ପୂର୍ଣ୍ଣିମା ଯୋଗୁଁ ନଦୀଗୁଡ଼ିକରୁ ଜଳ ନିଷ୍କାସନ ସ୍ବାଭାବିକ ହୋଇପାରୁ ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ୱର (ରାଜ୍ୟ କାହାଣୀ )ବନ୍ୟା ବିପଦକୁ ବଢ଼ାଉଛି ପୂର୍ଣ୍ଣିମା । ପୂର୍ଣ୍ଣିମା ଯୋଗୁଁ ସମୁଦ୍ରରେ ଜୁଆର ଆସୁଥିବାରୁ ନଦୀଗୁଡ଼ିକରୁ ଜଳ ନିଷ୍କାସନ ସ୍ବାଭାବିକ ହୋଇପାରୁ ନାହିଁ, ଯାହା ବନ୍ୟା ବିପଦକୁ ଅଧିକ ବଢ଼ାଇ ଦେଇଛି । ଏ ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ!-->…