Browsing Category
ଆଜିର ଖବର
୩୦ ଯାଏ ବର୍ଷା, ଆଜି ୪ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ
ବର୍ତ୍ତମାନ ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତରାଞ୍ଚଳ ଏବଂ ଏହାର ଆଖପାଖ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ପାଣିପାଗ ବିଭାଗ କହିବାନୁସାରେ ଶନିବାର (୨୫ ତାରିଖ) ରାଜ୍ୟର ଅନେକ ସ୍ଥାନରେ ବର୍ଷା!-->…
ସରକାରୀ କର୍ମଚାରୀ ବା ଅଧିକାରୀଙ୍କ ପାଇଁ କଡ଼ା ନିୟମ ଜାରି! ଦେଶ କିମ୍ବା ବିଦେଶ ଗସ୍ତର ୨୧ ଦିନ ପୂର୍ବରୁ ନେବାକୁ…
ଭୁବନେଶ୍ୱର (ରାଜ୍ୟ କାହାଣୀ )ସରକାରୀ କର୍ମଚାରୀ ବା ଅଧିକାରୀଙ୍କ ପାଇଁ କଡ଼ା ନିୟମ ଜାରି!ଏଣିକି ବ୍ୟକ୍ତିଗତ କାରଣରେ ଓଡ଼ିଶା ବାହାରକୁ କିମ୍ବା ବିଦେଶ ଗସ୍ତ ପୂର୍ବରୁ ସମ୍ପୃକ୍ତ କର୍ମଚାରୀଙ୍କୁ ଅତି କମ୍ରେ ୨୧ ଦିନ ପୂର୍ବରୁ ଛୁଟି ପାଇଁ ଆବେଦନ କରିବାକୁ ହେବ । ଏହା ସହ ଉପଯୁକ୍ତ!-->…
ଭୟଙ୍କର ଦୁର୍ଘଟଣା, ଗାଡ଼ି ଉପରେ ଖସିପଡ଼ିଲା ବଡ଼ ପଥର, ୧୩ ମୃତ
ସାରା ଦେଶରେ ମୌସୁମୀ ବର୍ଷା ଜାରି ରହିଛି। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଛି । ଏକ ଚଳନ୍ତା ଟାଟା ସୁମୋ ଗାଡ଼ି ଉପରେ ପାହାଡ଼ରୁ ବଡ଼ ପଥର ଖସିବା ଯୋଗୁଁ ଗାଡ଼ିରେ ଥିବା ସମସ୍ତ ୧୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଆଦିବାସୀ ବହୁଳ ପାଙ୍ଗୀ ଉପତ୍ୟକାର!-->…
ମହଙ୍ଗା ହୋଇପାରେ ଆପଲ୍ର ନୂଆ ଆଇଫୋନ୍ iPhone 17 Pro Max !
ଆଇଫୋନ୍ ପ୍ରେମୀଙ୍କ ପାଇଁ ବଡ଼ ଖବର । ଆପଲ୍ ଏହାର ସବୁଠାରୁ ଶକ୍ତିଶାଳୀ ଫ୍ଲାଗସିପ୍ ସ୍ମାର୍ଟଫୋନ୍ iPhone 18 Pro Maxକୁ ସେପ୍ଟେମ୍ବର ମାସରେ ଲଞ୍ଚ କରିବାକୁ ଯାଉଛି। ହେଲେ ଏଥର କିନ୍ତୁ ନୂଆ ଆଇଫୋନ୍ ପାଇଁ ଗ୍ରାହକଙ୍କୁ ଆହୁରି ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଜାତୀୟ ଗଣମାଧ୍ୟମର!-->…
ଯୁବ ମାନସିକତା ଓ ଦୃଢ଼ ମନା ଯୁବ ସମାଜ ବିଷୟବସ୍ତୁକୁ ନେଇ ସୋଆରେ କର୍ମଶାଳା
ଭୁବନେଶ୍ୱର, ରାଜ୍ୟ କାହାଣୀ: ଯୁବ ସମାଜର ମାନସିକ ସ୍ୱାସ୍ଥ୍ୟ, ଭାବନା ଓ ମାନସିକ ଚାପ, ଜୀବନଶୈଳୀ, ଡିଜିଟାଲ ସ୍ୱାସ୍ଥ୍ୟ ଭଳି ପ୍ରସଙ୍ଗକୁ ନେଇ ଶିକ୍ଷା \'ଓ\' ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ସମ୍ ନର୍ସିଂ କଲେଜ ପକ୍ଷରୁ ଆୟୋଜିତ ନଅ ଦିନିଆ କର୍ମଶାଳା ସଫଳତାର!-->…
