ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ଦେହାନ୍ତ

ଭୁବନେଶ୍ୱର:(ରାଜ୍ୟକାହାଣୀ)ଚିକିତ୍ସିତ ଅବସ୍ଥାରେ ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ଦେହାନ୍ତ ହୋଇଯାଇଛି। ଟ୍ୱିଟ କରି ଏହି ସୂଚନା ଦେଇଛିବାୟୁସେନା ।

ସିଡିଏସ ବିପିନ ରାଓ୍ବତଙ୍କ ଏମଆଇ -୧୭ ହେଲିକପ୍ଟର ଦୁର୍ଘଟଣାରେ ଗୁରୁତର ହୋଇ ଉଦ୍ଧାର ପରେ ବେଙ୍ଗଳୁରୁରେ ତାଙ୍କୁ ଚିକିତ୍ସା ଚାଲିଥିଲା । ସେଠାରେ ତାଙ୍କର ଆଜି ଦେହାନ୍ତ ହୋଇଛି। ଜେନେରାଲ ବିପିନ ରାୱତଙ୍କ ସହ ଥିଲେ ଗ୍ରୁପ କ୍ୟାପଟେନ ବରୁଣ। ହେଲିକପ୍ଟର ଦୁର୍ଘଟଣାରେ ତେର ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକମାତ୍ର ବରୁଣ ସିଂହ ହିଁ ଜୀବିତ ଥିଲେ।

Leave A Reply

Your email address will not be published.

14 − 13 =