ଓଡ଼ିଶାରୁ ଫେରୁଛି ମୌସୁମୀ, ବଙ୍ଗୋପସାଗରରେ ଆଜି ଲଘୁଚାପ

ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏ ସ୍ପଷ୍ଟ ହୋଇ ନ ଥିବାବେଳେ ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପରିସ୍ଥିତି ଅଧିକ ଅନୁକୂଳ ନ ଥିବାରୁ ଏହା ଲଘୁଚାପ କିମ୍ବା ସୁଦୃଶ ଲଘୁଚାପ କ୍ଷେତ୍ର…

କଟକ ସିଡିଏ ସେକ୍ଟର-୧୦ ରେ ଅଗ୍ନିକାଣ୍ଡ, ପିଏନଜି ଗ୍ୟାସ ଲାଇନ୍ ଲିକ୍ କାରଣରୁ ଲାଗିଲା ନିଆଁ

ଭୁବନେଶ୍ୱର (ରାଜ୍ୟ କାହାଣୀ )କଟକ ସିଡିଏ ସେକ୍ଟର-୧୦ରେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ । ପିଏନ୍‌ଜି ପାଇପ୍‌ରୁ ଗ୍ୟାସ୍ ଲିକ୍ ହେବା ପରେ ଲାଗିଥିଲା ନିଆଁ । ଗୋଟିଏ କି ଦୁଇଟି ନୁହେଁ, ବରଂ ୪ଟି ସ୍ଥାନରେ ପିଏନ୍‌ଜି ପାଇପ୍‌ ମାଧ୍ୟମରେ ଗ୍ୟାସ୍ ଲିକ୍ ହୋଇଥିବା ସୂଚନା ମିଳିଛି । । ତୁରନ୍ତ…

ବ୍ରଜ ମୋହନ ରାମ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ

ଭୁବନେଶ୍ଵର (ରାଜ୍ୟ କାହାଣୀ ) ବ୍ରଜ ମୋହନ ରାମ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ । ଆଜି ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସେ ବର୍ତ୍ତମାନର ରାଜ୍ୟପାଳ ହରିବାବୁ କମ୍ଭମପାଟୀଙ୍କ ସ୍ଥାନ ନେବେ। ତେବେ ସେ କେବେ ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ, ତାହା ପରବର୍ତ୍ତୀ…

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ସ୍ଥାୟୀ ମତ୍ସ୍ୟ ଖାଦ୍ୟ ପ୍ରସ୍ତୁତି ସଂପର୍କିତ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, ରାଜ୍ୟ କାହାଣୀ: କୃଷି ଓ ଶିଳ୍ପଜାତ ବର୍ଜ୍ୟବସ୍ତୁ ତଥା ଉପଜାତ ପଦାର୍ଥର ବିନିଯୋଗ ମାଧ୍ୟମରେ ମତ୍ସ୍ୟ ଖାଦ୍ୟ ପ୍ରସ୍ତୁତି ସଂପର୍କିତ ଗବେଷଣା ଓ ଆଧୁନିକ ଜ୍ଞାନକୁ ନେଇ ପ୍ରସ୍ତୁତ ପୁସ୍ତକ ‘ଫିସ୍ ଫିଡ୍ ଫର୍ମୁଲେସନ୍ ୱିଥ୍ ଆଗ୍ରୋ-ଇଣ୍ଡଷ୍ଟ୍ରିଆଲ୍ ୱେଷ୍ଟସ୍ ଆଣ୍ଡ ବାଏପ୍ରଡକ୍ଟସ୍’କୁ…

ଦୂର୍ଗାପୂଜା ପୂର୍ବରୁ କମିଲା ସୁନା ଦର, ଜାଣନ୍ତୁ ଦାମ୍

ଆଗକୁ ଆସୁଛି ଦଶହରା। ପାର୍ବଣ ଋତୁରେ ସୁନା ଗହଣା କିଣିବାକୁ ଚାହାଁନ୍ତି ପ୍ରତ୍ୟେକ ଭାରତୀୟ। ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ଆଜିର ଦରରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୧,୪୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୮,୭୯୦…

