୮୦ତମ ସ୍ୱାଧୀନତା ଦିବସ ଅବସରରେ ଗାନ୍ଧୀ ମାର୍ଗରେ ପତ୍ତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ରାଜ୍ୟ କାହାଣୀ )୮୦ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଚା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ…

୧୯ରୁ ପୁଣି ପ୍ରବଳ ବର୍ଷିବ…ଆଉ ଏକ ଲଘୁଚାପ ଆଣିପାରେ ବଡ଼ ବନ୍ୟା

ଭୁବନେଶ୍ୱର (ରାଜ୍ୟ କାହାଣୀ )ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଅବପାତ ଶନିବାର ସୁଦ୍ଧା ଅବପାତଟି ଦୁର୍ବଳ ହୋଇ ପୁଣି ଲଘୁଚାପ କ୍ଷେତ୍ରକୁ ଫେରିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଓଡ଼ିଶାରେ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ…

ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ, ପ୍ରଥମ ଥର ସ୍ବାଧୀନତା ଦିବସରେ ‘ବନ୍ଦେ ମାତରମ୍’…

ଆଜି ୮୦ତମ ସ୍ୱାଧୀନତା ଦିବସ ପାଳନ କରୁଛି ଭାରତ । ସବୁଠି ଆନନ୍ଦ, ଉତ୍ସାହ-ଉଲ୍ଲାସ । ସବୁଠି ଫର ଫର ହୋଇ ଉଡୁଛି ଜାତୀୟ ପତାକା । ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ଥର ସ୍ବାଧୀନତା ଦିବସ ସମାରୋହରେ ବନ୍ଦେ ମାତରମ୍ ଗାନ ହୋଇଛି ।…

ଆଜି ୮୦ତମ ସ୍ବାଧୀନତା ଦିବସ, ପଲ୍ଲୀରୁ ଦିଲ୍ଲୀ ଉତ୍ସବମୁଖର

ଆଜି ସାରା ଦେଶ ପାଳୁଛି ୮୦ତମ ସ୍ବାଧୀନତା ଦିବସ । ସ୍ବାଧୀନତା ଦିବସ ପାଳନ ପାଇଁ ପଲ୍ଲୀରୁ ଦିଲ୍ଲୀ ଉତ୍ସବମୁଖର ହୋଇଉଠିଛି । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ବ୍ରିଟିଶ ଶାସନରୁ ସ୍ବାଧୀନତା ଲାଭ କରିଥିଲା । ଏହି ଐତିହାସିକ ଦିନକୁ ମନେ ପକାଇ ପ୍ରତିବର୍ଷ ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ…

ବରିଷ୍ଠ IPS ବିନୟତୋଷ ମିଶ୍ରଙ୍କୁ ଅନ୍ତରୀଣ DGP ଦାୟିତ୍ୱ

ଭୁବନେଶ୍ଵର (ରାଜ୍ୟ କାହାଣୀ) ବର୍ତ୍ତମାନର ପୋଲିସ DG ୱାଇ.ବି. ଖୁରାନିଆଙ୍କ ଅବସର ପରେ ଓଡ଼ିଶା ପୋଲିସର ଡିଜି (ହେଡ୍ ଅଫ୍ ପୋଲିସ୍ ଫୋର୍ସ) ଦାୟିତ୍ୱ ଅତିରିକ୍ତ ଭାବେ ସମ୍ଭାଳିବେ IPS ବିନୟତୋଷ ମିଶ୍ର ସୂଚନା ମୁତାବକ ୱାଇ.ବି. ଖୁରାନିଆ ୧୬ ଅଗଷ୍ଟ ୨୦୨୬ରେ ଅବସର ଗ୍ରହଣ କରିବେ। ତାଙ୍କ…

ଅଗଷ୍ଟ ୧୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ

ଆସନ୍ତା ସୋମବାର ଅଗଷ୍ଟ ୧୭ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ “ଜନ ଅଭିଯୋଗ ଶୁଣାଣି” ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ କାର୍ଯ୍ୟଥିବାରୁ ଆସନ୍ତା ସୋମବାର’ ଜନ ଅଭିଯୋଗ ଶୁଣାଣି’ ବନ୍ଦ ରହିବ |ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ…

ଅବସର ନେବାର ଦୁଇ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୋଲିସ ଡିଜି ୱାଇ ବି ଖୁରାନିଆ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଅବସର ନେବାର ଦୁଇ ଦିନ ପୂର୍ବରୁ ଓଡ଼ିଶା ପୋଲିସ ଡିଜି ୱାଇ.ବି. ଖୁରାନିଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ସହ ଡିଜିପିଙ୍କ ଏହି ସାକ୍ଷାତ ହୋଇଥିବା ଜଣାପଡ଼ିଛି।ଅଗଷ୍ଟ ୧୬ରେ ସରୁଛି ୱାଇ ବି…

ପୁରୀ ସହର ଉପକଣ୍ଠ ମଙ୍ଗଳା ମୁହାଣ ନିକଟରେ ହେବ ଅତ୍ୟାଧୁନିକ କ୍ରୁଜ ଟର୍ମିନାଲ। ବିଶେଷଜ୍ଞ ଟିମ୍ ପୁରୀ ଆସି ଜମି…

ଭୁବନେଶ୍ୱର (ରାଜ୍ୟ କାହାଣୀ )ଖୁବଶୀଘ୍ର ପୁରୀରେ ଚାଲିବ କ୍ରୁଜ୍ ! ପୁରୀ ସହର ଉପକଣ୍ଠ ମଙ୍ଗଳା ମୁହାଣ ନିକଟରେ ହେବ ଅତ୍ୟାଧୁନିକ କ୍ରୁଜ ଟର୍ମିନାଲ। ଏଠାରୁ ରାଜ୍ୟ ଓ ରାଜ୍ୟ ବାହାରକୁ ଚଳାଚଳ କରିବ ସୌଖୀନ ଜାହାଜ। ପାରାଦୀପ, ବିଶାଖାପାଟଣା, ଦୀଘା, ଆଣ୍ଡାମାନକୁ ଏହି କ୍ରୁଜ ଚଳାଚଳ କରିବ।…

ଭାରତ ଗସ୍ତରେ ଆସିବେ ଇରାନୀ ରାଷ୍ଟ୍ରପତି

ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ ଯୋଗଦେବେ। ଇରାନ ଶୁକ୍ରବାର ପେଜେସ୍କିଆନଙ୍କ ଭାରତ ଗସ୍ତକୁ ନିଶ୍ଚିତ କରିଛି। ଏହି ଶିଖର ସମ୍ମିଳନୀ ଭାରତର ‘ସ୍ଥାୟୀତା,…

ଜନଗଣନାରେ ପଚରାଯିବ ଏମିତି ୪୦ ପ୍ରଶ୍ନ, ବିଜ୍ଞପ୍ତି ଜାରି

କେନ୍ଦ୍ର ସରକାର ୨୦୨୭ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪୦ଟି ପ୍ରଶ୍ନ ଚୂଡ଼ାନ୍ତ କରିଛନ୍ତି। ଏହି ପ୍ରକ୍ରିୟା ସମୟରେ, ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST), ଜାତି ଏବଂ COVID-19 ଟୀକାକରଣ ସ୍ଥିତି ସମ୍ପର୍କରେ ମଧ୍ୟ ଜନସାଧାରଣଙ୍କଠାରୁ ସୂଚନା ସଂଗ୍ରହ କରାଯିବ। ଏହା ୧୯୩୧…