାର ସୁଅ

କମିବନି ଭକ୍ତନିବାସ ପାର୍କିଂ ଫି-ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର (ରାଜ୍ୟକାହାଣୀ )ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ପିୟୁସି ପ୍ରକ୍ରିୟାରେ ଅବ୍ୟବସ୍ଥା–ଉଦବେଗ ପ୍ରକାଶ କଲେ ନବୀନ

ଭୁବନେଶ୍ୱର (ରାଜ୍ୟକାହାଣୀ )ପିୟୁସି ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେପି ସରକାରଙ୍କ ଦ୍ୱାରା ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‌ କାର୍ଯ୍ୟକାରୀ କରିବାରେ ଘୋର ଭୁଲ ପରିଚାଳନା ଏବଂ ବାରମ୍ବାର ନୀତିଗତ

ପୁରୀରେ ପୁଣି ହତ୍ୟାକାଣ୍ଡ । ସ୍ବର୍ଗଦ୍ବାର ସାମ୍ନାରେ ଗଡ଼ିଲା ମୁଣ୍ଡ

ପୁରୀରେ ପୁଣି ହତ୍ୟାକାଣ୍ଡ । ସ୍ବର୍ଗଦ୍ବାର ସାମ୍ନାରେ ଗଡ଼ିଲା ମୁଣ୍ଡ । ମୃତକ ହେଉଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ଥାନା ଆପଣ୍ଡା ଗାଁର ର ରଞ୍ଜନ କୁମାର ଦାସ । ରଞ୍ଜନ ତାଙ୍କର ଜଣେ ସମ୍ପର୍କୀୟଙ୍କର ଶେଷକୃତ୍ୟ କରିବାକୁ ପୁରୀ ସ୍ବର୍ଗଦ୍ବାର ଆସିଥିଲେ।ସୂଚନାଯୋଗ୍ୟ ଯେ, ଜଣେ ସମ୍ପର୍କୀୟଙ୍କ

ଭଡା ଘରୁ ମିଳିଲା ଯୁବତୀଙ୍କ ମୃତଦେହ, ପରିବାର ଆଣିଲା ଦୁଷ୍କର୍ମ-ହତ୍ୟା ଅଭିଯୋଗ

ଭଡା ଘରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ବିଇଡି ପାଇଁ ଯୁବତୀ ପ୍ରସ୍ତୁତି କରୁଥିବା ବେଳେ ଗତକାଲି(ଗୁରୁବାର) ତାଙ୍କ ମୃତଦେହ ମିଳିଛି । ପରିବାରଲୋକେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଏପରି ଏକ ଅଭିଯୋଗ ଆସିଛି କେନ୍ଦ୍ରାପଡା ଟାଉନ ଥାନା

କ୍ୟାସ ଲେସ ଟ୍ରିଟ ମେଣ୍ଟ ଯୋଜନା ଆସିବ-ନୀତିନ ଗଡକରୀ

କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ପରିବହନ ମନ୍ତ୍ରୀମାନଙ୍କର ଏକ ଜାତୀୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବହୁତ ଜଲଦି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ କ୍ୟାସ ଲେସ ଟ୍ରିଟ ମେଣ୍ଟ ଯୋଜନା ଆସିବ ବୋଲି କହିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ

ଜାନୁଆରୀ ମାସରେ ୧୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ପକା ଘର-ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର (ରାଜ୍ୟକାହାଣୀ )ଜାନୁଆରୀ ମାସରେ ୧୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ପକା ଘର । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି ।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୩୭ ଲକ୍ଷ ହିତାଧିକାରୀ ଆବେଦନ କରିଛନ୍ତି । ୩୪ ଲକ୍ଷଙ୍କୁ ସର୍ଟଲିଷ୍ଟ କରାଯାଇ କେନ୍ଦ୍ର