ଏଥର ରିପିଟ୍ ହେବନି ଦଳାଚକଟା; ଦଇତାପତି ନିଯୋଗ ସହ ଆଇନ ମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ଆଲୋଚନା

ଭୁବନେଶ୍ୱର (ରାଜ୍ୟକାହାଣୀ )ରଥଯାତ୍ରା ପ୍ରସ୍ତୁତି ବୈଠକ ଶେଷ । ପୂର୍ବ ବର୍ଷର ଦଳଚକଟା ଘଟଣା ରିପିଟ୍ ନହେବାକୁ ମିଟିଂରେ ଗୁରୁତ୍ବ । ଏହାସହ ଭିଡ଼ ନିୟନ୍ତ୍ରଣ, ଗୁଣ୍ଡିଚାରେ ରଥ ଲାଗିବା ପରେ କେଉଁଠି ରହିବ ଚାରମାଳ, ଦର୍ଶନ ପାଇଁ ଭକ୍ତ କେଉଁପଟେ ଯିବେ ଓ କେଉଁଆଡ଼େ ବାହାରିବେ, କେତେ ସମୟ

ଆଉ ଖୋଲିବନି ନୂଆ ଘରୋଇ ନର୍ସିଂ କଲେଜ

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟରେ ବଢିଚାଲିଛି ଘରୋଇ ନର୍ସିଂ କଲେଜ ସଂଖ୍ୟା । ଏହା ଉପରେ ସରକାର ଅଂକୁଶ ଲଗାଇବାକୁ ଯାଉଛନ୍ତି । ଏଣିକି ଆଉ ନୂଆ ନର୍ସିଂ କଲେଜ ପ୍ରତିଷ୍ଠା କରିବାକୁ ଅନୁମତି ମିଳିବ ନାହିଁ । ଘରୋଇ ଏଏନ୍‌ଏମ୍, ଜିଏନ୍ଏମ୍, ବିଏସ୍‌ସି ନର୍ସିଂ କିମ୍ବା ନର୍ସିଂ ଅନୁଷ୍ଠାନ

ଓଡ଼ିଶାରେ SIR, ୨୫ ସୁଦ୍ଧା ହେଲ୍ପ ଡେସ୍କ ସ୍ଥାପନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର (ରାଜ୍ୟକାହାଣୀ )ଚଳିତ ମାସ ୩୦ରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି SIR |ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ ହେଲ୍ପଡେସ୍କ ଖୋଲିବ । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ସମସ୍ତ ଜିଲ୍ଲାପାଳ ଓ DEOଙ୍କୁ ଏନେଇ ପତ୍ର

୧୦ ରାଜ୍ୟରେ ୨୪ଟି ରାଜ୍ୟସଭା ଆସନରେ ନିର୍ବାଚନ ତାରିଖ ଘୋଷଣା

୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ କମିଶନ ଶୁକ୍ରବାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ କମିଶନ କହିଛନ୍ତି ଯେ ୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ୨୦୨୬ ଜୁନ୍ ୧୮ ତାରିଖରେ ଅନୁଷ୍ଠିତ ହେବ। ୮ ଜୁନ୍ ପର୍ଯ୍ୟନ୍ତ

କାହିଁକି SBI ବ୍ୟାଙ୍କଗୁଡ଼ିକ ଛଅ ଦିନ ପାଇଁ ବନ୍ଦ ରହିବ?

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ୨୩ ମେ’ ୨୦୨୬ରୁ ବ୍ୟାଙ୍କ ଶାଖାଗୁଡ଼ିକ ଛଅ ଦିନ ପାଇଁ ବନ୍ଦ ରହିବ ଏବଂ ଏହି ବନ୍ଦ ଦେଶବ୍ୟାପୀ ହୋଇପାରେ। ତେବେ ବ୍ୟାଙ୍କ ବନ୍ଦ ରହିଲେ ବି ଅନଲାଇନ କାମ ଜାରି ରହିବ। ଯାହା ମାଧ୍ୟମରେ ଆପଣ ନେଟ ବ୍ୟାଙ୍କିଙ୍ଗ, ମୋବାଇଲ ବ୍ୟାଙ୍କିଙ୍ଗ ଏବଂ ଅନ୍ୟ ସେବା

ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ଆସନ୍ତା ୨୫ ତାରିଖରୁ ଆରମ୍ଭ

ଭୁବନେଶ୍ୱର (ରାଜ୍ୟକାହାଣୀ )ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେଉଛି । ହାଇକୋର୍ଟଙ୍କ ଏହି ଗ୍ରୀଷ୍ମ ଛୁଟି ସମୟରେ ୮ ଦିନ ଅବକାଶକାଳୀନ ଅଦାଲତ ଚାଲିବ । ପୂର୍ବ ନିଷ୍ପତ୍ତି ଅନୁସାରେ ଅବକାଶକାଳୀନ ସମସ୍ତ ଅଦାଲତ ଭର୍ଚୁଆଲ୍ ମୋଡରେ କାର୍ଯ୍ୟ କରିବ । ସକାଳ

ଭାରତକୁ ଅସୀମିତ ତେଲ ଦେବାକୁ ପ୍ରସ୍ତୁତ ଆମେରିକା’: ମାର୍କୋ ରୁବିଓ

ମଧ୍ୟପ୍ରାଚ୍ୟ ଯୁଦ୍ଧ, ହର୍ମୁଜ କଟକଣା ଓ ତୈଳ ସଙ୍କଟ ଭିତରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ । ଏହି ଗସ୍ତ ପୂର୍ବରୁ ବଡ଼ ବୟାନ ଦେଇଛନ୍ତି ରୁବିଓ । କହିଛନ୍ତି, ଭାରତ ଯେତେ ଇନ୍ଧନ କିଣିବାକୁ ଚାହୁଁଛି ତାହା ଦେବାକୁ ଆମେରିକା ପ୍ରସ୍ତୁତ ଅଛି ।ମିଆମୀଠାରେ

ସୌମ୍ୟ ହତ୍ୟା ମାମଲା, ୪ ଜଣଙ୍କୁ ଭୁଲରେ ଗିରଫଦାରି ଅଭିଯୋଗ

ରାଜ୍ୟ କାହାଣୀ (ଭୁବନେଶ୍ଵର)ବାଲିଅନ୍ତା ବର୍ବରକାଣ୍ଡ କାଣ୍ଡ ଘଟଣା । ସୋମ୍ୟ ହତ୍ୟା ମାମଲାରେ ତରବରିଆ ଭାବେ ଭୁଲ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ହୋଇଛି ।  ଏ ନେଇ ଗିରଫ ୪ ଜଣଙ୍କ ପରିବାର କ୍ରାଇମବ୍ରାଞ୍ଚ ରେ ଦ୍ବାରସ୍ଥ ହୋଇଛି । ଘଟଣା ବେଳର ସିସିଟିଭି ଫୁଟେଜ୍‌କୁ ଦେଖାଇ ୪ଜଣ

ଆଜି ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ।୫ଦିନ ଲାଗି ହିଟ ୱେଭ ଜାରି

ରାଜ୍ୟ କାହାଣୀ ( ଭୁବନେଶ୍ଵର)ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ଗରମ ଗୁଳୁଗୁଳିରେ ଜନ ଜୀବନ ଅସ୍ତବ୍ୟସ୍ତ । ୫ଦିନ ଲାଗି ହିଟ ୱେଭ ଜାରି କରିଛି ପାଣିପାଗ ବିଭାଗ । ଏବେ ଗ୍ରୀଷ୍ମ ପ୍ରବାହ ସହିତ ରାତିରେ ଗରମ ଓ ଗୁଳୁଗୁଳି ଲାଗି ରହିବ  । ବଲାଙ୍ଗୀର, ସମ୍ବଲପୁର, ନୟାଗଡ଼ ଓ ଝରସୁଗୁଡା

ବିଶ୍ୱ ବିଦ୍ୟାଳୟରେ ବେଆଇନ ନିଯୁକ୍ତି ନେଇ ତାଗିଦ

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ପାଠପଢ଼ା କାର୍ଯ୍ୟକୁ ବାଧାମୁକ୍ତ ଏବଂ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ପୂର୍ବରୁ କାର୍ଯ୍ୟରତ ଥିବା ଅତିଥି ଅଧ୍ୟାପକମାନଙ୍କୁ ପୁନଃନିଯୁକ୍ତି ଦେବା