Browsing Category
ଆଜିର ଖବର
ନୀଳକନ୍ଦରକୁ ବାହୁଡ଼ିବେ ବାହୁଡ଼ାବ୍ରହ୍ମ, ଭାବ ବିନୋଦିଆ ସାଆନ୍ତକୁ ଦେଖିବା ପାଇଁ ଗହଳି
ଭୁବନେଶ୍ୱର (ରାଜ୍ୟ କାହାଣୀ )ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ବାହୁଡ଼ିବେ ବାହୁଡ଼ାବ୍ରହ୍ମ। ଗୁଣ୍ଡିଚା ଘରୁ ଆରମ୍ଭ ହେଲା ପହଣ୍ଡି ବିଜେ। ପ୍ରଥମେ ଆରମ୍ଭ ହେଲା ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି। କ୍ଷୀପ୍ର ଗତିରେ ଆସି ଦର୍ପଦଳନ ରଥାରୂଢ ହେଲେ ସୁଦର୍ଶନ। ତାଙ୍କ ପରେ ଆସିଲେ ରୋହିଣୀ ନନ୍ଦନ!-->…
ଆୟୁର୍ବେଦିକ ପାର୍ଲରରେ ସେକ୍ସ ରାକେଟ୍, ଖସି ଆସିଲେ ଯୁବତୀ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଆୟୁର୍ବେଦିକ ପାର୍ଲରରେ ସେକ୍ସ ରାକେଟ୍, ଖସି ଆସିଲେ ଯୁବତୀ | ହୋଟେଲରେ କାମ ଦେବାକୁ କହି ଜଣେ ଯୁବତୀଙ୍କୁ ସେକ୍ସ ରାକେଟରେ ଲଗାଇଥିଲେ । ଅନୈତିକ କାର୍ଯ୍ୟ ନକରିବାରୁ ମାଡମାରି ମୋବାଇଲ ଓ ଡ୍ରେସ୍ ଛଡ଼ାଇ ନେଇଥିଲେ ଆୟୁର୍ବେଦିକ ପାର୍ଲର ମାଲିକ। ନିର୍ଯାତନା!-->…
ଭାରତକୁ ପୁଣି ଟ୍ରମ୍ପ ଝଟକା, ଲାଗୁ ହେଲା ୧୦% ଅତିରିକ୍ତ ଟିକସ
ମଧ୍ୟ ପୂର୍ବର ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ପଦକ୍ଷେପ ନେଇଛନ୍ତି। ପୁଣି ଥରେ ଭାରତ ଉପରେ ଟାରିଫ୍ ବୋମା ପକାଇଲା ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ୧୭ଟି ଦେଶ ଉପରେ ଅତିରିକ୍ତ ଟିକସ ଲଗାଇ ଏକ ବଡ଼ ଝଟକା ଦେଇଛନ୍ତି। ଆମେରିକା ଏବେ!-->…
ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ ଜାରି ! ଏହା ଦେଖି ରାଗିଗଲେ କଂଗ୍ରେସ ଅଧ୍ୟକ୍ଷ
ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଳମ୍ବିତ ରାତିରେ ଏକ ଭିଡିଓ ଜାରି କରି ସରକାରଙ୍କ ପ୍ରୟାସ ଏବଂ ନିଆଯାଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ସୂଚନା ଦେଇଥିଲେ। ଯେଉଁଥିରେ ସେ କହିଥିଲେ ଯେ ପ୍ରଶ୍ନପତ୍ର ଲିକ୍ ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ। ଏହା ସହିତ!-->…
ଆଜି ବାହୁଡ଼ା ଯାତ୍ରା । ଶ୍ରୀମନ୍ଦିରକୁ ଫେରିବେ ତିନି ଠାକୁର
ଭୁବନେଶ୍ୱର (ରାଜ୍ୟ କାହାଣୀ )ସରିଲା ମହାପ୍ରଭୁଙ୍କ ଜନ୍ମ ବେଦି ଲୀଳା। ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ କାଳିଆ ସାଆନ୍ତ। ଏହି ପବିତ୍ର ମୁହୂର୍ତ୍ତକୁ ସାକ୍ଷୀ ରଖିବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । 'ହରିବୋଲ', 'ଜୟ ଜଗନ୍ନାଥ' ଧ୍ୱନି ଓ ହୁଳହୁଳିରେ ପ୍ରକମ୍ପିତ!-->…
