ସାରା ଦେଶରେ ଆସନ୍ତାକାଲି ବନ୍ଦ ରହିବ ମେଡିସିନ୍ ଦୋକାନ
ଆସନ୍ତାକାଲି ଅର୍ଥାତ୍ ବୁଧବାର, ୨୦ ମଇରେ ବନ୍ଦ ରହିବ ସମଗ୍ର ମେଡିସିନ ଦୋକାନ।ସଂଗଠନ କହିଛି ଯେ ଏହି ପ୍ରତିବାଦର ଲକ୍ଷ୍ୟ ନିୟାମକ ତୃଟିଗୁଡ଼ିକ ପ୍ରତି ଦୃଷ୍ଟି ଆକର୍ଷଣ କରିବା ଯାହା ଇ-ଫାର୍ମାସି ଏବଂ ତୁରନ୍ତ ଔଷଧ ବିତରଣ ପ୍ଲାଟଫର୍ମଗୁଡ଼ିକୁ ପର୍ଯ୍ୟାପ୍ତ ତଦାରଖ ବିନା କାର୍ଯ୍ୟ!-->…