ପୁଣି ବଦଳିବ ଶାମୁକା ବିଚ୍ ପ୍ରକଳ୍ପ ମାଷ୍ଟରପ୍ଲାନ୍
ପୁରୀର ଶାମୁକା ବିଚ୍ ପ୍ରକଳ୍ପର ମାଷ୍ଟର ପ୍ଲାନ ଏବେ ପୁଣି ଥରେ ବଦଳିବ। ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ପାଇଁ ଶାମୁକା ପ୍ରକଳ୍ପର ନୂଆ ଡିଜାଇନ ପ୍ରସ୍ତୁତ କରାଯିବ।ଏଥିପାଇଁ ପର୍ଯ୍ୟଟନ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ପୁରୀ ଜିଲା ଶିପସରୁବାଲିସ୍ଥିତ ସମୁଦ୍ର ବେଳାଭୂମିରେ ଶାମୁକା!-->…