ଓଡ଼ିଶା ପୁଲିସ ମୁଖ୍ୟ ୱାଇ ବି ଖୁରାନିଆଙ୍କ ଅବସର ପାଇଁ ଅନୁମତି ଦେଲେ ରାଜ୍ୟ ସରକାର
ଅଗଷ୍ଟ ୧୬ରେ ଡିଜିପି ଖୁରାନିଆଙ୍କ ଅବସର । ରାଜ୍ୟ ସରକାର ତାଙ୍କୁ ଅବସର ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ଖୁରାନିଆ ୨୦୨୬ ମାର୍ଚ୍ଚ ମାସରେ ୬୦ବର୍ଷ ପୂରଣ କରି ସରକାରୀ ଚାକିରିରୁ ଅବସର ନେବାର ଥିଲା । ପୁଲିସ ଡିଜି ଭାବେ!-->…
ଏହି କାରଣ ପାଇଁ ଖୁବଶୀଘ୍ର ଇସ୍ତଫା ଦେଇପାରନ୍ତି ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନାବୁଦ୍ଦିନ
ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ତାଙ୍କ କାର୍ଯ୍ୟକାଳ ଶେଷ ହେବାର ଦୁଇ ବର୍ଷ ପୂର୍ବରୁ ନିଜ ପଦବୀରୁ ଇସ୍ତଫା ଦେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ତାରିକ୍ ରହମାନଙ୍କ ଶାସକ ବିଏନପି ସରକାର ତାଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ଥିବା ସୂଚନା ମିଳିଛି। ଦପତ୍ର 'ପ୍ରଥମ ଆଲୋ'!-->…
ଉଡ଼ାଣ ମଝିରେ ଅସୁସ୍ଥ ହେଲେ ୩ ପାଇଲଟ୍, ହାଇଦ୍ରାବାଦରୁ ଲଣ୍ଡନ ଯାଉଥିଲା ବିମାନ
ହାଇଦ୍ରାବାଦରୁ ଲଣ୍ଡନ ହିଥ୍ରୋ ଯାଉଥିବା ବ୍ରିଟିଶ ଏୟାରୱେଜର ବିମାନ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି । ବିମାନ ଉଡ଼ାଣ ସମୟରେ ୩ ଜଣ ପାଇଲଟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ।ପାଇଲଟମାନେ ସୁରକ୍ଷିତ ଭାବେ ବିମାନକୁ ଲଣ୍ଡନର ହିଥ୍ରୋ ଏୟାରପୋର୍ଟରେ ଅବତରଣ କରାଇଥିଲେ ।!-->…
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବଡ଼ ସଫଳତା। ମହାପ୍ରଭୁଙ୍କର ପାଞ୍ଚଟି ଟ୍ରେଡ୍ ମାର୍କକୁ ଅନୁମୋଦନ
ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଦିଗରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ବଡ଼ ସଫଳତା ମିଳିଛି। ମହାପ୍ରଭୁଙ୍କ ସହ ଜଡ଼ିତ ଆଉ ପାଞ୍ଚଟି ଟ୍ରେଡ୍ ମାର୍କ ଜର୍ଣ୍ଣାଲରେ ପ୍ରକାଶ ପାଇବ । ଆସନ୍ତା ଟ୍ରେଡ୍ ମାର୍କ ଜର୍ଣ୍ଣାଲରେ ପ୍ରକାଶନ ପାଇଁ!-->…
CMOରୁ ଫାଇଲ ଚୋରି ଘଟଣା; ଅବସରପ୍ରାପ୍ତ IAS ଉପେନ୍ଦ୍ର ନାଥ ବେହେରାଙ୍କୁ ନୋଟିସ୍
ଭୁବନେଶ୍ୱର (ରାଜ୍ୟ କାହାଣୀ )ସିଏମଓ ଫାଇଲ ଚୋରି ମାମଲାରେ ବଡ ତନାଘନା ଆରମ୍ଭ ହୋଇଛି । ଆଜି (ଗୁରୁବାର) ଏହି ମାମଲାରେ ପୁଣି କମିଶନରେଟ୍ ପୋଲିସ ନୋଟିସ୍ ଜାରି କରିଛି । ଏହି ମାମଲାରେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଉପେନ୍ଦ୍ର ନାଥ ବେହେରାଙ୍କୁ କ୍ୟାପିଟାଲ ଥାନା ପକ୍ଷରୁ ନୋଟିସ୍ କରାଯାଇଛି!-->…