Browsing Category
ଆଜିର ଖବର
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟ ମନ୍ତ୍ରୀ
ରାଜ୍ୟକାହାଣୀ ( ଭୁବନେଶ୍ୱର )ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତର ଅଭାବ ଏବେ ଏକ ଗୁରୁତର ଚିନ୍ତାର ବିଷୟ ପାଲଟିଛି ।ଓଡ଼ିଶାରେ ବର୍ତ୍ତମାନ ରାଜ୍ୟରେ ପ୍ରତି ୧୨୬୫ ଜଣ ଲୋକଙ୍କ ପାଇଁ ମାତ୍ର ଜଣେ ଡାକ୍ତର ଅଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟରେ ମୋଟ ୧୫,୭୯୩ଟି ଡାକ୍ତର ପଦବୀ!-->…
ବଢୁଛି ସାଇବର ଠକେଇ : ଦୁଇ ବର୍ଷରେ ଲୁଟି ନେଇଛନ୍ତି ୭୧୧ କୋଟି
ରାଜ୍ୟକାହାଣୀ ( ଭୁବନେଶ୍ୱର )ଦୁଇ ବର୍ଷରେ ଲୁଟିଲେଣି ୭୧୧ କୋଟିରୁ ଅଧିକ ଟଙ୍କା । କିନ୍ତୁ ସାଇବର ଠକଙ୍କ ଠାରୁ ଫେରିଛି ମାତ୍ର ୭ କୋଟି ଟଙ୍କା । ବିଧାନସଭା ର ତଥ୍ୟ କହୁଛି ୨୦୨୪ ରେ ୨୭ ହଜାର ୩୬୮ ଟି ମାମଲା ରୁଜୁ ହେଉଥିବା ବେଳେ, ୨୭୯ କୋଟି ୭୧ ଲକ୍ଷ ୨୯ ହାଜର ୬୬୨ ଟଙ୍କା ଠକେଇ ହେଇଛି!-->…
ଓଡ଼ିଶା ସଚିବାଳୟରେ ବଡ଼ବାବୁଙ୍କ ପଦବୀ ଖାଲି
ରାଜ୍ୟକାହାଣୀ ( ଭୁବନେଶ୍ୱର )ଓଡ଼ିଶା ସଚିବାଳୟରେ ବଡ଼ବାବୁଙ୍କ ପଦବୀ ଖାଲି ପଡ଼ିଛି। ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି।୧୦୫ ଅନୁ ଶାସନ ସଚିବ ଓ ଗୋଟିଏ ଅତିରିକ୍ତ ଶାସନ ସଚିବ ପଦବୀ ଖାଲି ପଡିଛି । ୨ ଯୁଗ୍ନ ଶାସନ ସଚିବ ଓ ୨ ଉପ!-->…
ଆକାଶଛୁଆଁ ଅଶୋଧିତ ତୈଳ ଦର । ୧୦୦ ଡଲାର ପାର୍ କଲା ଦର
ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ବିଶ୍ୱବ୍ୟାପୀ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଛି। ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପ ଏହି ପରିସ୍ଥିତି ସମ୍ପର୍କରେ ବିବୃତି ଜାରି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଯଦି ଏହି ସ୍ଥିତି ଇରାନର ପରମାଣୁ ବିପଦକୁ ଦୂର କରିପାରିବ, ତେବେ!-->…
୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ଭାଜପା
ରାଜ୍ୟକାହାଣୀ ( ଭୁବନେଶ୍ୱର )ଚଳିତ ରାଜ୍ୟସଭା ନିର୍ବାଚନ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ଭାରତୀୟ ଜନତା ପାର୍ଟି । ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ । ଓଡ଼ିଶା, ବିହାର ଓ ହରିୟାଣା ପାଇଁ ବିଜେପି!-->…
୮୬ ଜେଲରେ ଅଛନ୍ତି ୧୮ ହଜାର ୧୭୬ କଏଦୀ: ମୁଖ୍ୟମନ୍ତ୍ରୀ
ରାଜ୍ୟକାହାଣୀ ( ଭୁବନେଶ୍ୱର )ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି । ଗୃହରେ ସ୍ଵାଭାବିକ ଭାବେ ପ୍ରଶ୍ନକାଳ ଜାରି ରହିଛି।ରାଜ୍ୟରେ ୮୬ ଜେଲରେ ଅଛନ୍ତି ୧୮ ହଜାର ୧୭୬ କଏଦୀ । ସେଥିରୁ ୧୪ ହଜାର ୪୦ ବିଚାରଧୀନ, ୪ ହଜାର ୧୩୬ ଦଣ୍ଡ ପାଇ ଅଛନ୍ତି ।ଏନେଇ ଗୃହରେ!-->…
ବଢିଲା ଖାଇବା ତେଲ ଦର
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ଧୀରେ ଧୀରେ ଏହାର ପ୍ରଭାବ ଦେଖାଯାଉଛି । ଅର୍ଥାତ, ବଢିଲା ଖାଇବା ତେଲର ଦର । ଚିନ୍ତାରେ ଖାଉଟି । ଲିଟର ପିଛା ୧୦ ଟଙ୍କା ଖାଇବା ତେଲ ବର୍ତ୍ତମାନ ବଢିଥିବା କୁହାଯାଉଛି । କଟକ ମାଲଗୋଦାମରେ ରିଫାଇନ ତେଲ ଆଗରୁ ଲିଟର ପିଛା ୧୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ!-->…
ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ସବ ଟ୍ରେଜରୀ
ରାଜ୍ୟକାହାଣୀ ( ଭୁବନେଶ୍ୱର )ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ସବ ଟ୍ରେଜରୀ । ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖିଲେ ଆଇନମନ୍ତ୍ରୀ । ଏବେ ସବୁ ଟ୍ରେଜରୀ କାମ ଅନଲାଇନ ମାଧ୍ୟମରେ ହେଉଛି । ପେନସନରୁ ଆରମ୍ଭ କରି ଚାଲାଣ ଓ ବିଲ ଅନଲାଇନରେ ହେଉଛି । ଇ- ଭାଉଚରରେ ସବୁ ହେଉଥିବାରୁ!-->…
ଏପ୍ରିଲ୍ ୨ରୁ ଯୁକ୍ତ୨ ଖାତାଦେଖା ଆରମ୍ଭ
ରାଜ୍ୟକାହାଣୀ ( ଭୁବନେଶ୍ୱର )ଏପ୍ରିଲ୍ ୨ରୁ ଯୁକ୍ତ୨ ଖାତାଦେଖା। ଏଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ୍ ୨ରୁ ୧୩ ଓ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୫ରୁ ୨୬ ତାରିଖ ଯାଏଁ ଖାତାଦେଖା ଚାଲିବ।ଦୁଇଟି ପର୍ଯ୍ୟାୟରେ ୧୬ ହଜାର ଅଧ୍ୟାପକ!-->…
ଆସନ୍ତା ୧୧ ତାରିଖଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି
ରାଜ୍ୟକାହାଣୀ ( ଭୁବନେଶ୍ୱର )ଆସନ୍ତା ୧୧ ତାରିଖଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ। ଭୁବନେଶ୍ବର, କଟକ ସମେତ ଉପକୂଳ ଓଡ଼ିଶାର ତାପମାତ୍ରା ମଧ୍ୟ ୩୮ ଡିଗ୍ରି ଛୁଇଁବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଉତ୍ତର ଓଡ଼ିଶାରେ କାଳବୈଶାଖୀ!-->…