Browsing Category
ଆଜିର ଖବର
NCERTକୁ ମିଳିଲା ଡିମ୍ଡ୍ ୟୁନିଭରସିଟି ମାନ୍ୟତା
ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ନିକଟ ଭବିଷ୍ୟତରେ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT)କୁ ଆନୁଷ୍ଠାନିକ ଭାବରେ ‘ଡିମ୍ଡ-ଟୁ-ବି ବିଶ୍ୱବିଦ୍ୟାଳୟ’ର ମାନ୍ୟତା ପ୍ରଦାନ କରିବାକୁ ପ୍ରସ୍ତୁତ।ଏହା NCERTକୁ!-->…
ଏଣିକି ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ରହିବା ବାଧ୍ୟତାମୂଳକ
ରାଜ୍ୟ କାହାଣୀ (ଭୁବନେଶ୍ଵର)ଓଡିଶା ସରକାର ସମସ୍ତ ସରକାରୀ କୋଠା ପ୍ରକଳ୍ପ ପାଇଁଅଗ୍ନି ନିରାପତ୍ତା ବ୍ୟବସ୍ଥା ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ପର୍ଯ୍ୟାପ୍ତ ଅଗ୍ନି ନିବାରଣ ଏବଂ ନିୟନ୍ତ୍ରଣ ବ୍ୟବସ୍ଥା ବିନା କୌଣସି ନିର୍ମାଣ ପ୍ରକଳ୍ପକୁ ଅନୁମୋଦନ ମିଳିବ ନାହିଁ। ଓଡିଶା ପୂର୍ତ୍ତ ବିଭାଗ!-->…
ଗ୍ୟାସ୍ କଳା ବଜାର ରୋକିବାକୁ ବାୟୋମେଟ୍ରିକ ବାଧ୍ୟତାମୂଳକ
ଭୁବନେଶ୍ୱର (ରାଜ୍ୟକାହାଣୀ )ଇରାନ ଯୁଦ୍ଧ ପାଇଁ ଭାରତରେ ଏଲ୍ପିଜି ସଙ୍କଟ ଦେଖାଦେଇଥିବା ବେଳେ ପିଏନ୍ଜି ଗ୍ୟାସ୍ ସଂଯୋଗ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଏପରିସ୍ଥଳେ ଏଲପିଜି ସିଲିଣ୍ଡର କଳାବଜାରୀ ରୋକିବାକୁ ତୈଳ ଓ ଗ୍ୟାସ କମ୍ପାନୀଙ୍କ ପକ୍ଷରୁ ଗ୍ରାହକଙ୍କ ବାୟୋମେଟ୍ରିକ (ଆଙ୍ଗୁଠି ଓ!-->…
ଭାରତ-ରୁଷ୍ ଦ୍ବିପାକ୍ଷିକ କଥାବାର୍ତ୍ତା: ଅଧିକ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଯୋଗାଣ କରିବାକୁ ପ୍ରସ୍ତାବ ଦେଲା…
ଭାରତ-ରୁଷ୍ ଦ୍ବିପାକ୍ଷିକ କଥାବାର୍ତ୍ତା ପରେ ମସ୍କୋ ଭାରତକୁ ଅଧିକ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଯୋଗାଣ କରିବାକୁ ପ୍ରସ୍ତାବ ଦେଇଛି। ଗୁରୁବାର ରୁଷର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଡେନିସ୍ ମାନ୍ତୁରୋଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟି ଶକ୍ତି!-->…
ଅବକାରୀ ବିଭାଗର ନୂଆ ଗାଇଡଲାଇନ୍ : ବେଳାଭୂମିରେ ମଦ ବିକିପାରିବ ଓଟିଡିସି
ଭୁବନେଶ୍ୱର (ରାଜ୍ୟକାହାଣୀ )ଅବକାରୀ ବିଭାଗର ନୂଆ ଗାଇଡ ଲାଇନ । ଟେଟ୍ରା ପ୍ୟାକରେ ମିଳିବ ମଦ । ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର । ୧୮୦ ମିଲି ଯାଏଁ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ । ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ । ରାଜ୍ୟର ଅନ୍ୟାନ୍ୟ!-->…
