ଇତିହାସ ରଚିଲେ ସ୍ମୃତି ମନ୍ଧାନା, ୬୦୦ ଚୌକା ମାରି ସୃଷ୍ଟି କଲେ ରେକର୍ଡ଼
ମହିଳା ଟି-ଟ୍ବେଣ୍ଟି କ୍ରିକେଟରେ ରେକର୍ଡ କରିଛନ୍ତି ସ୍ମୃତି ମନ୍ଧାନା । ସର୍ବାଧିକ ଚୌକା ମାରି ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ପାକିସ୍ତାନର ବାବର ଆଜମକୁ ପଛରେ ପକାଇଛନ୍ତି । ୬୦୦ ଚୌକା ମାରିବାରେ ବିଶ୍ୱ ରେକର୍ଡ କରିଛନ୍ତି ସ୍ମୃତି । ନେଦରଲ୍ୟଣ୍ଡ ବିପକ୍ଷ ଲିଗ୍ ମୁକାବିଲାରେ ସ୍ମୃତି!-->…