Browsing Category
ଆଜିର ଖବର
ଶାହାରୁଖଙ୍କ ପାଇଁ ବଢିଛି ଅଡୁଆ ।KKRରୁ ବାଂଲାଦେଶୀ ଖେଳାଳିଙ୍କୁ ହଟାଇବାକୁ ଦାବି
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଓ ହତ୍ୟା ଘଟଣାକୁ ନେଇ ଭାରତରୁ ଉଠିଛି ଅସନ୍ତୋଷର ସ୍ବର । ବାଂଲାଦେଶ ସହ ସମ୍ପର୍କ ତୁଟାଇବାକୁ ଉଠିଲାଣି ଦାବି । ଏସବୁ ଭିତରେ କିଙ୍ଗ୍ ଖାନ୍ ଶାହାରୁଖଙ୍କ ପାଇଁ ବଢିଛି ଅଡୁଆ । ୧୪ ଦିନରେ ୪ ହିନ୍ଦୁଙ୍କୁ ଆକ୍ରମଣ ହୋଇଛି । ୩ ଜଣଙ୍କର ମୃତ୍ୟୁ!-->…
ଅଟୋରେ ଲୁଟିନେଲେ ଏଟିଏମ୍,ତନଘନା ପରେ ବିଲ ଭିତରୁ ଉଦ୍ଧାର ହେଲା ଲୁଟ୍ ଏଟିଏମ୍
ଭୁବନେଶ୍ୱର (ରାଜ୍ୟକାହାଣୀ )ତନଘନା ପରେ ବିଲ ଭିତରୁ ଉଦ୍ଧାର ହେଲା ଲୁଟ୍ ଏଟିଏମ୍ । ଯାଜପୁର ପୁଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ ଥିଲା । ଲୁଟି ନେଇଥିଲେ ଟଙ୍କା ବୋଝେଇ ଏଟିଏମ୍ । ଯାଞ୍ଜପୁର ଜିଲ୍ଲା ବିଞ୍ଝାରପୁର ଥାନା ମଇଁଦା ବଜାରରୁ ଏକ ଡାଲା ଅଟୋରେ ଏଟିଏମ୍ ଲୁଟ ହୋଇଥିବା!-->…
ଲୋକସେବା ଭବନରେ ରିଲ୍ସ: ଆସିବ ଗାଇଡଲାଇନ
ଭୁବନେଶ୍ୱର (ରାଜ୍ୟକାହାଣୀ )ଲୋକସେବା ଭବନରେ ରିଲ୍ସ କରିବାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ ଗୃହ ବିଭାଗ ଗାଇଡ୍ଲାଇନ୍ ଆଣିବ। ଲୋକସେବା ଭବନରେ ରିଲ୍ସ କରିବା ଠିକ୍ କଥା ନୁହେଁ, କାର୍ଯ୍ୟ କରୁଥିବା!-->…
ଦାୟିତ୍ବ ନେଲେ ନୂଆ ଉନ୍ନୟନ କମିଶନର ଦେଓରଞ୍ଜନ ସିଂହ
ଭୁବନେଶ୍ୱର (ରାଜ୍ୟକାହାଣୀ )ନୂଆବର୍ଷରେ ବରିଷ୍ଠ IAS ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ଅନୁ ଗର୍ଗଙ୍କ ସ୍ଥାନରେ ଦେଓରଞ୍ଜନ ସିଂ ଉନ୍ନୟନ କମିଶନର ହୋଇଛନ୍ତି । ତେବେ ଶୁକ୍ରବାର ଉନ୍ନୟନ କମିଶନ ଭାବେ ବିଧିବଦ୍ଧ ଦାୟିତ୍ଵ ନେଇଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ଦେଓରଞ୍ଜନ ସିଂହ। ମୁଖ୍ୟ!-->…
ସର୍ବୋଚ୍ଚ ବେସାମରିକ ସମ୍ମାନ: ଭାରତ ରତ୍ନ
ଭାରତ ରତ୍ନ ହେଉଛି ଭାରତ ଗଣରାଜ୍ୟର ସର୍ବୋଚ୍ଚ ବେସାମରିକ ସମ୍ମାନ । ଏହାର ଆରମ୍ଭ ୨ ଜାନୁଆରି, ୧୯୫୪ରେ ହୋଇଥିଲା । ଏହି ସମ୍ମାନ ଦେଶର ପ୍ରଥମ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଏହି ସମ୍ମାନ ମରଣୋତ୍ତର ଭାବେ (ମୃତ୍ୟୁ ପରେ) ମଧ୍ୟ ଦିଆଯାଇପାରିବ। ଭାରତ!-->…
ଇନ୍ଦୋର ଡାଇରିଆରେ ମଲେଣି ୯ଜଣ ଲୋକ, ଲ୍ୟାବ୍ ରିପୋର୍ଟରେ ଜଣାପଡିଲା କାରଣ
ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଥିବା ଡାଇରିଆ ବା ଝାଡାବାନ୍ତି ପାଇଁ ଏବେ ସବୁଠି ଚର୍ଚ୍ଚା । ତେବେ ପାନୀୟ ଜଳରେ ଡ୍ରେନ୍ ପାଣି ମିଶିଯିବାରୁ ଏତେ ବଡ ଘଟଣା ଘଟିଥିବା ଲ୍ୟାବ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।ରିପୋର୍ଟ ଅନୁସାରେ, ସହରରେ ହଠାତ ଶତାଧିକ ଲୋକ ଡାଇରିଆରେ ପୀଡିତ ହୋଇଥିଲେ । ଧିରେ!-->…
ଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍,୧୫ ତାରିଖ ଯାଏ ଚାଲିବ ପରୀକ୍ଷା
ରାଜ୍ୟ କାହାଣୀ ( ଭୁବନେଶ୍ଵର)ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ । ଜାନୁଆରୀ ୧୫ ତାରିଖ ଯାଏ ପରୀକ୍ଷା ଚାଲିବ ।ଆସନ୍ତା ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୫ ଯାଏ ଯୁକ୍ତ ଦୁଇ ମୁଖ୍ୟ ପରୀକ୍ଷା ହେବ । ତେବେ ବିଜ୍ଞାନ, କଳା,!-->…
ଚିଲିକାରେ ଭସାପୋଲ ଅଘଟଣ : ଚିଲିକାରେ ଦିନ ୧୧ଟା ଯାଏଁ ଡଙ୍ଗା ଚଳାଚଳ ବନ୍ଦ
ରାଜ୍ୟ କାହାଣୀ (ଭୁବନେଶ୍ଵର)ଚିଲିକାରେ ଦିନ ୧୧ଟା ଯାଏ ଡଙ୍ଗା ଚଳାଚଳ ବନ୍ଦ । ପ୍ରବଳ କୁହୁଡ଼ି ଯୋଗୁ କଟକଣା ଲଗାଇଲେ ପୁରୀ ଜିଲ୍ଲାପାଳ । ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନତା କମ୍ ରହୁଛି। ବାରମ୍ବାର ଦୁର୍ଘଟଣା ଘଟୁଥିବା ଯୋଗୁ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି ।ଗତକାଲି ଘନ କୁହୁଡ଼ି!-->…
ଅସହ୍ୟ ଶୀତରେ ଥରୁଛି ଓଡ଼ିଶା, ଘନ କୁହୁଡ଼ି ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ,
ରାଜ୍ୟ କାହାଣୀ (ଭୁବନେଶ୍ଵର)ଅସହ୍ୟ ଶୀତରେ ଥରୁଛି ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ଶୀତ ଲହରୀ । ପାହାଡ଼ିଆ ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ଥିବାରୁ ଜନଜୀବନ ପ୍ରଭାବିତ । ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।ପରବର୍ତ୍ତୀ ୩ ଦିନରେ ରାତି ତାପମାତ୍ରା!-->…
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ନୂଆବର୍ଷ ପାଳନ
ଭୁବନେଶ୍ୱର, ( ରାଜ୍ୟ କାହାଣୀ)ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ଗୁରୁବାର ହସ୍ପିଟାଲ ପରିସରରେ ନୂଆବର୍ଷ ପାଳନ କରାଯାଇଛି । ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ ପରିବାର ପକ୍ଷରୁ ଆୟୋଜିତ ଏହି!-->…