ନେପାଳରେ ତିନି ଜଣ ଓଡ଼ିଆ ଭିତରେ ବାରିପଦାର ଝିଅ କୁଳସୁମ୍ ନିଗାର ମଧ୍ୟ ନିଖୋଜ

ଭୁବନେଶ୍ୱର (ରାଜ୍ୟ କାହାଣୀ )ନେପାଳରେ ତିନି ଜଣ ଓଡ଼ିଆ ନିଖୋଜ ହୋଇଥିବା ଖବରକୁ ନେଇ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଚିନ୍ତା ବଢିଛି। ନିଖୋଜ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ମୟୂରଭଞ୍ଜର ବାରିପଦା ଅଞ୍ଚଳର ବୋଲି ଜଣାପଡ଼ିଛି। ରିପଦାର ଝିଅ…

ନେପାଳରେ ମହାପ୍ରଳୟ ; ୨୮୮ ଭାରତୀୟ ନାଗରିକ ନିଖୋଜ

ହଠାତ୍ ଆସିଲା ଆଉ ଆଖି ପିଛୁଳାକେ ସବୁ କିଛି ଶେଷ ହୋଇଗଲା। କିଏ କିଛି ବୁଝିବା ଆଗରୁ ପ୍ରକୃତିର କରାଳ ରୂପରେ ସବୁ କିଛି ହଜି ଯାଇଥିଲା। ନେପାଳରେ ଜଳ ପ୍ରଳୟରେ ଦୃଶ୍ୟ ଖୁବ୍ ହୃଦୟବିଦାରକ। ତେବେ ଭାରତ ବିଦେଶ ମନ୍ତ୍ରାଳୟ (ଏମଇଏ) ଗୁରୁବାର କହିଛନ୍ତି ଯେ ଦୁଇ ଦେଶଙ୍କ ହିମାଳୟ ସୀମାବର୍ତ୍ତି…

IPS ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟ ସରକାର

IPS ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। ୨୦୧୩ ବ୍ୟାଚର ଆଇପିଏସ୍ ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କରିବା ସହ ରାଜ୍ୟ ସରକାର ଇସ୍ତଫାପତ୍ର ଗୃହ ମନ୍ତ୍ରଣାଳୟକୁ ପଠାଇଛନ୍ତି।। ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ୨୦୧୩ ବ୍ୟାଚ୍‌ ଆଇପିଏସ ଅଧିକାରୀ ତଥା ଭୁବନେଶ୍ୱର ଡିସିପି ଜଗମୋହନ ମୀନା…

ପୂର୍ବତନ DGP ଓ୍ବାଇ.ବି. ଖୁରାନିଆଙ୍କୁ ଅଦାଲତ ଅବମାନନା ମାମଲାରେ କାରଣ ଦର୍ଶାଅ ନୋଟିସ୍

ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ ବିରୋଧରେ ଚାଲିବ ଅଦାଲତ ଅବମାନନା ମାମଲା । କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ବାରମ୍ବାର ସୁଯୋଗ ସତ୍ତ୍ୱେ କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ନହେବା ଏବଂ ମାମଲାରେ ବିଭ୍ରାନ୍ତିମୂଳକ ସତ୍ୟପାଠ ଦାଖଲ ଅଭିଯୋଗକୁ ଗୁରୁତ୍ୱର ସହ ନେଇଛନ୍ତି…

ବନ୍ଦ ହେଲା ହୀରାକୁଦର ଆଉ ୪ ଗେଟ; ୧୨ ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଜାରି

ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇଛି । ଫଳରେ ଆଜି ପୁଣି ୪ଟି ସ୍ଲୁଇସ ଗେଟକୁ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମ ପାର୍ଶ୍ୱର ୮ ଓ ଦକ୍ଷିଣ ପାର୍ଶର ୪ଟି ମିଶି ମୋଟ ୧୨ଟି ଗେଟ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ…

ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟ ମୃତ

ଉତ୍ତର ପ୍ରଦେଶର କାନପୁରରେ ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି। ଗଙ୍ଗା ବ୍ୟାରେଜ ନିକଟରେ ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।ଏହି ଦୁର୍ଘଟଣାରେ ଜଣେ ପାଇଲଟ ଓ କୋ-ପାଇଲଟଙ୍କ ମୃତ୍ୟୁ ହୋଇଛି । କାନପୁରସ୍ଥିତ ଗଙ୍ଗା ବ୍ୟାରେଜ୍ ନିକଟବର୍ତ୍ତୀ ନତ୍ ଥୁ ପୁରୱା ଗାଁ ନିକଟରେ ଏହି…

