ରାସ୍ତାକଡ଼ରେ କୁଢ଼ କୁଢ଼ ଅଳିଆ ଓ ମଦ ବୋତଲ ଦେଖି ରାଗିଗଲେ ମେୟର ସୁଲୋଚନା ଦାସ
ଭୁବନେଶ୍ୱର (ରାଜ୍ୟକାହାଣୀ )ରାଗିଗଲେ ମେୟର । ରାସ୍ତାକଡ଼ରେ କୁଢ଼ କୁଢ଼ ଅଳିଆ ଓ ମଦ ବୋତଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ। ରାଗିବା ସହ ବିଏମ୍ସି କର୍ମଚାରୀଙ୍କ ତାଗିଦ ମଧ୍ୟ କରିଛନ୍ତି । ରୂପାଲି ଛକ ନିକଟରେ ଆଜି ସକାଳୁ ସକାଳୁ ବିଏମସି ପକ୍ଷରୁ ଗଣ ସଫେଇ କାର୍ଯକ୍ରମ!-->…