Browsing Category

ଦେଶ ବିଦେଶ

ଜମ୍ମୁ କାଶ୍ମୀରର ବିକାଶ ପାଇଁ ୮୦,୦୦୦ କୋଟିର ପ୍ୟାକେଜ ଘୋଷଣା

କଶ୍ମୀର(ରାଜ୍ୟକାହାଣୀ) : ଜମ୍ମୁ ଓ କଶ୍ମୀର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୮୦,୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି। ଏ ନେଇ ବୁଧବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଏହି ପ୍ୟାକେଜରେ ଜମ୍ମୁ ଓ କଶ୍ମୀରରେ ଶିକ୍ଷା, ପର୍ୟ୍ୟଟନ,

ଆତ୍ମସମର୍ପଣ କଲେ ୬୪୪ ଉଗ୍ରବାଦୀ

ଗୁଆହାଟୀ(ରାଜ୍ୟକାହାଣୀ) : ଆସାମରେ ବ୍ୟାନ୍‌ ହୋଇଥିବା ୮ଟି ସଂଗଠନର ୬୪୪ ଉଗ୍ରବାଦୀ ଗୁରୁବାର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି । ୧୭୭ଟି ଅସ୍ତ୍ରଶସ୍ତ୍ର ସହିତ ସେମାନେ ନିଜକୁ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହି ସଦସ୍ୟମାନେ

ମହାକାଶ ଯିବ ବ୍ୟୋମମିତ୍ର

ବେଙ୍ଗାଲୁରୁ(ରାଜ୍ୟକାହାଣୀ : ଗଗନଯାନରେ ମଣିଷ ଯିବା ପୂର୍ବରୁ ମହାକାଶର ସ୍ଥିତିକୁ ଭଲ ଭାବରେ ବୁଝିବା ଲାଗି ‘ବ୍ୟୋମମିତ୍ର’କୁ ପଠାଯିବ । ଏହି ବ୍ୟୋମିତ୍ରା ହେଉଛି ଏକ ରୋବୋଟ୍‌, ଯାହା ଏକ ମଣିଷ ଆକୃତିର । ଏହାର ନାମ ରଖାଯାଇଛି ‘ବ୍ୟୋମମିତ୍ର’। ଭାରତୀୟ ମହାକାଶ ଗବେଷଣା

ମହିଳା କର୍ମଚାରୀଙ୍କୁ ଧକ୍କା ମାରି କୋଠରୀରୁ ବାହାର କରିଲେ ମଧ୍ୟପ୍ରଦେଶର କ୍ୟାବିନେଟ ମନ୍ତ୍ରୀ

ଭୋପାଳ(ରାଜ୍ୟକାହାଣୀ) : ମଧ୍ୟପ୍ରଦେଶର କଂଗ୍ରେସ ସରକାରରେ ଥିବା ଜଣେ କ୍ୟାବିନେଟ ମନ୍ତ୍ରୀ ତାଙ୍କ ପାଖକୁ ଅଭିଯୋଗ କରିବାକୁ ଆସିଥିବା ଜଣେ ମହିଳା କର୍ମଚାରୀଙ୍କୁ ଧକ୍କାମାରି ବାହାର କରି ଦେଇଥିବା ଘଟଣା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର

ପାକିସ୍ତାନରେ ସିଖ୍‌ ନେତାଙ୍କୁ ଆକ୍ରମଣ : ପରିବାର ସହ ଭିଟାମାଟି ଛାଡ଼ିଲେ

ଇସଲାମାବାଦ(ରାଜ୍ୟକାହାଣୀ) : ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କ ସହିତ କିଭଳି ଅତ୍ୟାଚାର କରାଯାଉଛି ତାହା ସାରା ବିଶ୍ଵ ଜାଣିଛି । ଏଥିରୁ ରାଜନେତା ବି ବାଦ୍‌ ପଡ଼ୁନାହାନ୍ତି । ଏପରି ଏକ ଘଟଣା ପୁଣି ସାମ୍ନାକୁ ଆସିଛି । ଜଣେ ସିଖ୍‌ ନେତାଙ୍କୁ ଆକ୍ରମଣ କରାଯିବା ପରେ ବାରମ୍ବାର ହତ୍ୟା ଧମକ

