Browsing Category

ଆଜିର ଖବର

ଆଜି ଆସିବ ଯୁକ୍ତ ଦୁଇ ଫଳାଫଳ : ଦିନ ୧୨ଟା ୩୦ରେ ରେଜଲ୍ଟ ଘୋଷଣା

ରାଜ୍ୟ କାହାଣୀ (ଭୁବନେଶ୍ଵର)ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମ ଏବଂ କରେସପଣ୍ଡେସ୍‌ କୋର୍ସ ଫଳ ପ୍ରକାଶ ପାଇବ । ପରୀକ୍ଷା ଫଳ ମଧ୍ୟାହ୍ଣ ୧୨ଟା ୩୦ରେ ପରିଷଦ କାର୍ଯ୍ୟାଳୟରେ

ଟେକ୍‌ଜିଅମ୍ ୨୦୨୬ରେ ଆଇଟିଇଆର ଛାତ୍ରଛାତ୍ରୀଙ୍କୁ ମିଳିଲା ପିପୁଲ୍ସ ଚଏସ୍ ଆୱାର୍ଡ

ଭୁବନେଶ୍ୱର (ରାଜ୍ୟ କାହାଣୀ): ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଏକ ୪ ଜଣିଆ ଛାତ୍ରଛାତ୍ରୀ ଟିମ୍ ‘ଟେକ୍‌ଜିଅମ୍ ୨୦୨୬’ କାର୍ଯ୍ୟକ୍ରମରେ ସମ୍ମାନ ଜନକ ‘ପିପୁଲ୍ସ ଚଏସ୍ ଆୱାର୍ଡ’ ବିଜେତା ହୋଇଛନ୍ତି । ଏଲ୍

ପିଏମ କିଷାନର ୨୩ତମ କିସ୍ତି କେବେ ଆସିବ ?

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (PM-KISAN) ଲକ୍ଷ ଲକ୍ଷ ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଅପଡେଟ୍ |୧୩ ମାର୍ଚ୍ଚ, ୨୦୨୬ ରେ, ପ୍ରଧାନମନ୍ତ୍ରୀ ମୋଦୀ ଆସାମର ଗୌହାଟିରୁ ଏହି ଯୋଜନାର ୨୨ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇଥିଲେ । ସେହି ସମୟରେ, ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର

ଯୁଦ୍ଧ ଭିତରେ ପୁଣି ଭାରତ ଆସିବେ ପୁଟିନ

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେପ୍ଟେମ୍ବର ୨୦୨୬ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତ କରିବେ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସେପ୍ଟେମ୍ବର 12 ଏବଂ 13 ତାରିଖରେ ନୂଆଦିଲ୍ଲୀରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ।ଏହି

କୋରାପୁଟରେ ହେବ ୧ ଲକ୍ଷ ଏକରରେ କଫି ଚାଷ

ଭୁବନେଶ୍ୱର (ରାଜ୍ୟକାହାଣୀ )କୋରାପୁଟରେ ହେବ ୧ ଲକ୍ଷ ଏକରରେ କଫି ଚାଷ । ପ୍ରାକୃତିକ ପ୍ରଣାଳୀରେ ଚାଷ ଆପଣାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଧାନ ଉତ୍ପାଦନ ପରିମାଣ ବଢିଛି। କେରଳ, ବିହାର ଆମଠୁ ଚାଉଳ ନେଉଥିଲେ, ଏବେ ତାଙ୍କ ଉତ୍ପାଦନ

ଯାତ୍ରା ମାଲିକାଣୀ ରାଣୀ ପଣ୍ଡାଙ୍କ ନାଁରେ ସଙ୍ଗୀନ ଅଭିଯୋଗ

ଭୁବନେଶ୍ୱର (ରାଜ୍ୟକାହାଣୀ )ଅଡୁଆରେ ଜଣାଶୁଣା ଯାତ୍ରା ଅଭିନେତ୍ରୀ ତଥା ‘ନାଟ୍ୟମଣ୍ଡପ’ ଯାତ୍ରା ପାର୍ଟିର ମାଲିକାଣୀ ରାଣୀ ପଣ୍ଡା । ନିଜ ପାର୍ଟିର ଡ୍ୟାନ୍ସ ଗ୍ରୁପ କଳାକାରମାନଙ୍କୁ ପ୍ରାପ୍ୟ ପାରିଶ୍ରମିକ ନଦେଇ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ଏନେଇ ନିମାପଡା ଥାନରେ ମାମଲା ରୁଜୁ ହୋଇଛି