ପିଲାଙ୍କ ପାଇଁ ରାତିରେ ସୋସିଆଲ୍ ମିଡିଆ ବନ୍ଦ! ଫେସ୍‌ବୁକ୍-ଇନ୍‌ଷ୍ଟାଗ୍ରାମକୁ କୋର୍ଟର କଡ଼ା ନିର୍ଦ୍ଦେଶ

ଶିଶୁ ଓ କିଶୋରମାନଙ୍କୁ ସୋସିଆଲ ମିଡିଆ ନିଶାରେ ପକାଉଥିବା ଅଭିଯୋଗରେ ଛନ୍ଦି ହୋଇଥିବା ଫେସବୁକ-ଇନଷ୍ଟାଗ୍ରାମର ମାଲିକାନା ସଂସ୍ଥା ‘Meta’ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଆମେରିକାର ଶିଶୁ ଏବଂ କିଶୋରମାନଙ୍କ ସୁରକ୍ଷା ସହିତ ଜଡିତ ଏକ ବଡ଼ ମାମଲା ସମାପ୍ତ କରିବା ପାଇଁ ଏକ ସମାଧାନରେ…

ସବୁ ରେକର୍ଡ ଭାଙ୍ଗିଲା ସୁନାଦର! ଅହେତୁକ ଭାବେ ବୃଦ୍ଧି ପାଇଛି ସୁନା ଦାମ୍

ସବୁ ରେକର୍ଡ ଭାଙ୍ଗିଲା ସୁନାଦର!୨ ଲକ୍ଷ ମୁହାଁ ୨୪ କ୍ୟାରେଟ୍ ସୁନାଦର। ଦେଢ଼ ଲକ୍ଷ ବି ଟପି ସାରିଛି ୨୨ କ୍ୟାରେଟ୍ ଗୋଲ୍ଡ। ଲଗାତର ହ୍ରାସ ଓ ବୃଦ୍ଧି ଭିତରେ ପୁଣି ଥରେ ଲଙ୍ଗଜମ୍ପ ମାରିଛି ସୁନାଦର। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୬୨,୯୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ…

ଖୋଲିବ ଜାହାଜ ବୁଡ଼ି ଗୁମର, ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ ସଦସ୍ୟ ଆସିବେ ପାରାଦୀପ

ଭୁବନେଶ୍ୱର (ରାଜ୍ୟ କାହାଣୀ )ମଝି ସମୁଦ୍ରରେ ଜାହାଜ ସହିତ ଘଟିଲା କଣ? କାହିଁକି ବୁଡ଼ିଗଲା MV Ocean Winner? ଖୋଲିବ ଜାହାଜ ବୁଡ଼ି ଗୁମର। ବଙ୍ଗୋପସାଗରରେ MV Ocean Winner ବୁଡ଼ିବା ଘଟଣାରେ ଆସିଛି ବଡ଼ ଖବର। ଜାହାଜରୁ ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ ସଦସ୍ୟଙ୍କୁ ପାରାଦୀପ ଆସୁଛନ୍ତି ।…

ସିଂହବାହିନୀରେ ନାଟକ ପରିବେଷଣ ବେଳେ ଅଘଟଣ। ମଞ୍ଚରେ ପଡ଼ି ଅଭିନେତା ପୀୟୁଷ ତ୍ରିପାଠୀ ଆହତ

ଭୁବନେଶ୍ଵର (ରାଜ୍ୟ କାହାଣୀ) ଯାତ୍ରା ଚାଲିଥିବା ବେଳେ ଘଟିଛି ଅଘଟଣ। ମଞ୍ଚରେ ନାଟକ ପରିବେଷଣ କରୁଥିବା ସମୟରେ ଆହତ ହୋଇଛନ୍ତି ଯାତ୍ରା ଅଭିନେତା ପିୟୁଷ ତ୍ରୀପାଠୀ। ମଞ୍ଚ ଉପରେ ପଡ଼ିଯିବାରୁ ତାଙ୍କୁ ଆଘାତ ଲାଗିଛି।ସୂଚନା ଅନୁସାରେ, ବୁଧବାର ଦେବଗଡ଼ ଜିଲ୍ଲା ବାସୁପାଲି ଗାଁରେ ‘ସିଂହବାହିନୀ…