ମଣିପୁରରେ ଆଇଇଡି ବିସ୍ଫୋରଣ : ଆତଙ୍କବାଦୀଙ୍କ ହାତ ସନ୍ଦେହ

ଇମ୍ଫାଲ(ରାଜ୍ୟକାହାଣୀ): ମଣିପୁରର ରାଜଧାନୀ ଇମ୍ଫାଲର ପଶ୍ଚିମାଞ୍ଚଳରେ ଗୁରୁବାର ସକାଳେ ଏକ ଆଇଇଡି ବିସ୍ଫୋରଣ ଘଟିଛି। ଇମ୍ଫାଲର ନାଗମପାଲ ରିମ୍ସ ରୋଡ୍‌ରେ ହୋଇଥିବା ଏହି ବିସ୍ଫୋରଣରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ। ରାସ୍ତାପାର୍ଶ୍ଵର ଏକ ଦୋକାନ ନିକଟରେ ବିସ୍ଫୋରଣ

ରାଷ୍ଟ୍ରପତିଙ୍କ ଠାରୁ ରାଷ୍ଟ୍ରୀୟ ବାଲ ପୁରସ୍କାର ଗ୍ରହଣ କଲେ ଓଡ଼ିଆ ପୁଅ ୟଶ

ନୂଆଦିଲ୍ଲୀ(ରାଜ୍ୟକାହାଣୀ) : ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଓଡ଼ିଆ ପୁଅ ୟଶ ମିଶ୍ର। ଭୁବନେଶ୍ୱରର ବାସିନ୍ଦା ୟଶଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି। ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଭବନରେ ଅ‌ାୟ‌ୋଜିତ ଏକ ସ୍ୱତନ୍ତ୍ର

ବଜେଟ ପୂର୍ବରୁ କାହିଁକି ଖାଆନ୍ତି ହାଲୁଆ ଜାଣନ୍ତୁ ପ୍ରକୃତ କାରଣ …

ନୂଆଦିଲ୍ଲୀ () କେନ୍ଦ୍ର ବଜେଟ୍ ପାଇଁ ଏକ ସ୍ୱତନ୍ତ୍ର ପରମ୍ପରା ରହିଛି । ବଜେଟ ଦସ୍ତାବିତ ଛପା ହେବା ପୂର୍ବରୁ ହାଲୁଆ ପର୍ବ ପାଳିତ କରାଯାଇଥାଏ । ଏହି ଦିନଠାରୁ ଅର୍ଥ ମନ୍ତ୍ରାଳୟର ସମସ୍ତ ଅଧିକାରୀ ଘରକୁ ନ ଯାଇ ଏହିଠାରେ ରହିଥାନ୍ତି । ଫଳରେ ବଜେଟ୍ ଦସ୍ତାବିଜ ବାବଦ ତଥ୍ୟ ଗୋପନ ରହିଥାଏ ।

୧୧ତମ ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା

ନୂଆଦିଲ୍ଲୀ () ବିଜେପିର ୧୧ତମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ଜେ.ପି ନଡ୍ଡା ।ନିର୍ବିବିଦୀୟ ଭାବେ ନିର୍ବାଚିତ ହେଲେ ଜେପି ନଡ୍ଡା । ଅମିତ୍ ଶାହା, ରାଜନାଥ ସିଂହଙ୍କ ଉପସ୍ଥିତିରେ ଘୋଷଣା କଲେ ରାଧା ମୋହନ ସିଂହ । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ଜେପି

ନିର୍ଭୟା ଦୋଷୀ ପବନ ଗୁପ୍ତାଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ () ନିର୍ଭୟା ଦୋଷୀ ପବନ ଗୁପ୍ତାର ଆବେଦନ ଖାରଜ ହୋଇଛି । ପବନ ଗୁପ୍ତାଙ୍କ ଆବେଦନ ଖାରଜ କଲେ ସୁପି୍ରମକୋର୍ଟ । ଆବେଦନରେ କିଛି ନୂଆ ତଥ୍ୟ ନଥିବା କହିଲେ ସୁପି୍ରମକୋର୍ଟ । ଘଟଣା ମସୟରେ ନାବାଳକ ଥିବା ଆବେଦନରେ କହିଥିଲା ପବନ । ତାଙ୍କୁ ନାବାଳକ ଭାବେ ବିଚାର ପାଇଁ ଆବେଦନ କରିଥିଲା