IIT ବାବା ଅଭିଷେକ ମିଶ୍ରା ଯୌନ ଶୋଷଣ ଅଭିଯୋଗରେ ଗିରଫ
ଅଭିଷେକ ମିଶ୍ର ନାମକ ଜଣେ ନକଲି ଧର୍ମଗୁରୁଙ୍କୁ ପୋଲିସ ଗିରଫ କରିଛି। ଏହି ଆଇଆଇଟି ସ୍ନାତକ ଅଭିଷେକ ଭିଡିଓ ମାଧ୍ୟମରେ ଝିଅମାନଙ୍କୁ ଟାର୍ଗେଟ କରୁଥିଲେ। ଯୌନ ଶୋଷଣ କରିବା, ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ବ୍ଲାକମେଲ୍ କରିବା ଏବଂ ଦାଦାବଟି ଆଦାୟର ମାମଲା ମଧ୍ୟ ରୁଜୁ କରାଯାଇଛି।!-->…