ଚୀନ୍ର ହ୍ୟୁମାନଏଡ୍ ରୋବଟ୍ ଉପରେ ଆମେରିକାର କଡ଼ା କଟକଣା
ଆମେରିକା ଓ ଚୀନ୍ ମଧ୍ୟରେ ପ୍ରଯୁକ୍ତି ଯୁଦ୍ଧ ଆଉ ଏକ ପଦକ୍ଷେପ ଆଗକୁ ବଢ଼ିଛି । ଜାତୀୟ ସୁରକ୍ଷା ଓ ସାଇବର ବିପଦକୁ ଦୃଷ୍ଟିରେ ରଖି ଆମେରିକା ସରକାର ଚୀନ୍ରେ ନିର୍ମିତ ନୂତନ ହ୍ୟୁମାନଏଡ୍ ରୋବଟ୍, ରୋବଟ୍ ଡଗ୍ ଏବଂ କିଛି ନେଟୱର୍କ-ସଂଯୁକ୍ତ ପାୱାର ଇନଭର୍ଟର ଉପରେ କଡ଼ା କଟକଣା ଲାଗୁ କରିଛି!-->…