Browsing Category
ଆଜିର ଖବର
ସରକାରଙ୍କ ବଡ଼ ପଦକ୍ଷେପ:ଆଉ ହେବନି ଦୁର୍ଘଟଣା, ଗାଡ଼ିରେ ଲାଗିବ ସେନସର
ଦୁର୍ଘଟଣା ଏଡାଇବାକୁ ମାଷ୍ଟରପ୍ଲାନ୍ । ଏଥିପାଇଁ ଗାଡିରେ ଲଗାଯିବ ସେନସର । ୨୦୨୬ ଶେଷ ସୁଦ୍ଧା ଭେଇକିଲ୍-ଟୁ-ଭେଇକିଲ୍ (V2V) ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ସମସ୍ତ ନୂଆ ଗାଡ଼ିରେ ମାତ୍ର ୫/୭ ହଜାର ଟଙ୍କାରେ ଏହି ସେନସର ଲଗାଯିବ ।!-->…
ମହିଳାଙ୍କ ପାଇଁ ସୁରକ୍ଷିତ ସହର: ସପ୍ତମରୁ ୩୪ ନମ୍ବରକୁ ଖସିଲା ଭୁବନେଶ୍ୱର
ଭୁବନେଶ୍ୱର (ରାଜ୍ୟକାହାଣୀ )ମହିଳାଙ୍କ ପାଇଁ ଦେଶର ସବୁଠୁ ସୁରକ୍ଷିତ ସହର ତାଲିକାରେ ବେଙ୍ଗାଲୁରୁ ଶୀର୍ଷରେ ରହିଛି । ଏହା ତଳକୁ ଚେନ୍ନାଇ, ପୁନେ ଏବଂ ହାଇଦ୍ରାବାଦ ତାଲିକାରେ ସ୍ଥାନିତ ହୋଇଛି । ୱାର୍କ ପ୍ଲେସ୍ କଲ୍ଚର (କାର୍ଯ୍ୟସ୍ଥଳୀ ସଂସ୍କୃତି) କନ୍ସଲ୍ଟିଂ ଫାର୍ମ ଅବତାର ଗ୍ରୁପ୍!-->…
୨୦୨୬ କ୍ୟାଲେଣ୍ଡର ବର୍ଷ ପାଇଁ ଓଡ଼ିଶାରେ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ
୨୦୨୬ କ୍ୟାଲେଣ୍ଡର ବର୍ଷ ପାଇଁ ଓଡ଼ିଶାରେ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି।ଚଳିତ ବର୍ଷ ମୋଟ ୫୫ ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
ଜାନୁଆରୀ ୧୦ (୨ୟ ଶନିବାର), ୧୪ (ମକର ସଂକ୍ରାନ୍ତି), ୨୩ (ବସନ୍ତ ପଞ୍ଚମୀ), ୨୪ (୪ର୍ଥ ଶନିବାର), ୨୬ (ଗଣତନ୍ତ୍ର ଦିବସ)
ଫେବୃଆରୀ ୧୪ (୨ୟ!-->!-->!-->!-->!-->!-->…
ଶିମିଳିପାଳରେ ମାଇନସ ୧ ଡିଗ୍ରୀକୁ ଖସିଲା ତାପମାତ୍ରା
ରାଜ୍ୟ କାହାଣୀ ( ଭୁବନେଶ୍ଵର)ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ । ମାଇନସ ୧ ଡିଗ୍ରୀକୁ ଖସିଲା ତାପମାତ୍ରା । ପ୍ରବଳ କୁହୁଡି ସାଙ୍ଗକୁ ହାଡ଼ଭଙ୍ଗା ଶୀତ ରେ ଥରୁଛି ମୟୁରଭଞ୍ଜ ।ଶିମିଳିପାଳ ସଂଲଗ୍ନ ଜନବସତି ସମେତ ଜିଲାବ୍ୟାପି ଶୀତର ଜାଡ ଅସମ୍ଭାଳ କରିଦେଇଛି ।ତେବେ ୨୦୧୪ରୁ ଶିମିଳିପାଳରେ!-->…
ରାଷ୍ଟ୍ରୀୟ ଖଣିଜ ଚିନ୍ତନ ଶିବିରରେ ଯୋଗଦେବାକୁ ଓଡ଼ିଶା ଇସ୍ପାତ ଓ ଖଣି ମନ୍ତ୍ରୀଙ୍କ ଗୁଜରାଟ ଯାତ୍ରା
ଭୁବନେଶ୍ୱର( ରାଜ୍ୟ କାହାଣୀ)ଓଡ଼ିଶାର ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଗୁଜରାଟର ଗାନ୍ଧୀନଗର ଅବସ୍ଥିତ ମହାତ୍ମା ମନ୍ଦିର କନଭେନ୍ସନ ଓ ପ୍ରଦର୍ଶନ କେନ୍ଦ୍ରରେ ଆୟୋଜିତ “ରାଷ୍ଟ୍ରୀୟ ଖଣିଜ ଚିନ୍ତନ ଶିବିର–୨୦୨୬” ରେ ଯୋଗଦେବା ପାଇଁ ଗୁଜରାଟ ଅଭିମୁଖେ ଯାତ୍ରା କରିଛନ୍ତି।ଭାରତ!-->…
