Browsing Category
ଆଜିର ଖବର
ଓଡିଶାକୁ ସାଂସ୍କୃତିକ ରାଜଧାନୀ କରିବା ଆମ ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ
ରାଜ୍ୟ କାହାଣୀ (ଭୁବନେଶ୍ଵର)ସୋମନାଥ ଅମୃତ ପର୍ବରେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଜଳାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡିଶାକୁ ଦେଶର ସାଂସ୍କୃତିକ ରାଜଧାନୀ କରିବାକୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ ଆଜି ଆଧ୍ୟାତ୍ମିକ ଆକାଶରେ ନୂଆ ସୂର୍ଯୋଦୟ ହୋଇଛି ।!-->…
ଅସ୍ତରଙ୍ଗ ସମୁଦ୍ରରେ ବିଚିତ୍ର ଦୃଶ୍ୟ, ସମୁଦ୍ରରୁ ଆକାଶ ଯାଏଁ ଲମ୍ବିଲା ବିରାଟ ହାତୀ ଶୁଣ୍ଢ
ରାଜ୍ୟ କାହାଣୀ ( ଭୁବନେଶ୍ଵର)କାଳବୈଶାଖୀ ବେଳେ ସମୁଦ୍ରରେ ବିଚିତ୍ର ଦୃଶ୍ୟ । କଳାହାଣ୍ଡିଆ ମେଘ ସହ ଆକାଶରୁ ସମୁଦ୍ର ପର୍ଯ୍ୟନ୍ତ ଲମ୍ୱିଥିଲା ଶୁଣ୍ଢ ।ଏହି ହାତୀ ଶୁଣ୍ଢ ପଡିବା ପରେ ସମୁଦ୍ର ମଧ୍ୟରେ ଆରମ୍ଭ କରିଥିଲା ଜଳଚକ୍ର । ସମୁଦ୍ରରୁ ଟାଣି ନେଉଥିଲା ହଜାର ହଜାର ଲିଟର ଜଳ । ଏହି ବିରଳ!-->…
ଚନ୍ଦ୍ରନାଥ ରଥ ହତ୍ୟାକାଣ୍ଡ ମାମଲା : ଅଯୋଧ୍ୟାରୁ ୩ ସାର୍ପ ସୁଟର ଗିରଫ, ଆଜି କୋଲକତା କୋର୍ଟରେ କରାଯିବ ହାଜର
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ଅଯୋଧ୍ୟାରୁ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ହେପାଜତକୁ ନିଆଯାଇଥିବା ସନ୍ଦିଗ୍ଧମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ହେଉଛି ରାଜ ସିଂ । ସୂଚନା ଅନୁଯାୟୀ, ରାଜ ସିଂ ମୂଳତଃ!-->…
ବଡ଼ ଦୁର୍ଘଟଣା ଟଳିଲା : ଅବତରଣ ସମୟରେ ବିମାନ ଟାୟାରରେ ନିଆଁ ଲାଗିଲା
ନେପାଳର କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ତୁର୍କୀସ୍ ଏୟାରଲାଇନ୍ସର ଏକ ବିମାନର ଟାୟାରରେ ନିଆଁ ଲାଗିଯାଇଥିଲା । ପୁଲିସ ନିଶ୍ଚିତ କରିଛି ଯେ, ନିଆଁ ଲିଭାଇ ଦିଆଯାଇଛି ଏବଂ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି। ସୂଚନା!-->…
ବାଲିଅନ୍ତା-ବାଲିପାଟଣା ହତ୍ୟାକାଣ୍ଡ ପରେ ଓଡ଼ଗାଁରେ ଯୁବକଙ୍କୁ ବୀଭତ୍ସ ହତ୍ୟା
ରାଜ୍ୟ କାହାଣୀ ( ଭୁବନେଶ୍ଵର)ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଜଣେ ପୁଲିସ କର୍ମଚାରୀ ଏବଂ ବାଲିପାଟଣାରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ରାଜ୍ୟବାସୀ ଭୁଲି ପାରି ନଥିବା ବେଳେ ଆଜି ନୟାଗଡ଼ରେ ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ!-->…
