ମେ’ ୧ରୁ କାର୍ଯ୍ୟକାରୀ ହେବ ଏହିସବୁ ନିୟମ
ଆସିଲା ବଡ଼ ଅପଡେଟ୍। ମେ' ୧ରୁ କାର୍ଯ୍ୟକାରୀ ହେବ ଏହି ୮ ନିୟମ।ବର୍ଷରେ ୧୦ ଲକ୍ଷରୁ ଅଧିକ ନଗଦ ଜମା କରୁଥିବା କିମ୍ବା ଉଠାଉଥିବା ବ୍ୟକ୍ତିବିଶେଷଙ୍କ ପାଇଁ PAN ପ୍ରଦାନ କରିବା ବାଧ୍ୟତାମୂଳକ ହେବ। ପୂର୍ବରୁ, ଏହି ସୀମା ପ୍ରତିଦିନ ତଦାରଖ କରାଯାଉଥିଲା, କିନ୍ତୁ ଏବେ ବାର୍ଷିକ ଟ୍ରାକିଂ!-->…