କମିଶନରେଟ୍ ପୁଲିସର ‘ଉଇ କେୟାର ସାଥୀ ଆପ୍’ ଲଞ୍ଚ୍, ଗୋଟିଏ ବଟନ୍ ଦବେଇଲେ ପହଞ୍ଚିବ ପୁଲିସ
ଭୁବନେଶ୍ୱର (ରାଜ୍ୟକାହାଣୀ )ବାଲିଅନ୍ତା ବର୍ବରତା ପରେ ଶେଷରେ ଚେତିଛି କମିଶନରେଟ୍ ପୋଲିସ । ଟ୍ଵିନ୍ ସିଟିରେ ନାରୀ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ଆସିଛି ନୂଆ ମୋବାଇଲ୍ ଆପ୍ 'ଉଇ କେୟାର ସାଥୀ' (We Care Sathi) । ଏହାସହ ଅପରାଧୀ ଓ ସନ୍ଦିଗ୍ଧଙ୍କ ଉପରେ ନଜର ରଖିବାକୁ 'ସରାଇ'!-->…