Browsing Category
ଆଜିର ଖବର
୨ଟି ଫିଲ୍ମ କରି ନିଜକୁ ସୁପରଷ୍ଟାର୍ ଭାବନ୍ତୁନି’…ୟଙ୍ଗ୍ ଆକ୍ଟ୍ରେସ୍ଙ୍କୁ ଅମିଷାଙ୍କ ଟାର୍ଗେଟ୍
ଅମିଷା ପଟେଲଙ୍କର ଏକ ବୟାନକୁ ନେଇ ଆଲୋଚନାର ଶିଖରରେ। ଅମିଷା ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ନୂଆ ଅଭିନେତ୍ରୀ ଏବଂ ବଲିଉଡର 'ନକଲି ପିଆର ଗେମ୍'କୁ ଟାର୍ଗେଟ କରିଛନ୍ତି। ଅମିଷା ପଟେଲ ଶନିବାର ସକାଳେ ଏହି ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ସେହି ନୂଆ!-->…
ଓ୍ବାଟକୋର ବଡ଼ ସଫଳତା: ସମସ୍ତ ୨୯ ସହରାଞ୍ଚଳରେ ୧୦୦% ଜଳ ଯୋଗାଣ ସୁନିଶ୍ଚିତ
ରାଜ୍ୟ କାହାଣୀ (ଭୁବନେଶ୍ଵର)ଓଡ଼ିଶା ଜଳ ନିଗମ (WATCO) ସହରାଞ୍ଚଳ ନାଗରିକ ସେବା କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛି। ନିଗମ ନିଜ ଅଧୀନରେ ଥିବା ସମସ୍ତ ୨୯ଟି ସହରାଞ୍ଚଳରେ ଶତପ୍ରତିଶତ ଘରୋଇ ପାଇପ୍ ଜଳ ସଂଯୋଗ ସୁନିଶ୍ଚିତ କରି ସାର୍ବଜନୀନ ଜଳ ଯୋଗାଣ ଲକ୍ଷ୍ୟ ପୂରଣ କରିଛି। ଏହି ସଫଳତା!-->…
ପୂରଣ ହେଲା ପନ୍ଦର ବର୍ଷର ପଣ। ଦିଦି ହାରିବା ପରେ ଖୁସିରେ ଲଣ୍ଡା ହେଲେ
ପଶ୍ଚିମବଙ୍ଗରୁ ସାମ୍ନାକୁ ଆସିଛି ଏକ ରୋଚକ ଘଟଣା। ମମତା ବାନାର୍ଜୀଙ୍କ ପରାଜୟ ଅପେକ୍ଷାରେ ଜଣେ ବ୍ୟକ୍ତି ୧୫ ବର୍ଷ ହେଲା ନିଜ ଚୁଟି କାଟିନଥିଲେ ।ଶେଷରେ ୨୦୨୬ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ସେ ଲଣ୍ଡା ହୋଇଥିଲେ। ରିପୋର୍ଟ ଅନୁଯାୟୀ, ୨୦୧୧ ମସିହାରେ ମମତା ବାନାର୍ଜୀଙ୍କ!-->…
ଖୋଲିବ ନୂଆ ସାଇବର କୋର୍ଟ: ପୃଥ୍ୱୀରାଜ
ରାଜ୍ୟ କାହାଣୀ ( ଭୁବନେଶ୍ଵର)ଓଡ଼ିଶାରେ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ ପ୍ରତିଷ୍ଠା ପାଇଁ ସରକାରଙ୍କ ଯୋଜନା। ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।ଦିନକୁ ଦିନ ବଢ଼ୁଥିବା ସାଇବର ଠକେଇ ଏବଂ ଅପରାଧ ରୋକିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । !-->…
ଶୁଭେନ୍ଦୁଙ୍କ ଶପଥ ପରେ ସୋସିଆଲ ମିଡିଆ Xରେ ବଦଳିଲା ମମତାଙ୍କ ପ୍ରୋଫାଇଲ୍
ପଶ୍ଚିମବଙ୍ଗରେ, ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଶନିବାର, ୯ ମଇ, ୨୦୨୬ ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।ତେବେ ଶନିବାର ଶୁଭେନ୍ଦୁଙ୍କ ଶପଥ ଗ୍ରହଣ ପରେ ବଦଳିଛି ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ୍ ।ଶନିବାର ଦିନ ୧୧ଟା ପର୍ଯ୍ୟନ୍ତ ମମତାଙ୍କ ପ୍ରୋଫାଇଲରେ!-->…