ଭୋଟିଂର ଦିନକ ପୂର୍ବରୁ ଓହରିଲେ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ

ପଛଘୁଞ୍ଚା ଦେଲେ ମମତା ବାନାର୍ଜୀଙ୍କ ପୁଷ୍ପା ଜାହାଙ୍ଗିର ଖାନ। ଫାଲଟା ବିଧାନସଭା ଆସନରେ ମେ ୨୧ ତାରିଖରେ ପୁଣି ମତଦାନ ହେବ । କିନ୍ତୁ ନିର୍ବାଚନର ମାତ୍ର ୪୮ ଘଣ୍ଟା ପୂର୍ବରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାନ ନିର୍ବାଚନ ମଣ୍ଡଳିରୁ ଓହରି ଯାଇଛନ୍ତି । ଜାହାଙ୍ଗୀର ଖାନ

ସାର କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ: ଶିବରାଜ ସିଂ ଚୌହାନ

ରାଜ୍ୟ କାହାଣୀ (ଭୁବନେଶ୍ଵର)କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବଡ଼ ବୟାନ । ଅନ୍ତର୍ଜାତୀୟ ସ୍ଥିତି ଯୋଗୁଁ ସାର ପାଇଁ ଦେଶରେ ଚିନ୍ତା ବଢିଛି । ନକଲି ପେଷ୍ଟିସାଇଡ୍‌ ବଜାରରେ ବିକ୍ରି ହେଉଛି । ସାର କଳାବଜାରୀ ହେଲେ କାହାକୁ ଛଡ଼ାଯିବନି ।ଏଥିପାଇଁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସାରା ଦେଶରେ ଆସନ୍ତାକାଲି ବନ୍ଦ ରହିବ ମେଡିସିନ୍ ଦୋକାନ

ଆସନ୍ତାକାଲି ଅର୍ଥାତ୍‌ ବୁଧବାର, ୨୦ ମଇରେ ବନ୍ଦ ରହିବ ସମଗ୍ର ମେଡିସିନ ଦୋକାନ।ସଂଗଠନ କହିଛି ଯେ ଏହି ପ୍ରତିବାଦର ଲକ୍ଷ୍ୟ ନିୟାମକ ତୃଟିଗୁଡ଼ିକ ପ୍ରତି ଦୃଷ୍ଟି ଆକର୍ଷଣ କରିବା ଯାହା ଇ-ଫାର୍ମାସି ଏବଂ ତୁରନ୍ତ ଔଷଧ ବିତରଣ ପ୍ଲାଟଫର୍ମଗୁଡ଼ିକୁ ପର୍ଯ୍ୟାପ୍ତ ତଦାରଖ ବିନା କାର୍ଯ୍ୟ

ଡଲାର ଆଗରେ ଦୁର୍ବଳ ଟଙ୍କା , ଇତିହାସରେ ସର୍ବନିମ୍ନ ସ୍ତରକୁ ଖସିଲା ମୂଲ୍ୟ

ଇତିହାସରେ ସର୍ବକାଳୀନ ସର୍ବନିମ୍ନ ସ୍ତରରେ ଟଙ୍କା । ଆମେରିକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଖସିଛି । ୯୬ ଟଙ୍କା ୩୫ ପଇସାକୁ ଖସିଆସିଛି ଟଙ୍କାର ମୂଲ୍ୟ ।ସାମ୍ପ୍ରତିକ ସ୍ଥିତିରେ ଉପସାଗରୀୟ ଦେଶଗୁଡିକରୁ ତୈଳ ଯୋଗାଣ ସ୍ବାଭିବକ ହୋଇନାହିଁ। ଏହାମଧ୍ୟରେ ମିଳିତ ଆରବ ଏମିରେଟ୍ସ(ୟୁଏଇ)ର ଏକ