ମୌସୁମୀ ଓଡ଼ିଶାକୁ ଜୁନ୍ ୧୦ ରୁ ୧୨ ତାରିଖ ସୁଦ୍ଧା ଆସିପାରେ

ଭୁବନେଶ୍ୱର (ରାଜ୍ୟକାହାଣୀ )ପଶ୍ଚିମ ଓଡ଼ିଶା ତାତିର ଜ୍ବାଳାରେ ଜଳୁଥିବା ବେଳେ ଉପକୂଳରେ ତାପମାତ୍ରା କମିଛି ସିନା, ଗୁଳୁଗୁଳି ପ୍ରଭାବରେ ଲୋକେ କଲବଲ ହେଉଛନ୍ତି। ଝାରସୁଗୁଡ଼ା ପୁଣି ଥରେ ରାଜ୍ୟର ଉତ୍ତପ୍ତ ସହର ପାଲଟିଥିବା ବେଳେ ଏଠାରେ ଦିନ ତାପମାତ୍ରା ୪୫.୨ ଡିଗ୍ରି ରେକର୍ଡ ହୋଇଛି। ଆଜି…

୯ ବର୍ଷର ନାବାଳକକୁ ଝୁଣି ଦେଲେ କୁକୁର

ରାଜ୍ୟ କାହାଣୀ ( ଭୁବନେଶ୍ଵର)ନାବାଳକକୁ ଝୁଣିଦେଲେ କୁକୁର ପଲ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁରରେ ଏପରି ଅଭାବନୀୟ ଘଟଣା ଘଟିଛି ।୯ ବର୍ଷର ନାବାଳକ ଆରିଷ କୁମାରଙ୍କୁ କାମୁଡ଼ି ଗୁରୁତର କଲେ ବୁଲା କୁକୁର। ସୂଚନା ମୁତାବକ, ପାଟପୁର ଗାନ୍ଧୀ ଛକ ଠାରୁ ଅଳ୍ପ ଦୂରରେ କୁକୁର ଛୁଆ…

୭୯ ଜଣ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍। ନୋଟିସ୍ ଜାରି କଲା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ

ରାଜ୍ୟ କାହାଣୀ (ଭୁବନେଶ୍ଵର)ଶିକ୍ଷକ ବଦଳିରେ ଅବହେଳା ପଡ଼ିଲା ମହଙ୍ଗା। ୭୯ ବିଇଓଙ୍କୁ କାରଣ ଦର୍ଶାଅ ନୋଟିସ। ରାଜ୍ୟରେ ପ୍ରାଥମିକ ଶିକ୍ଷକ ବଦଳି ପ୍ରକ୍ରିୟାକୁ ନେଇ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅନଲାଇନ୍ ବଦଳି ଆବେଦନଗୁଡ଼ିକୁ ଜିଲ୍ଲା…

ପୋଲିସ୍ SI ସ୍କାମ୍, ୧୭ ଜଣଙ୍କ ଜାମିନ ଖାରଜ

ରାଜ୍ୟ କାହାଣୀ(ଭୁବନେଶ୍ଵର)କମ୍ବାଇନ ପୋଲିସ ସର୍ଭିସ ପରୀକ୍ଷା ୨୦୨୪ କେଳେଙ୍କାରୀ ମାମଲା । ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି ସମେତ, ୧୭ ଜଣଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ।ମାନ୍ୟବର ବିଚାରପତି ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି…

ତୃତୀୟ ଥର ପାଇଁ ବଢ଼ିଲା ପେଟ୍ରୋଲ-ଡିଜେଲ ଦର

ମେ ୨୩ ତାରିଖରୁ ନୂତନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲାଗୁ ହୋଇଛି। ପେଟ୍ରୋଲ ମୂଲ୍ୟ ୯୧ ପଇସା ଏବଂ ଡିଜେଲ ୮୬ ପଇସା ବୃଦ୍ଧି ପାଇଛି।ଗତ ୧୦ ଦିନ ମଧ୍ୟରେ ତୃତୀୟ ଥର ପାଇଁ ପେଟ୍ରୋଲ-ଡିଜେଲ ଦର ବଢ଼ିଛି।ଇନ୍ଧନ ମୂଲ୍ୟରେ ଏହି ସଦ୍ୟତମ ବୃଦ୍ଧି ବିଶ୍ୱ ଭୂରାଜନୈତିକ ଅସ୍ଥିରତା ସହିତ ଜଡିତ ଥିବା…