ଆସନ୍ତା ୧୧ରୁ ପୁଣି ଗଣତି ମଣତି ହେବ ରତ୍ନଭଣ୍ଡାର
ରାଜ୍ୟ କାହାଣୀ ( ଭୁବନେଶ୍ଵର)ରତ୍ନଭଣ୍ଡାର ପୁଣି ଗଣତି ମଣତି ହେବ । ଆସନ୍ତା ୧୧ ଓ ୧୨ ତାରିଖରେ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ। ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ପାଇଁ ଗଣତି ମଣତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଶ୍ରୀକ୍ଷେତ୍ର!-->…
ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍
ରାଜ୍ୟ କାହାଣୀ ( ଭୁବନେଶ୍ଵର)ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍। ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ। ଗୃହ ବିଭାଗ ଜରିଆରେ ଟ୍ରାଫିକ ଡିସିପିଙ୍କ ମତାମତ ମାଗିଲା ପୂର୍ତ୍ତ ବିଭାଗ । ସରକାରୀ ରାସ୍ତାରେ ବ୍ୟାରିକେଡ ଦ୍ୱାରା ଯାତାୟତରେ ବାଧା ସୃଷ୍ଟି ହୋଇଥିବା!-->…
ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା। ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ: ଆଇନ ମନ୍ତ୍ରୀ
ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି, ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ । ଅପରାଧୀଙ୍କ ପ୍ରତି ଆଭିମୁଖ୍ୟ ଆହୁରି କଡା ରହିବ ।ଦଣ୍ଡ ବିଧାନ ହାର ପୂର୍ବରୁ 5 କି 7 ପ୍ରତିଶତ ଥିଲା ତାହା ଏବେ 40 ପ୍ରତିଶତରେ ପହଂଚିଲାଣି।!-->…
ଶୁଭେନ୍ଦୁଙ୍କ ଶପଥ ସମାରୋହରେ କାହିଁକି ମାଖନଲାଲଙ୍କ ପାଦ ଛୁଇଁଲେ ମୋଦି
ପଶ୍ଚିମବଙ୍ଗରେ ଏକ ବଡ଼ ବିଜୟ ପରେ, ରାଜ୍ୟରେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆଜି ଆନୁଷ୍ଠାନିକ ଭାବରେ ଶପଥ ଗ୍ରହଣ କରିଛନ୍ତି । କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ହଜାର ହଜାର ଲୋକଙ୍କ ଭିଡ଼ ମଧ୍ୟରେ, ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ!-->…
ହାର୍ଟ ଆଟାକ୍ ନା ପ୍ରବଳ ମାଡ଼ ଯୋଗୁଁ ହୋଇଥିଲା ସୌମ୍ୟଙ୍କ ମୃତ୍ୟୁ ? ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ
ରାଜ୍ୟ କାହାଣୀ (ଭୁବନେଶ୍ଵର)ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡର ସତ କଣ ? ପୀଡ଼ିତାଙ୍କ କହିବା କଥା ତାଙ୍କ ସହ ଅସଦାଚରଣ କରାଯାଇଛି। ମାଡ଼ ମରାଯିବା ସହ ତାଙ୍କୁ ଉଠାଇ ନେବାକୁ ମଧ୍ୟ ସାଙ୍ଗକୁ କହୁଥିଲେ ମୃତ ସୌମ୍ୟରଞ୍ଜନ। ପୀଡିତାଙ୍କ ଏଭଳି ସଂଗୀନ ଅଭିଯୋଗ ପରେ ନାନା ପ୍ରଶ୍ନବାଚୀ ଛିଡ଼ା!-->…