Browsing Category
ଆଜିର ଖବର
କେନ୍ଦ୍ରାପଡା ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ଅନୁଦାନ ମଞ୍ଜୁର
ଚଳିତ ବର୍ଷ କେନ୍ଦ୍ରାପଡ଼ାର ନୂତନ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ ପାଇଁ ରାଜ୍ୟ ସରକାର ଏକ କୋଟି ଟଙ୍କାର ବିଶେଷ ଅନୁଦାନ ମଞ୍ଜୁର କରିଛନ୍ତି।ବିଗତ କିଛି ବର୍ଷ ଧରି ରଥର ୧୪ଟି ଚକ ଠିକ ନ ଥିବାରୁ ଅସୁବିଧା ହେଉଥିଲା। ରଥଟଣା ବେଳେ ବିଭିନ୍ନ ପ୍ରକାର ବିଘ୍ନ ସୃଷ୍ଟି ହେଉଥିଲା।ବାହୁଡ଼ା ଯାତ୍ରା!-->…
ମାର୍ଚ୍ଚ ପ୍ରଥମ ସପ୍ତାହରେ ରତ୍ନଭଣ୍ଡାର ଗଣତିମଣତି
ଭୁବନେଶ୍ୱର (ରାଜ୍ୟକାହାଣୀ )ମାର୍ଚ୍ଚ ପ୍ରଥମ ସପ୍ତାହରେ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ସେ କହିଛନ୍ତି ମ୍ୟାନେଜିଂ କମିଟି ଓ ମନ୍ଦିର ପ୍ରଶାସନକୁ ଦାୟିତ୍ବ ଦିଆଯାଇଛି । ସେମାନେ ଛତିଶା ନିଯୋଗ ସହିତ କଥା ହୋଇ ଠାକୁରଙ୍କ!-->…
ଅଶ୍ଳୀଳ କଣ୍ଟେଣ୍ଟ ଷ୍ଟ୍ରିମିଂ ଅଭିଯୋଗରେ ପାଞ୍ଚଟି OTT ପ୍ଲାଟଫର୍ମ ବ୍ୟାନ
‘ଅଶ୍ଳୀଳ’ ବିଷୟବସ୍ତୁ ପ୍ରସାରଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ୫ଟି OTT ପ୍ଲାଟଫର୍ମ ବ୍ୟାନ । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ‘ଅଶ୍ଳୀଳ’ ବିଷୟବସ୍ତୁ ପ୍ରସାରଣ କରୁଥିବା ୫ଟି OTT ପ୍ଲାଟଫର୍ମକୁ ବନ୍ଦ କରିଛନ୍ତି। ସାର୍ବଜନୀନ ଶାଳୀନତା, ଜାତୀୟ ସ୍ୱାର୍ଥ ଏବଂ ସାମ୍ବାଦିକ ନୀତିକୁ!-->…
ଆଜି ପଡିଥାନ୍ତା ହାତଗଣ୍ଠି, ବେଦୀକୁ ଯିବା ପୂର୍ବରୁ ବରକୁ ଟେକିନେଲା ପୋଲିସ
ଭୁବନେଶ୍ୱର (ରାଜ୍ୟକାହାଣୀ )ହାତଗଣ୍ଠି ପୂର୍ବରୁ ହାତକଡି । ଆଜି ପଡିଥାନ୍ତା ହାତଗଣ୍ଠି, ବେଦୀକୁ ଯିବା ପୂର୍ବରୁ ଟେକିନେଲା ପୋଲିସ ।ଗିରଫ ଅଭିଯୁକ୍ତ ସିଦ୍ଧାର୍ଥ ଶଙ୍କର ରଥ । ଭୁବନେଶ୍ୱର ଖଣ୍ଡଗିରି ଥାନାରୁ ଆସିଛି ସାଂଘାତିକ ଅଭିଯୋଗ । ପ୍ରେମିକାକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି!-->…
୨ ଝିଅ ଅନ୍ୟ ଜାତିରେ ବିବାହ କରିବାରୁ ମଲା ପରେ ବି ବାପାଙ୍କୁ ମିଳିଲାନି ଚାରିକାନ୍ଧ
ଭୁବନେଶ୍ୱର (ରାଜ୍ୟକାହାଣୀ )୨ ଝିଅ ଅନ୍ୟ ଜାତିରେ ବିବାହ କରିବାରୁ ମଲା ପରେ ବି ବାପାଙ୍କୁ ମିଳିଲାନି ଚାରିକାନ୍ଧ। ସାହି ଭାଇ ତ ଦୂରର କଥା, ନିଜ ବଡ଼ ପୁଅ ବି କାନ୍ଧ ଦେଲାନି ବାପାଙ୍କୁ। ଅଭିଯୋଗ ଆସିଛି, ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ କଂଗ୍ରା ଗାଁରୁ। ଶେଷରେ ମୃତକଙ୍କ ଭଉଣୀ!-->…
