ଟ୍ରମ୍ପଙ୍କ ଘୋଷଣା ପରେ ଷ୍ଟକ ମାର୍କେଟରେ ଉଛୁଳିଲା ସେୟାର ମାର୍କେଟ

ଉଛୁଳିଲା ସେୟାର ମାର୍କେଟ । ଟ୍ରମ୍ପଙ୍କ ଘୋଷଣା ପରେ ଷ୍ଟକ ମାର୍କେଟରେ ଜବରଦସ୍ତ କମବ୍ୟାକ । ପ୍ରାୟ ୨୬୦୦ ପଏଣ୍ଟ ବଢ଼ିଲା ସେନସେକ୍ସ । ସେହିପରି ନିଫ୍ଟି ମଧ୍ୟ ୭୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଛି । ସୂଚନାମୁତାବକ ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ । ଯୁଦ୍ଧରେ ଲାଗିଲା ୨ ସପ୍ତାହର ବିରାମ । ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି ଉଭୟ ଆମେରିକା ଓ ଇରାନ୍ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ବିଶ୍ୱକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି।

You might also like