Browsing Category

ଆଜିର ଖବର

ମେ’ ତୃତୀୟ ସପ୍ତାହରେ ଯୁକ୍ତ ୨ ପରୀକ୍ଷା ଫଳ

ରାଜ୍ୟ କାହାଣୀ (ଭୁବନେଶ୍ଵର)ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶିତ ହେବ। ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।ମାଟ୍ରିକ ସାର୍ଟିଫିକେଟ୍‌

ମାଆଙ୍କୁ ବି ଛାଡିଲେନି ଲୁଟେରା । ନୟାଗଡ଼ର ମାଆ ବୈଷ୍ଣୋଦେବୀଙ୍କ ମନ୍ଦିରରୁ ଲୁଟ୍

ନୟାଗଡ଼ ଜିଲ୍ଲା ଜାମୁକୋଣଠାରେ ଥିବା ମାଆ ବୈଷ୍ଣୋଦେବୀଙ୍କ ମନ୍ଦିରରୁ ଚୋରି ହୋଇଛି। ମନ୍ଦିର ଫାଟକର ତାଲା ଭାଙ୍ଗି ମାଆ ଙ୍କର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପ୍ରାୟ ୪୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି।ସୁରକ୍ଷା କର୍ମୀ ଥିବା ସତ୍ତ୍ୱେ ଚକମା

କୁମ୍ଭୀରଙ୍କ ପ୍ରଜନନ ଋତୁ, ଆଜିଠୁ ତିନି ମାସ ଯାଏଁ ଭିତରକନିକା ବନ୍ଦ

ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭିତରକନିକା ଜାତୀୟ ଉଦ୍ୟାନ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ବଉଳା କୁମ୍ଭୀରଙ୍କ ପ୍ରଜନନ କାରଣରୁ ଆସନ୍ତା ଜୁଲାଇ ୩୧ ତାରିଖ ଦୀର୍ଘ ତିନିମାସ ଧରି ଭିତରକନିକାକୁ ବନ୍ଦ ରଖାଯିବ ।ସାଧାରଣତଃ ଶୀତକାଳରେ ଭିତରକନିକାରେ ହଜାର ହଜାର ପର୍ଯ୍ୟଟକ

ଆଜି ଆନ୍ତର୍ଜାତୀୟ ଶ୍ରମିକ ଦିବସ

ମେ ୧ ଶ୍ରମ ଦିବସ ବା ଶ୍ରମିକ ଦିବସ ଭାବରେ ବିଶ୍ୱରେ ବେସ୍ ଜଣାଶୁଣା । ଶ୍ରମିକମାନଙ୍କୁ ସମ୍ମାନ ଦେବା ସହିତ ଶ୍ରମିକମାନଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ଏହି ଦିନ ମଧ୍ୟ ପାଳନ କରାଯାଇଥାଏ, ଯଦ୍ୱାରା ସମାଜରେ ଶ୍ରମିକମାନଙ୍କର ସ୍ଥିତି ମଜବୁତ ହୋଇପାରିବ ।ଶ୍ରମିକ

ବଢିଲା ଗ୍ୟାସ୍ ସିଲିଣ୍ଡର ରେଟ୍, ୯୯୩ ଟଙ୍କା ବଢିଗଲା ଦାମ୍ !

ପଶ୍ଚିମବଙ୍ଗ, ଆସାମ ସମେତ ଅନେକ ରାଜ୍ୟର ନିର୍ବାଚନ ଶେଷ ହେଲା ପରେ ସରକାର ଏଲପିଜି ଦାମ୍ ବୃଦ୍ଧି କରିଛନ୍ତି ।୧୯ କେଜି ବିଶିଷ୍ଟ କମର୍ସିଆଲ ବା ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଦରର ମୂଲ୍ୟବୃଦ୍ଧି କରାଯାଇଛି ।ସରକାର ବିଭିନ୍ନ ତୈଳ କମ୍ପାନୀମାନଙ୍କୁ ମେ୧ରୁ କମର୍ସିଆଲ ଏଲପିଜି ସିଲିଣ୍ଡର

ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ । ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା 

ରାଜ୍ୟ କାହାଣୀ (ଭୁବନେଶ୍ଵର)ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ।ବିଭିନ୍ନ ସ୍ଥାନରେ ଉଡ଼ିଲା ଘରର ଛପର । ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ । ଭୁବନେଶ୍ୱର ଓ କଟକରେ ଗତ କାଲି ସନ୍ଦ୍ୟା ଠାରୁ ଆଜି ସକାଳ ପଯ୍ୟନ୍ତ ବର୍ଷା ଲାଗିରହିଥିବା ବେଳେ ଆଗାମୀ ୩ ଘଣ୍ଟା ମଧ୍ୟରେ ରାୟଗଡା, ଗଜପତି,

ଆର୍ଥିକ ଅନୁଷ୍ଠାନଗୁଡିକ ସହଭାଗିତାରେ ଓଡ଼ିଶାର ସହରାଞ୍ଚଳ ଆର୍ଥିକ ବ୍ୟବସ୍ଥା ହେବ ସୁଦୃଢ଼

ରାଜ୍ୟ କାହାଣୀ ( ଭୁବନେଶ୍ଵର)ରାଜ୍ୟରେ ସହରାଞ୍ଚଳର ରୂପାନ୍ତରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବ୍ୟାଙ୍କ

ଇରାନ ଯୁଦ୍ଧରେ କୋଟି କୋଟି ଡଲାର ଖର୍ଚ୍ଚ,ପ୍ରଶ୍ନ ଉଠାଇଲା ଜାତିସଂଘ

ଇରାନ ବିରୁଦ୍ଧରେ ଯୁଦ୍ଧରେ ଆମେରିକା ଏପର୍ଯ୍ୟନ୍ତ ୨୫ ବିଲିୟନ ଡଲାର ଖର୍ଚ୍ଚ କରିଛି। ଏନେଇ ନିଜେ ବଡ଼ ଖର୍ଚ୍ଚ ଖୁଲାସା କରିଛି ପେଣ୍ଟାଗନ।ଆମେରିକା ପ୍ରତିରକ୍ଷା ବିଭାଗ, ପେଣ୍ଟାଗନର ଜଣେ ଅଧିକାରୀ ପ୍ରଥମ ଥର ପାଇଁ ଏହି ଯୁଦ୍ଧର ଖର୍ଚ୍ଚର ଏକ ସରକାରୀ ଆକଳନ ଦେଇଛନ୍ତି। ତାଙ୍କ ଅନୁସାରେ,

ସ୍ବତନ୍ତ୍ର ଅଧିବେଶନରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ କାହାଣୀ (ଭୁବନେଶ୍ଵର)ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ପ୍ରବଳ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କୁ ଉଚିତ୍‌ ନ୍ୟାୟ ଦେବାରେ ଅବହେଳା କରାଯାଇଛି। ଆଲୋଚନାକୁ ଆଗେଇ ଆସିବା ବଦଳରେ ନକରାତ୍ମକ ମନ୍ତବ୍ୟ ଦେଉଛନ୍ତି।  କଂଗ୍ରେସ ନିଜ ସରକାର

ପ୍ରଥମ ଥର NASM-SRର ‘ସଲଭୋ’ ପରୀକ୍ଷଣ ସଫଳ

ରାଜ୍ୟ କାହାଣୀ (ଭୁବନେଶ୍ଵର)ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ବଡ ସଫଳତା । ଡିଆରଡିଓ ଓ ଭାରତୀୟ ନୌସେନାର ମିଳିତ ଉଦ୍ୟମରେ ନାଭାଲ ଆଣ୍ଟି ସିପ୍‌ ମିସାଇଲ ସର୍ଟ ରେଞ୍ଜ (NASM-SR)ର ପ୍ରଥମ ‘ସଲଭୋ’ (ଏକ ସଙ୍ଗରେ ଏକାଧିକ) ପରୀକ୍ଷଣ ସଫଳତାପୂର୍ବକ କରିଛନ୍ତି । ଓଡିଶା ସୀମା ବଙ୍ଗୋପସାଗର