ଆସନ୍ତା ୬ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବ ବେଆଇନ ହୋର୍ଡିଂ କଟା କାର୍ଯ୍ୟ
ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜଧାନୀରେ ହୋର୍ଡିଂ ପଡ଼ି ଦୁଇଜଣଙ୍କ ମୃତ୍ୟୁ । ଗତକାଲି ହୋଇଥିବା କାଳବୈଶାଖୀରେ ଆଇଗିଣିଆ ଦୁର୍ଗାପୂଜା ମଣ୍ଡପ ପାଖରେ ଲାଗିଥିବା ହୋଡ଼ିଂ ଗଳି ପଡିଥିଲା । ଫଳରେ ଗଂଜାମ ଆସ୍କାର ଟୁନା ଗୌଡ଼ ନାମକ ଯୁବକଙ୍କ ମତ୍ୟୁ ହୋଇଛି । ଅନ୍ୟପଟେ ହୋର୍ଡିଂ ତଳେ ଚାପିହୋଇ ରହି!-->…
କିଶୋରୀ ଓ ମହିଳାଙ୍କ ପାଇଁ ବଡ଼ ଆଶ୍ୱସ୍ତି । ମାଗଣାରେ ମିଳିବ ‘ଜରାୟୁ କ୍ୟାନସର’ ସୁରକ୍ଷା କବଚ
ଭୁବନେଶ୍ୱର (ରାଜ୍ୟକାହାଣୀ )ଗର୍ଭାଶୟ ଗ୍ରୀବା କର୍କଟ (ସର୍ଭାଇକାଲ କ୍ୟାନ୍ସର) ହେଉଛି ମହିଳାମାନଙ୍କଠାରେ ଦେଖାଦେଉଥିବା ୪ର୍ଥ ସର୍ବାଧିକ ସାଧାରଣ କ୍ୟାନ୍ସର। ବିଶ୍ୱରେ ଯେତେ ମହିଳା ଏହି ରୋଗରେ ପୀଡ଼ିତ, ତାହାର ଏକ-ତୃତୀୟାଂଶ କେବଳ ଭାରତରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ!-->…
ଭିଜିଲାନ୍ସ ଜାଲରେ କଟକ ଖଣି ଉପନିର୍ଦ୍ଦେଶକ ,ଖଣି ଅଫିସରଙ୍କ ଘରୁ ମିଳିଲା ୪ କୋଟି
ଖଣି ଅଫିସରଙ୍କ ଘରୁ ମିଳିଲା ୪ କୋଟି । ଓଡ଼ିଶା ଭିଜିଲାନ୍ସ ଇତିହାସରେ ସବୁଠାରୁ ବଡ଼ ନଗଦ ଜବତ । କଟକ ସର୍କଲ ଖଣି ଉପ ନିର୍ଦ୍ଦେଶକ ଦେଵବ୍ରତ ମହାନ୍ତିଙ୍କ ଘରେ ଟଙ୍କାର ପାହାଡ଼ ।ଖଣି ଉପନିର୍ଦ୍ଦେଶକଙ୍କ ତିନୋଟି ଠିକଣାରେ ଚଢ଼ାଉ ହୋଇଛି ।ଜଣେ ଲାଇସେନ୍ସ ପ୍ରାପ୍ତ କୋଇଲା ବ୍ୟବସାୟୀଙ୍କ!-->…
ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା
ପାରାଦୀପ ତାରିଣୀଗଡ଼ାରେ ଛାତରୁ ପଡି ମୃତ୍ୟୁ ଘଟଣାରେ ମିଳିଲା ମୃତକଙ୍କ ପରିଚୟ । ମୃତକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା କୋଲର ଅଞ୍ଚଳର ଜଣେ ଯୁବତୀ । ସେ ଗତ ଶନିବାର ଠାରୁ ନିଖୋଜ ଥିଲେ । ସାରଳା ରୋଡ ନିକଟରୁ ବିହାରର ଜଣେ ଯୁବକ ବାଇକରେ ଲିଫ୍ଟ ଦେବା ବାହାନାରେ ପାରାଦୀପ ନେଇ ଆସିଥିଲେ ।!-->…
ଟେଟ୍ରା ପ୍ୟାକରେ ମଦ ବିକ୍ରି କରି ବିଜେପି ସରକାର ‘ମଦମୁକ୍ତ ଓଡ଼ିଶା’ ନା ‘ମଦଯୁକ୍ତ…
ଭୁବନେଶ୍ୱର (ରାଜ୍ୟକାହାଣୀ )ଟେଟ୍ରା ପ୍ୟାକ୍ରେ ମଦ ବିକ୍ରି କଲେ 'ମଦମୁକ୍ତ ଓଡ଼ିଶା' ନା 'ମଦଯୁକ୍ତ ଓଡ଼ିଶା' ହେବ । ଏଭଳି କହି ସରକାରଙ୍କ ଯୋଜନାକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।ସରକାର ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହାର ନକଲେ ବିଜେଡି ଆନ୍ଦୋଳନକୁ!-->…