Browsing Category

ଆଜିର ଖବର

ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ପ୍ରତିବାଦ; ସମସ୍ତ ଛାତ୍ରଛାତ୍ରୀ ଫିଙ୍ଗିଦେଲେ ୟୁନିଫର୍ମ

ଭୁବନେଶ୍ୱର (ରାଜ୍ୟକାହାଣୀ )ସ୍କୁଲ ୟୁନିଫର୍ମ ଫିଙ୍ଗି ଦେଲେ ଛାତ୍ରଛାତ୍ରୀ। ନାଁ ସ୍କୁଲ ଭିତରକୁ ପଢିବାକୁ ଗଲେ, ନାଁ ମଧ୍ୟାହ୍ନ ଭୋଜନ କଲେ। ସ୍କୁଲରେ ଶିକ୍ଷକ ଅଭାବ ଥିବାରୁ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ

ଏସସିବି ଆଇସିୟୁ ବେଡରୁ ମହିଳା ରୋଗୀ ଖସିପଡିବା ଘଟଣା,ତଦନ୍ତ କମିଟି ଗଠନ

ଏସସିବି ଆଇସିୟୁ ବେଡରୁ ମହିଳା ରୋଗୀ ଖସିପଡିବା ଘଟଣାରେ ତଦନ୍ତ କମିଟି ଗଠିତ। ଏସସିବି ମେଡିକାଲ୍ ତରଫରୁ ଅନୁଧ୍ୟାନ ପାଇଁ ତଦନ୍ତ କମିଟି ଗଠନ ହୋଇଛି। କମିଟି ଘଟଣାର ତଦନ୍ତ କରି ଯଥାଶୀଘ୍ର ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମେଡିସିନ୍ ବିଭାଗ ମୁଖ୍ୟ ପ୍ରଫେସର ଡା. ସରୋଜ

ଅପରେସନ ସିନ୍ଦୂରର ହିରୋ ଥିଲା ରାଫେଲ : ବାୟୁସେନା ଉପମୁଖ୍ୟ

ଅପରେସନ ସିନ୍ଦୂର ସମୟରେ ବିଶ୍ବ ଦେଖିଲା ଭାରତର ପରାକ୍ରମ । ଭାରତ ନିଜ ଶତ୍ରୁକୁ ଧ୍ବଂସ କରିବା ପାଇଁ କିଛି ବି କରିପାରିବ । ଏହି ଅପରେସନରେ ଭାରତ ପାକିସ୍ତାନ ସୀମାରେ ଥିବା ଅନେକ ଆତଙ୍କୀ ଠିକଣାକୁ ନଷ୍ଟ କରିବା ସହିତ ଆତଙ୍କୀକୁ ନିପାତ କରିଥିଲା । ହାରି ଭିତରେ ଆଇଏଏଫ୍ ଭାଇସ୍ ଚିଫ୍ ଏୟାର

ଥାନ୍ୟା ନାଥନ ସି ଭାରତର ପ୍ରଥମ ୧୦୦% ଦୃଷ୍ଟିହୀନ ମହିଳା ବିଚାରପତି

କେରଳର କନ୍ନୁରର ଜଣେ ୨୪ ବର୍ଷୀୟା ମହିଳା ଆଇନଜୀବୀ ଥାନ୍ୟା ନାଥନ ସି ରାଜ୍ୟ ତଥା ଦେଶର ପ୍ରଥମ ୧୦୦% ଦୃଷ୍ଟିହୀନ ମହିଳା ବିଚାରପତି ହୋଇଛନ୍ତି। ଜଣେ ଆଇନଜୀବୀ ଭାବେ ସେ ବର୍ଷେ ହେଲା ଅଭ୍ୟାସ କରୁଥିବାବେଳେ କେରଳ ନ୍ୟାୟିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏହାଦ୍ବାରା ସେ ରାଜ୍ୟର

୧୭ ଫେବୃଆରୀ ଭୟଙ୍କର ସୂର୍ଯ୍ୟ ଗ୍ରହଣ:ଜାଣନ୍ତୁ ଏହାର ସଠିକ୍ ସମୟ

ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଫେବୃଆରୀ ୧୭ ତାରିଖରେ ପଡୁଛି । ଫାଲଗୁନ ମାସର ଅମାବାସ୍ୟା ଦିନ ଏହି ସୂର୍ଯ୍ୟଗ୍ରହଣ ହେବ ବୋଲି କୁହାଯାଇଛି । ଏହା ଏକ ଅଗ୍ନି ବଳୟ ସୂର୍ଯ୍ୟଗ୍ରହଣ ହେବ । ଗ୍ରହଣ ଅପରାହ୍ନ ୩.୨୬ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୭.୫୭ ପର୍ଯ୍ୟନ୍ତ ରହିବ । ଏହା ମୁଖ୍ୟତଃ