ଆସନ୍ତାକାଲି ଲଘୁଚାପ, ୧୫ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ୱର (ରାଜ୍ୟ କାହାଣୀ )ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି ନଥିବାରୁ ଏହା ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ବାତ୍ୟାର ରୂପ ନେବାର ସମ୍ଭାବନା କମ୍…

ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ରାହୁଲ ପ୍ରମାଣ ଦିଅନ୍ତୁ: ଅନୁରାଗ

ରାହୁଲ ଗାନ୍ଧୀଙ୍କୁ କାଉଣ୍ଟର କଲେ ସାଂସଦ ଅନୁରାଗ ଠାକୁର । ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନକୁ ନେଇ ଟାର୍ଗେଟ କଲେ । ରାହୁଲଙ୍କୁ ହାୱା ହାୱାଇ ନେତା କହି ସମାଲୋଚନା କଲେ । ବାରମ୍ବାର କୋର୍ଟରେ କ୍ଷମା ସତ୍ତ୍ୱେ କିଛି ଶିଖିଲେ ନାହିଁ । ଜରୁରୀ ପରିସ୍ଥିତି ବେଳେ କଂଗ୍ରେସ ଗଣତନ୍ତ୍ରକୁ ହତ୍ୟା…

୪୦ଟି ଭାଷାରେ ରିଲିଜ ହେବ ରଣବୀର କପୁରଙ୍କ ‘ରାମାୟଣ’ !

ନବରାତ୍ରୀ ଆରମ୍ଭରୁ ଫିଲ୍ମ ପ୍ରେମୀଙ୍କ ପାଇଁ ଖୁସି ଖବର । ନଭେମ୍ବର ୫ରେ ରିଲିଜ୍ ହେବ ବିଶାଳ ପୌରାଣିକ ଚଳଚ୍ଚିତ୍ର ରାମାୟଣ-୧ା ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଅପକମିଂ ମଚ୍ ଆବେଟେଡ୍ ଏହି ଫିଲ୍ମର ଟିକେଟ୍ ବୁକିଂ ଦଶହରାରୁ ଆରମ୍ଭ ହୋଇଯିବ । ଭାରତର ଅନ୍ୟତମ ସର୍ବାଧିକ ଶ୍ରଦ୍ଧେୟ…

ଅର୍ଥନୀତିରେ ୨୦୨୬ ପାଇଁ ନୋବେଲ୍, ରବର୍ଟ ହଲ୍ ଓ ମାଇକେଲ୍ ଉଡଫୋର୍ଡଙ୍କ ନାଁ ଘୋଷଣା

ଅର୍ଥନୀତିରେ ୨୦୨୬ ନୋବେଲ୍ ପାଇଁ ରବର୍ଟ ହଲ୍ ଓ ମାଇକେଲ୍ ଉଡଫୋର୍ଡଙ୍କ ନାଁ ଘୋଷଣା । ଅର୍ଥନୀତି କ୍ଷେତ୍ରରେ ୨୦୨୬ ବର୍ଷ ପାଇଁ ନୋବେଲ୍ ସ୍ମାରକୀ ପୁରସ୍କାର ଘୋଷଣା କରାଯାଇଥିବା ସୂଚନା ମିଳିଛି । ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ୍ ଏବଂ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିତ ଭାବେ ଏହି…

ହକି ଓଡ଼ିଶାକୁ ହକି ଇଣ୍ଡିଆର କାରଣ ଦର୍ଶାଅ ନୋଟିସ୍, ବିଜେପି ସରକାର ଉପରେ ବର୍ଷିଲା ବିଜେଡି

ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶା ହକି ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇ ଶିଖର ଛୁଇଁଥିଲା କିନ୍ତୁ ବର୍ତ୍ତମାନ ଡବଲ ଇଞ୍ଜିନ ସରକାରଙ୍କ ହକି ପ୍ରତି ଉଦାସୀନତା ମନୋଭାବ ଯୋଗୁଁ ପରିଚୟ ହରାଇବାରେ ଲାଗିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ…