Browsing Category
ଆଜିର ଖବର
ସ୍କୁଲ ପିଲାଙ୍କ ପାଇଁ ଖୁସି ଖବର; ବଢ଼ିପାରେ ଖରାଛୁଟିର ଅବଧି- ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର (ରାଜ୍ୟକାହାଣୀ )ବଢ଼ିପାରେ ଖରାଛୁଟିର ଅବଧି। ଏନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଖରାର ସ୍ଥିତିକୁ ଦେଖି ଛୁଟି ସମ୍ପର୍କରେ ନିଷ୍ପତ୍ତି ନିଆଯିବ।ଖରା ଯଦି ନ କମେ ତାହାଲେ ଖରା ଛୁଟି ବଢ଼ିପାରେ । ପିଲାଙ୍କ!-->…
ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ, ୫.୨୫% ରେ ରହିଲା ସ୍ଥିର
ରେପୋ ରେଟ ଅପରିବର୍ତ୍ତିତ । ରେପୋ ରେଟ ତଥା ସୁଧ ହାର ୫ ଦଶମିକ ୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାର ନିଷ୍ପତ୍ତି ନେଇଛି ବୋଲି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଏହି ସୂଚନା ଦେଇଛନ୍ତି । ଅଷ୍ଟମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ!-->…
ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ : ଆପାର୍ଟମେଣ୍ଟରେ ନିଆଁ
ଦିଲ୍ଲୀର ରେଷ୍ଟୁରାଣ୍ଟଟରେ ଅଗ୍ନିକାଣ୍ଡ ଘଟଣା ମନରୁ ଲିଭି ନଥିବା ବେଳେ ବିହାର ପାଟନାରେ ଥିବା ଏକ ହସ୍ପିଟଟାଲରେ ନିଆଁ ଲାଗିଯାଇଥିଲା । ଉଭୟ ଘଟଣାରେ ୨୫ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏବେ ପୁଣି ଦିଲ୍ଲୀରେ ଅଗ୍ନିକାଣ୍ଡ ଘଟିଛି ।ନୋଏଡା ସେକ୍ଟର ୭୫ରେ IVY କାଉଣ୍ଟି ସୋସାଇଟିରେ!-->…
ଆଜି ସାରା ବିଶ୍ୱରେ ପାଳିତ ହେଉଛି ବିଶ୍ୱ ପରିବେଶ ଦିବସ
ଆଜି ସାରା ବିଶ୍ୱରେ ପାଳିତ ହେଉଛି ‘ବିଶ୍ୱ ପରିବେଶ ଦିବସ’। ଚଳିତ ବର୍ଷର ସ୍ଲୋଗାନ ରହିଛି, ପ୍ରକୃତିରୁ ପ୍ରେରଣା, ଜଳବାୟୁ ପାଇଁ, ଆମ ଭବିଷ୍ୟତ ପାଇଁ । ୧୯୭୨ ଜୁନ ୫ରେ, ମିଳିତ ଜାତିସଂଘ ଏହି ଦିନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା । ପ୍ରଥମେ ୧୯୭୨ ଜୁନ ୫ ରେ ସ୍ୱିଡେନର ରାଜଧାନୀ!-->…
ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ
ଭୁବନେଶ୍ୱର (ରାଜ୍ୟକାହାଣୀ )ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଗଜପତି ମହାରାଜା ଦିବ୍ୟ ସିଂହ ଦେବଙ୍କ ଅଧ୍ୟକ୍ଷତାରେ ସକାଳ ୧୦ଟା ୩୦ରେ ବସିବ ବୈଠକ । ବୈଠକରେ ଗତ ୩୧ ତାରିଖ ଛତିଶା ନିଯୋଗ ଏବଂ ନୀତି ସବ୍ମିଟି ବୈଠକରେ!-->…
ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞ ମାନେ ଅର୍କକ୍ଷେତ୍ର କୋଣାର୍କ ପରିଦର୍ଶନ କରି ନିଖୁଣ…
ରାଜ୍ୟ କାହାଣୀ ( ଭୁବନେଶ୍ଵର)ଭାରତ ୨୦୨୬ବ୍ରିକ୍ସ ରାଷ୍ଟ୍ର ଗୋଷ୍ଠୀ ବୈଠକର ଅଧକ୍ଷତା କରୁଥିବା ବେଳେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ପୁରୀରେ ବିପର୍ଯ୍ୟୟ ବିପଦ ହ୍ରାସ ବୈଠକ ପରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ବ୍ରାଜିଲ, ଚୀନ, ଇଜିପଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ,!-->…
ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ରୁ ଦେବାଶିଷ ସାମନ୍ତରାୟ ପ୍ରାର୍ଥୀ
ଭୁବନେଶ୍ୱର (ରାଜ୍ୟକାହାଣୀ )ଦେବାଶିଷ ସାମନ୍ତରାୟ ବିଜେପି ରାଜ୍ୟସଭା ପ୍ରାର୍ଥୀ ।ଓଡିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ସକାଳେ ପ୍ରାର୍ଥୀ ଘୋଷଣା କରାଯାଇଛି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା କରାଯାଇଛି । ୧୮ ଜୁନରେ ହେବ!-->…
ନଦୀରେ ଗାଧୋଇବା ବେଳେ କୁମ୍ଭୀର ସହ ଲଢ଼ିଲେ ଜୀବନ ବଞ୍ଚାଇଲେ ଯୁବକ
ଭୁବନେଶ୍ୱର (ରାଜ୍ୟକାହାଣୀ )କେନ୍ଦ୍ରାପଡାଜିଲ୍ଲା ରାଜନଗର ବ୍ଲକ ରାଜପୁର ପଂଚାୟତ ବାଲିଚନ୍ଦ୍ରପୁର ଗାଁର କ୍ଷମାନିଧି ଦାସ ଆଜି କୁମ୍ଭୀର ସହ ଲଢ଼ି ଜୀବନ ବଞ୍ଚାଇଛନ୍ତି | ବନବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ବାଥିଙ୍ଗ ଘାଟ ଭିତରେ ଗାଧୋଉଥିବାବେଳେ ସେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ |୨୫!-->…
ମୁଜାଫରପୁର ପ୍ରସାଦ ହସ୍ପିଟାଲରେ ଅଗ୍ନିକାଣ୍ଡରେ ବୁଢ଼ୀ ମା’ ନିଜ ଅକ୍ସିଜେନ ମାସ୍କ କାଢି ଅନେକ ରୋଗୀଙ୍କୁ ବଞ୍ଚାଇଲେ
ମୁଜାଫରପୁରର ପ୍ରସାଦ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ବଞ୍ଚିବାକୁ ଆସି ଜଳିଗଲେ ରୋଗୀ ।, ରାତି ଅଧରେ ଲାଗିଗଲା ନିଆଁ ଆଉ ଦୁର୍ଘଟଣା ନେଇଗଲା ୫ ଜଣଙ୍କ ଜୀବନ । ମୃତ୍ୟୁର ତାଣ୍ଡବ ଏବଂ ଭୟାବହତା ଭିତରେ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ଉପରେ ଏବେ ଅନେକ!-->…
ଗଣ ଆନ୍ଦୋଳନକୁ ପୋଲିସ ଦ୍ବାରା ମିଛ କେସ୍ ଲଗାଇ ଦବାଇ ଦେବାର ଚକ୍ରାନ୍ତ- ଗଣତନ୍ତ୍ର ଓ ସମ୍ବିଧାନର ହତ୍ୟା
ଭୁବନେଶ୍ବର, (ରାଜ୍ୟ କାହାଣୀ)ନବନିର୍ମାଣ କୃଷକ ସଂଗଠନର ନେତୃତ୍ବମାନଙ୍କ ଉପରେ ମିଛ ମନଗଢ଼ା ମାମଲା ଦାୟର କରି ଗଣତାନ୍ତ୍ରିକ ଆନ୍ଦୋଳନକୁ ପୁଲିସ ସହାୟତାରେ ଦବାଇ ଦେବାର ହୀନ ଚକ୍ରାନ୍ତ, କେବଳ ଡବଲ ଇଂଜିନ୍ ବିଜେପି ସରକାରଙ୍କ ଦ୍ବାରା ଗଣତନ୍ତ୍ର ଓ ସମ୍ବିଧାନର ହତ୍ୟା କହିଲେ ଅତ୍ୟୁକ୍ତି!-->…