ଭାରତର ଦ୍ୱିତୀୟ ହସ୍ପିଟାଲ୍ ଭାବେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ଅତ୍ୟାଧୁନିକ ଡିଜିସ୍କାନର ସ୍ଥାପନ

ଭୁବନେଶ୍ୱର, ରାଜ୍ୟ କାହାଣୀ: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ ଅନ୍ତର୍ଗତ ପାଥୋଲୋଜି ବିଭାଗରେ ଅତ୍ୟାଧୁନିକ ଫିଲିପ୍ସ ପାଥୋଲୋଜି ସ୍କାନର ଏସ୍‌ଜି ୩୦୦ ଶୁକ୍ରବାର ସ୍ଥାପନ କରାଯାଇଥିବା ବେଳେ ଏହା ଜଟିଳ ଏବଂ…

କଟକରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଗାଡ଼ି ଉପରକୁ ବୋତଲ ମାଡ଼

ବିଧାୟକଙ୍କ ଗାଡ଼ି ଉପରରୁ ଆକ୍ରମଣ। କଟକ ତିଗିରିଆର ପଞ୍ଚାୟତ ସମିତି ବୈଠକ ରେ ଯୋଗ ଦେବାକୁ ଯାଉଥିବା ବେଳେ ତିଗିରିଆ ବ୍ଲକ ଛକରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଗାଡି ଉପରକୁ ଆକ୍ରମଣ। କିଛି ଦୁର୍ବୃତ୍ତ ହାତରେ ଠେଙ୍ଗା ଧରି ଗୋଡ଼ାଇବା ସହ ବୋତଲ ମାଡ କରିଛନ୍ତି।ଏହି ଘଟଣାକୁ ନେଇ…

ହିଟ୍ ୱେଭ୍ ସତର୍କତା : ପ୍ରତି ମେଡିକାଲରେ ORS କର୍ନର ବ୍ୟବସ୍ଥା

ଭୁବନେଶ୍ୱର (ରାଜ୍ୟକାହାଣୀ )ଓଡ଼ିଶାରେ ଚଳିତ ବର୍ଷ ସବୁ ରେକର୍ଡ ଭାଙ୍ଗିଛି ଗ୍ରୀଷ୍ମ ଋତୁର ପ୍ରକୋପ । ଆକାଶରୁ ଯେମିତି ନିଆଁ ବର୍ଷୁଛି, ଆଉ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏଭଳି ସ୍ଥିତିରେ ହିଟ୍ ୱେଭ୍‌କୁ ନଜରରେ ରଖି ଜନ ସ୍ବାସ୍ଥ୍ୟ…

ବିପଦରେ ପ୍ରଧାନମନ୍ତ୍ରୀଙ୍କୁ ଝାଲମୁଡ଼ି ଖୁଆଇଥିବା ଦୋକାନୀ! ଜୀବନରୁ ମାରିଦେବାକୁ ମିଳିଲା ଧମକ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଝାଲମୁଢୀ ଦେଇଥିବା ବ୍ୟକ୍ତିଙ୍କୁ ଏବେ ପାକିସ୍ତାନ ଏବଂ ବାଂଲାଦେଶରୁ ଜୀବନରୁ ମାରିଦେବାକୁ ଧମକ ମିଳିଛି। ରାତାରାତି ପ୍ରସିଦ୍ଧି ପାଇଥିବା ଏହି ଦୋକାନୀ ଏବଂ ତାଙ୍କ ପରିବାର ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି।ଏହି ଘଟଣା…

ଯଦି କୌଣସି ପିଲାଙ୍କ ବାପା-ମାଆ ଉଚ୍ଚ ପଦସ୍ଥ ଅଧିକାରୀ ଅଛନ୍ତି ତାହେଲେ ତାଙ୍କ ପିଲାଙ୍କୁ କାହିଁକି ମିଳିବ ସଂରକ୍ଷଣ :…

ଯଦି କୌଣସି ପିଲାଙ୍କ ବାପା-ମାଆ ଉଚ୍ଚ ପଦସ୍ଥ ଅଧିକାରୀ ଅଛନ୍ତି ତାହେଲେ ତାଙ୍କ ପିଲାଙ୍କୁ କାହିଁକି ମିଳିବ ସଂରକ୍ଷଣ ? ଓବିସି ସଂରକ୍ଷଣର ‘କ୍ରିମି ଲେୟାର’ ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ।ସାମାଜିକ ଗତିଶୀଳତା ଶିକ୍ଷାଗତ ଏବଂ ଆର୍ଥିକ…