ଇରାନ–ଆମେରିକା ଆଲୋଚନା ବିଫଳ , ଅଶୋଧିତ ତୈଳ ଦର ୪% ବୃଦ୍ଧି
ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଉଥିବା ପରି ମନେ ହେଉଛି।ଗୋଟିଏ ପଟେ, ଆମେରିକା ସମାଧାନ ପାଇଁ ଚାପ ପ୍ରୟୋଗ କରୁଛି; ଅନ୍ୟପଟେ, ଇରାନ କ୍ଷତିପୂରଣ ଏବଂ ପ୍ରତିବନ୍ଧକ ଉଠାଇବା ପାଇଁ ତା’ର ଦାବିରେ ଅଟଳ ରହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବ!-->…
ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି
ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ।ମେ୧୧ ତାରିଖ ଏବଂ ୧୨ ତାରିଖରେ ଗଣତି ଚାଲୁ ରହିବ । ବାହାର ଚନ୍ଦନ ଯାତ୍ରାର ନୀତି ବହୁଳତା ଓ ଅନ୍ୟ ବିଭିନ୍ନ କାରଣରୁ ଗଣତିମଣତି କିଛି ଦିନ ହେବ ବନ୍ଦ ରହିଥିଲା । ସେପଟେ ଭିତର ଭଣ୍ଡାର ଗଣତି!-->…
ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ଲଘୁଚାପ ସୃଷ୍ଟି ହେବା ଆଶଙ୍କା
ରାଜ୍ୟ କାହାଣୀ ( ଭୁବନେଶ୍ଵର)ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ । ଗଲ୍ଫ ଅଫ ମନାର ଓ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ଓଡ଼ିଶାକୁ!-->…
ମହାନଦୀ ବିବାଦ ଆଉ ଜଟିଳ ନାହିଁ,ସମାଧାନ ଆଡକୁ ଯାଉଛି: ଏଜି ପୀତାମ୍ବର
ରାଜ୍ୟ କାହାଣୀ (ଭୁବନେଶ୍ଵର)ମହାନଦୀ ବିବାଦ ଆଉ ଜଟିଳ ନାହିଁ, ସମାଧାନ ଆଡକୁ ଯାଉଛି କହିଲେ ଏଜି । ଓଡିଶାର ସ୍ୱାର୍ଥକୁ ସୁରକ୍ଷା ଦେଇ ବିବାଦର ସମାଧାନ ପାଇଁ ଉଦ୍ୟମ ହୋଇଛି । ମହାନଦୀରେ ଜଳ ରାଶି କେତେ ତାକୁ ନେଇ ରିପୋର୍ଟ ଦାଖଲ ହୋଇଛି । ୨ ରାଜ୍ୟର ଯନ୍ତ୍ରୀ ୧୫ ଥର ବୈଠକ କରି ତଥ୍ୟ!-->…
୨ଟି ଫିଲ୍ମ କରି ନିଜକୁ ସୁପରଷ୍ଟାର୍ ଭାବନ୍ତୁନି’…ୟଙ୍ଗ୍ ଆକ୍ଟ୍ରେସ୍ଙ୍କୁ ଅମିଷାଙ୍କ ଟାର୍ଗେଟ୍
ଅମିଷା ପଟେଲଙ୍କର ଏକ ବୟାନକୁ ନେଇ ଆଲୋଚନାର ଶିଖରରେ। ଅମିଷା ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ନୂଆ ଅଭିନେତ୍ରୀ ଏବଂ ବଲିଉଡର 'ନକଲି ପିଆର ଗେମ୍'କୁ ଟାର୍ଗେଟ କରିଛନ୍ତି। ଅମିଷା ପଟେଲ ଶନିବାର ସକାଳେ ଏହି ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ସେହି ନୂଆ!-->…