ଥାର୍ କିଣାରେ ଦୁର୍ନୀତି; ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜଙ୍ଗଲ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଜଙ୍ଗଲ ବିଭାଗ ଲାଗି ମାର୍କେଟ୍ ଦରଠାରୁ ଅଧିକ ଟଙ୍କାରେ ଥାର୍ ଗାଡ଼ି କିଣାଯିବା ଓ ତାର ମୋଡିଫିକେସନ୍ ପାଇଁ କୋଟି କୋଟି ଖର୍ଚ୍ଚ ।ଜଙ୍ଗଲ ବିଭାଗ ପକ୍ଷରୁ 'ଥାର୍' ଗାଡ଼ି କିଣା ଓ ସାଜସଜ୍ଜା ପ୍ରସଙ୍ଗ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି । ଏହି ମାମଲାରେ!-->…
ଏଚ୍ସିଏଲ୍ କରିବ ଏଆଇ ଡାଟା ସେଣ୍ଟର; ଓଡ଼ିଶା ସରକାର, ସର୍ବମ୍ ସହ ଏମ୍ଓୟୁ ସ୍ବାକ୍ଷରିତ
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ଓଡ଼ିଶା ପାଇଁ ଆସିଛି ସଫଳତା। ରାଜ୍ୟରେ HCL Tech ଏବଂ Sarvam AI ପ୍ରତିଷ୍ଠା କରିବାକୁ ଯାଉଛନ୍ତି ବିଶାଳ ପ୍ରକଳ୍ପ। ଏନେଇ ରାଜ୍ୟ ସରକାରଙ୍କ ସହ ସାକ୍ଷରିତ ହୋଇଛି ଗୁରୁତ୍ୱପୂର୍ଣ୍ଣ MOU। ଓଡ଼ିଶାରେ ସ୍ୱଦେଶୀ AI କ୍ଷମତା ବୃଦ୍ଧି ପାଇବା ସହ!-->…
ପେପର ଲିକ୍ ମାମଲାରେ ଆଇନ ହେବ କଠୋର, ଭୋଗିବାକୁ ପଡ଼ିବ ଦଣ୍ଡ
ପ୍ରଶ୍ନପତ୍ର ଲିକ୍ ବିବାଦ ଏବଂ ଛାତ୍ରଛାତ୍ରୀଙ୍କ ଜାରି ଆନ୍ଦୋଳନ ଭିତରେ ଶୁକ୍ରବାର କେନ୍ଦ୍ର ସରକାର ଉଭୟ ମୋର୍ଚ୍ଚାରେ ସକ୍ରିୟତା ଦେଖାଇଛନ୍ତି । ଆଜି କ୍ୟାବିନେଟ୍ ବୈଠକରେ ପବ୍ଲିକ୍ ଏକ୍ଜାମିନେସନ୍ (ପ୍ରିଭେନସନ ଅଫ୍ ଅନଫେୟାର ମିନ୍ସ) ଆକ୍ଟ, ୨୦୨୪କୁ ଆଧିକ କଠୋର କରିବା ପ୍ରସ୍ତାବ ଉପରେ!-->…
ଭିଜିଲାନ୍ସ ଜାଲରେ ମହିଳା ଆରଆଇ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଭିଜିଲାନ୍ସ ଜାଲରେ ମହିଳା ଆରଆଇ । ୫ ହଜାର ୫ ଶହ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କାଉପଡ଼ା ଡିଭିଜନର ରାଜସ୍ବ ନିରିକ୍ଷିକା ସାଇ ଦର୍ଶିନୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏନେଇ ପୂର୍ବରୁ!-->…
ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର: ଚଳିତ ସପ୍ତାହରେ ରାଜ୍ୟରେ ପ୍ରବଳ ବର୍ଷା
ଭୁବନେଶ୍ୱର (ରାଜ୍ୟ କାହାଣୀ )ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି, ଯାହାକି ଖୁବ୍ଶୀଘ୍ର ଏକ ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ଚଳିତ ସପ୍ତାହନ୍ତରେ ସମଗ୍ର ଓଡ଼ିଶାରେ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ!-->…