ଇଥା ର ଟିଜରରେ ଶ୍ରଦ୍ଧା କପୁରଙ୍କ ନୂଆ ଲୁକ୍, ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ
ଫିଲ୍ମ ‘ଇଥା’ ଜରିଆରେ ବଡ଼ ପରଦାକୁ ଆସିବେ ‘ସ୍ତ୍ରୀ’ ନାୟିକା ଶ୍ରଦ୍ଧା କପୁର । ଫିଲ୍ମଟି କିମ୍ବଦନ୍ତୀ ମରାଠୀ ଲାବଣୀ ନୃତ୍ୟଶିଳ୍ପୀ ବିଠାବାଈ ଭାଉ ମାଙ୍ଗ ନାରାୟଣଗାଓଁକରଙ୍କ ଜୀବନର ନାଟ୍ୟ ରୂପାନ୍ତର । ଶ୍ରଦ୍ଧାଙ୍କ ଇଥା’ ର ଟିଜର ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି, ଯେଉଁଥିରେ!-->…