ମାସକରେ ରାଜ୍ୟର ପ୍ରତିଷ୍ଠାନର ନାଁ ସଂଶୋଧନ: ମନ୍ତ୍ରୀ
ଭୁବନେଶ୍ଵର(ରାଜ୍ୟ କାହାଣୀ )ମାସକ ଭିତରେ ରାଜ୍ୟରେ ପ୍ରତିଷ୍ଠାନର ନାମ ସଂଶୋଧନ କରାଯିବ । ପ୍ରତିଷ୍ଠାନର ନାଁ ସଠିକ ଭାବେ ଲେଖାଯିବ ଏବଂ ଉଚ୍ଚାରଣ ହେବ । ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଯେଉଁଗୁଡିକ କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନ ତାର ନାଁ ପରିବର୍ତ୍ତନ ହେବ ।!-->…