ଏପ୍ରିଲ ପହିଲା ଯାଏ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ
ରାଜ୍ୟ କାହାଣୀ (ଭୁବନେଶ୍ଵର)ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତିଭୂଷଣ ଜେନା ପ୍ରଦୂଷଣ ଯାଞ୍ଚ ଓ ଜରିମାନାକୁ ନେଇ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପ୍ରଦୂଷଣ ଯାଞ୍ଚ ପାଇଁ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ପହିଲା ପର୍ଯ୍ୟନ୍ତ!-->…
ପ୍ରେମିକା ପାଇଁ ହାଇଡ୍ରାମା; ଟେଲିଫୋନ୍ ଟାୱାରରେ ଚଢ଼ିଗଲେ ଯୁବକ
ଭୁବନେଶ୍ୱର (ରାଜ୍ୟକାହାଣୀ )ପ୍ରେମିକାକୁ ଡାକ, ମୋ ସହ ତାର କଥା କରାଅ । ନହେଲେ ଜମା ବି ତଳକୁ ଓହ୍ଲାଇବି ନାହିଁ । ପ୍ରେମ ପାଇଁ ଏମିତି ପାଗଳାମୀ କରିଛନ୍ତି ଜଣେ ଯୁବକ । ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ଏହି ଘଟଣା ଦେଖିବାକୁ ମିଳିଛି । ତରଭା ସହର ମାରୱାଡି ଧର୍ମଶାଳା ପଛରେ ଥିବା!-->…
‘ଯେଉଁ ମାନେ ଭୟ କରନ୍ତି, ସେମାନଙ୍କୁ ବୁଲା କୁକୁର କାମୁଡନ୍ତି’-ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ…
ଦେଶରେ ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। ଏହି ପ୍ରସଙ୍ଗରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟରେ ରୋଚକ ପରିସ୍ଥିତି ସୃଷ୍ଟି ହୋଇଛି। କୋର୍ଟ କହିଛନ୍ତି, " କୁକୁର ମାନେ ସର୍ବଦା ସେମାନଙ୍କୁ!-->…
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମହିଳା ଓ ଶିଶୁ ବିକାଶ ବିଭାଗ ସହ ଉତ୍କଳିକାର ବୁଝାମଣାପତ୍ର ସ୍ବାକ୍ଷରିତ
ଭୁବନେଶ୍ୱର (ରାଜ୍ୟକାହାଣୀ )କନ୍ୟା ବିବାହ ଯୋଜନାରେ ଉତ୍କଳିକାରୁ କିଣା ହେବ ବିବାହ ଉପହାର ଓ ସାମଗ୍ରୀ। ଉତ୍କଳିକା ଏବଂ ମହିଳା ଓ ଶିଶୁ ବିକାଶ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ।ଏହି ବୁଝାମଣାପତ୍ର ମାଧ୍ୟମରେ ଉତ୍କଳିକା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଯୋଗ୍ୟ!-->…
ବରଫରେ ଲାଗିଲା ଭୟଙ୍କର ନିଆଁ ! ‘ମାଉଣ୍ଟ ଏଟନା’ ଆଗ୍ନେୟଗିରି ପାହାଡ଼ରେ କିଛି ଓଲଟା ଦୃଶ୍ୟ
ସୋସିଆଲ ମିଡିଆରେ ନିକଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି|ଇଟାଲୀର ପ୍ରସିଦ୍ଧ 'ମାଉଣ୍ଟ ଏଟନା' ଆଗ୍ନେୟଗିରି ପାହାଡ଼ରେ କିଛି ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଚାରିଆଡ଼େ ଧଳା ବରଫର ଚାଦର ବିଛା ହୋଇଥିବା ବେଳେ ତା' ଭିତରୁ ନିଆଁର ଲହରୀ ବାହାରୁଥିବା ଦେଖାଯାଇଛି । ଲୋକେ ଏହାକୁ ଏକ!-->…