ହାତୀ ପାଖକୁ ଯାଅନି କି ସେଲ୍ଫି ନିଅନି !ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ପରାମର୍ଶ

ଭୁବନେଶ୍ୱର (ରାଜ୍ୟକାହାଣୀ )ଦିନକୁ ଦିନ ହାତୀ ଆକ୍ରମଣରେ ମନୁଷ୍ୟଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଛି ।ଏନେଇ କଡ଼ା ପ୍ରତିକ୍ରୀୟା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ହାତୀପାଖକୁ ନ ଯିବାକୁ ଓ ହାତୀ ସହ ସେଲ୍ଫି

ମହିଳା ହିଂସାରେ ସବୁଠୁ ଆଗରେ ଭୁବନେଶ୍ୱର।୨୦୬୪ଟି ମହିଳା ଅପରାଧିକ ମାମଲା ରୁଜୁ

ଭୁବନେଶ୍ୱର (ରାଜ୍ୟକାହାଣୀ )ମହିଳା ଅପରାଧର ୨୦୨୪-୨୫ ବାର୍ଷିକ ରିପୋର୍ଟ ସାର୍ବଜନୀନ କଲେ ରାଜ୍ୟ ମହିଳା କମିଶନ। ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ୩୩ତମ ପ୍ରତିଷ୍ଠା ଦିବସରେ ଏହି ତଥ୍ୟ ରଖିଛନ୍ତି ରାଜ୍ୟ ମହିଳା କମିଶନ।ମହିଳା ହିଂସାରେ ସବୁଠୁ ଆଗରେ ଭୁବନେଶ୍ୱର। ତା ପଛକୁ ରହିଛି ପୁରୁଣା

ପିୟୁସିସି ଫାଇନ କମାଇବା ଯୋଜନା ଚାଲିଛି: ପରିବହନ ମନ୍ତ୍ରୀ

ଭୁବନେଶ୍ୱର (ରାଜ୍ୟକାହାଣୀ )ପିୟୁସିସି ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବଡ ସୂଚନା ଦେଇଛନ୍ତି। ସମସ୍ତେ ପିୟୁସିସି କରିବା ବାଧ୍ୟତାମୂଳକ ଅଟେ । ଆହୁରି କହିଛନ୍ତି, ଟୋଲ ଗେଟରେ ପିୟୁସିସି ଫାଇନ କମାଇବା ପାଇଁ ଚାଲିଛି ଯୋଜନା। ୧୦ ହଜାର ଟଙ୍କା ଫାଇନକୁ କମ କରିବାକୁ ଆଲୋଚନା ଚାଲିଛି।

ଏଣିକି ଜାତୀୟ ସଙ୍ଗୀତ ପୂର୍ବରୁ ଗାନ କରାଯିବ ବନ୍ଦେ ମାତରମ୍

ବନ୍ଦେ ମାତରମ୍ ପାଇଁ ଆସିଲା ନୂଆ ନିୟମ, ଏଣିକି ଜାତୀୟ ସଙ୍ଗୀତ ପୂର୍ବରୁ ଗାନ କରାଯିବ ଜାତୀୟ ଗାନଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଗାନ 'ବନ୍ଦେ ମାତରମ୍' ପାଇଁ ନୂତନ ମାର୍ଗଦର୍ଶିକା ଜାରି କରାଯାଇଛି। ଦେଶପ୍ରେମ ଏବଂ ସମ୍ମାନକୁ ଦୃଷ୍ଟିରେ ରଖି ଏହି ନିୟମରେ କିଛି

ମାଓବାଦୀଙ୍କ ପାଇଁ କୋଟି କୋଟିର ପ୍ୟାକେଜ । ବନ୍ଧୁକ ବଦଳରେ ମିଳିବ କୋଟିଏ ଟଙ୍କାର ପ୍ୟାକେଜ

ଭୁବନେଶ୍ୱର (ରାଜ୍ୟକାହାଣୀ )ମାଓବାଦୀଙ୍କ ପାଇଁ କୋଟି କୋଟିର ପ୍ୟାକେଜ । ବନ୍ଧୁକ ବଦଳରେ ମିଳିବ ଟଙ୍କା । ନକ୍ସଲମୁକ୍ତ ପାଇଁ ଓଡ଼ିଶା ସରକାରଙ୍କ ନୂଆ ରୋଡ୍ ମ୍ୟାପ୍ । ଦୁଇ ମାସରେ ଦ୍ୱିତୀୟ ସଂଶୋଧିତ ପ୍ୟାକେଜ ଘୋଷଣା ହୋଇଛି। ଥଇଥାନ ପ୍ୟାକେଜ୍ ବା ପୁନର୍ବାସ ନୀତିରେ ସର୍ବଭାରତୀୟସ୍ତରର