ଇରାନ୍ ଯୁଦ୍ଧ ଭିତରେ ଟାରିଫ୍ ଓ୍ୱାର୍ : ଫାର୍ମାକୁ ୧୦୦% ଝଟକା, ମେଟାଲ୍ ଉପରେ କିମିଲା ଶୁଳ୍କ
ପୁଣି ଟ୍ରମ୍ପଙ୍କ ଟାରିଫ୍ ଝଟକା। ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ପୁଣି ବିଶ୍ୱକୁ ଶୁକ୍ରବାର ଆଉ ଏକ ବଡ ଝଟକା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଔଷଧ ଉପରେ ଲଗାଇଛନ୍ତି ୧୦୦ ପ୍ରତିଶତ ଶୁଳ୍କ।ମଧ୍ୟପ୍ରାଚ୍ୟରେ ସଂଘର୍ଷ ମଧ୍ୟରେ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ!-->…
ବିମାନରେ ୬୦% ମାଗଣା ସିଟ୍ ଦେବା ପ୍ରସ୍ତାବ ସ୍ଥଗିତ
ସରକାର ଏୟାରଲାଇନ୍ସକୁ ମାଗଣାରେ ୬୦ ପ୍ରତିଶତ ସିଟ୍ ପ୍ରଦାନ କରିବାର ପ୍ରସ୍ତାବକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛନ୍ତି । ବିମାନ ଶିଳ୍ପର ଆପତ୍ତି ଏବଂ ଭଡ଼ା ଢାଞ୍ଚା ଉପରେ ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।ରିପୋର୍ଟ ଅନୁଯାୟୀ, ଏହି ପ୍ରସ୍ତାବ ବିମାନ ଭଡା ଏବଂ!-->…
ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଅଣ୍ଡା ଦର ହ୍ରାସ
ରାଜ୍ୟ କାହାଣୀ (ଭୁବନେଶ୍ଵର)ଯୁଦ୍ଧର ପ୍ରଭାବ ସିଧାସଳଖ ଅଣ୍ଡା ବଜାର ଉପରେ ପଡ଼ିଛି । ପରିଣାମ ସ୍ବରୂପ ଓଡ଼ିଶାରେ ଅଣ୍ଡା ମୂଲ୍ୟ ହ୍ରାସ ପାଇଛି । ବଜାରରେ ଅଣ୍ଡା ଦର ହ୍ରାସ ଚାଷୀ ଓ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି ।ଓଡ଼ିଶାରେ ଦୈନିକ ଏକ କୋଟି ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଅଣ୍ଡା ଉତ୍ପାଦନ!-->…
ଆଜି ପବିତ୍ର ଗୁଡ୍ ଫ୍ରାଇଡେ
ଆଜି ପବିତ୍ର ଗୁଡ୍ ଫ୍ରାଇଡେ । ପ୍ରଭୁ ଯୀଶୁଙ୍କ ବଳିଦାନର ଦିନ। ଇଷ୍ଟର ସଣ୍ଡେ ପୂର୍ବରୁ ଆସୁଥିବା ଶୁକ୍ରବାରକୁ ଗୁଡ୍ ଫ୍ରାଇଡେ କୁହାଯାଏ। ଏହି ଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁଶରେ ଚଢ଼ାଯାଇଥିଲା। ଖ୍ରୀଷ୍ଟଧର୍ମାବଲମ୍ବୀମାନଙ୍କ ପାଇଁ ଏହା ଏକ ଅତ୍ୟନ୍ତ ପବିତ୍ର ଓ ଶୋକର ଦିନ।ବାଇବଲ ଏବଂ!-->…
ଅଧିକ ଆର୍ଦ୍ରତା ପାଇଁ ଭୀଷଣ ଗୁଳୁଗୁଳି: ଏପ୍ରିଲ୍ ୪ରୁ କାଳବୈଶାଖୀ ବର୍ଷା
ଗରମ ଓ ଗୁଳୁଗୁଳିରେ ଘାଣ୍ଟି ହେଉଛି ଅଧା ଉପକୂଳ ବିଶେଷ କରି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା | ଏଠାରେ ଆର୍ଦ୍ରତା ୭୦ରୁ ୮୦% ପର୍ଯ୍ୟନ୍ତ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି। ଆସନ୍ତା ୪ତାରିଖ ଯାଏ ରାଜ୍ୟରେ ଅଧିକ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ ।!-->…