ଭୋଟ ଦେଉଛି ବେଙ୍ଗଲ, ସକାଳ ୭ରୁ ଆରମ୍ଭ ହୋଇଛି ଭୋଟିଂ
ପଶ୍ଚିମବଙ୍ଗ ବିଧାନସଭାର ୧୪୨ ଆସନ ପାଇଁ ଆଜି ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ୯୩ପ୍ରତିଶତରୁ ଅଧିକ ରେକର୍ଡ ମତଦାନ ହୋଇଥିଲା । ଆଜି ମଧ୍ୟ ସେହି ସମାନ ଉତ୍ସାହ ଭୋଟରଙ୍କ ମଧ୍ୟରେ ଦେଖାଯାଉଛି । ପ୍ରାୟ ୩କୋଟି ୨୧ ଲକ୍ଷ ଭୋଟର ୧୪୪୮ ଜଣ ପ୍ରାର୍ଥୀଙ୍କ!-->…