Browsing Category
ଆଜିର ଖବର
ଆଜି ହେଉଛି ବିଶ୍ୱ ମସ୍ତିସ୍କ ଦିବସ
ପ୍ରତିବର୍ଷ ଜୁଲାଇ 22 ରେ ବିଶ୍ୱ ମସ୍ତିସ୍କ ଦିବସ ପାଳନ କରାଯାଏ, ବିଶ୍ୱ ମସ୍ତିଷ୍କ ଦିବସ ହେଉଛି ଏକ ବିଶ୍ୱ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଯାହାକି ବିଶ୍ୱ ଫେଡେରେସନ୍ ଅଫ୍ ନ୍ୟୁରୋଲୋଜି ଦ୍ୱାରା ମସ୍ତିଷ୍କ ସ୍ୱାସ୍ଥ୍ୟ ଏବଂ ସ୍ନାୟୁଗତ ରୋଗର ପ୍ରତିରୋଧ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା!-->…
ପୂର୍ବତଟ ରେଲଓ୍ବେରେ ସାମିଲ ହେଲା AI ରୋବଟ୍ ‘D.S.C ARJUN
ଭୁବନେଶ୍ୱର (ରାଜ୍ୟ କାହାଣୀ )ପୂର୍ବତଟ ରେଲଓ୍ବେ ସହ ଯୋଡ଼ି ହେଲା ଏଆଇ ରୋବଟ୍ । ରେଳ ଯାତ୍ରୀଙ୍କ ସୁରକ୍ଷା ପାଇଁ ରୋବଟର ବ୍ୟବହାର କରାଯିବ । ଏହି ରୋବଟର ନାମ ‘D.S.C ARJUN’ ରଖାଯାଇଛି ।ଏହା ଯାତ୍ରୀ ସୁରକ୍ଷା, ଷ୍ଟେସନ ସୁରକ୍ଷା ଏବଂ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି କରିବା ପାଇଁ ଡିଜାଇନ୍!-->…
ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ: ଜଣେ କନଷ୍ଟେବଳ ସହିଦ
ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କୁ କିଛି ଆତଙ୍କବାଦୀ ଗୁଳିମାଡ କରିଛନ୍ତି । ଏହାପରେ ପୋଲିସ ଏବଂ ସେନା ମିଳିତ ଭାବେ କମ୍ବିଂ ଅପରେସନ ଆରମ୍ଭ କରିଛନ୍ତି । ଏଥିରେ ଜଣେ ପୋଲିସ କର୍ମୀ ସହିଦ ହୋଇଥିବା ସୂଚନା!-->…
ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ
ଭୁବନେଶ୍ୱର (ରାଜ୍ୟ କାହାଣୀ )କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ ଥିବା ଏଚ୍ଏଚ୍ଜି ମହିଳାଙ୍କ ୩ ମାସର ବକେୟା ବିଲ କରେଇ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ!-->…
ନୋଟିସ ସତ୍ତ୍ୱେ ଥାନାକୁ ଆସିଲେନି ରାଜେଶ ବର୍ମା
ଭୁବନେଶ୍ୱର (ରାଜ୍ୟ କାହାଣୀ )CMOରୁ ଦୁଇଟି କମିଶନ ଫାଇଲ ଗାୟବ ଘଟଣାରେ ଥାନାରେ ହାଜର ହେଲେନି ରାଜେଶ ବର୍ମା । ଫାଇଲ ଗାୟବ ମାମଲାରେ କ୍ୟାପିଟାଲ ଥାନା ପୋଲିସ ରାଜେଶ ବର୍ମାଙ୍କୁ ନୋଟିସ କରିଥିଲା। ଆଜି ସକାଳ ୧୧ଟା ସୁଦ୍ଧା ଥାନାରେ ହାଜର ହେବାକୁ କୁହାଯାଇଥିଲା। ତେବେ ନିର୍ଦ୍ଧାରିତ ସମୟ!-->…
ଆଇନ ଶୃଙ୍ଖଳା, ସୁରକ୍ଷା କ୍ଷେତ୍ରରେ କୌଣସି ସାଲିସ କରାଯିବ ନାହିଁ : ମୂଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ ପରିଚାଳନା ଓ ସୂଚନା ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଭକ୍ତ!-->…
ଆସନ୍ତା ବର୍ଷ ଦିନିକିଆ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ଦଳରେ କିଏ ରହିବା ଉଚିତ୍ ଏହି ପ୍ରଶ୍ନର ଉତ୍ତର ଦେଲେ ରବି…
ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ନେଇ ପୁଣି ଚର୍ଚ୍ଚା । ଟେଷ୍ଟ ଓ ଟି-୨୦ରୁ ବିଦାୟ ନେଇସାରିଥିବା ଏହି ଦୁଇ ଦିଗ୍ଗଜଙ୍କ ନଜର ଏବେ କେବଳ ଦିନିକିଆ କ୍ରିକେଟ୍ ଉପରେ । ରବି ଶାସ୍ତ୍ରୀଙ୍କ ଦିନିକିଆ ବିଶ୍ୱକପ୍ ଦଳରେ ଶୁଭମନ ଗିଲ୍ ସାମିଲ ଥିବା ବେଳେ, ରୋହିତ ଏବଂ ଯଶସ୍ୱୀ ଜୈସ୍ୱାଲ ଉଭୟଙ୍କୁ!-->…
ବ୍ରହ୍ମପୁରରେ ୩ କୋଭିଡ୍ ଆକ୍ରାନ୍ତ ଚିହ୍ନଟ , ସ୍ୱାସ୍ଥ୍ୟ ବିଭାଗ ସତର୍କ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଆନ୍ଧ୍ର ପରେ ଓଡ଼ିଶାରେ କରୋନା। ଗଞ୍ଜାମ ଜିଲ୍ଲାରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି। MKCGରେ ଜଣେ ମହିଳା ରୋଗୀ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ସଂକ୍ରମିତଙ୍କ ମଧ୍ୟରେ ଦୁଇଜଣ ମହିଳା ଓ!-->…
ସରକାରୀ କାମ ପାଇଁ ChatGPT Plus ଓ Google AI Pro କିଣିବାକୁ ପ୍ରସ୍ତାବ
ଭୁବନେଶ୍ୱର (ରାଜ୍ୟ କାହାଣୀ )ସରକାରୀ କାର୍ଯ୍ୟରେ ବଢ଼ିବ କୃତ୍ରିମ ବୁଦ୍ଧିମତା ବା ଏଆଇର ବ୍ୟବହାର । ଗ୍ରାମ୍ୟ ଉନ୍ନୟନ ବିଭାଗରେ ଏଆଇ ଆଧାରିତ ସେବା ଆରମ୍ଭ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ChatGPT Plus, Google AI Pro ଭଳି ଏଆଇ ସେବା କିଣିବା ସହ ଅଧିକ କ୍ଲାଉଡ୍ ଷ୍ଟୋରେଜ୍ ଓ!-->…
ମାଲକାନଗିରି ବିମାନବନ୍ଦରରେ ଆଜି ହେବ ବହୁ ପ୍ରତୀକ୍ଷିତ ଟ୍ରାଏଲ ରନ୍
ଭୁବନେଶ୍ୱର (ରାଜ୍ୟ କାହାଣୀ )ମାଲକାନଗିରି ବିମାନବନ୍ଦରରେ ଆଜି ହେବ ବହୁ ପ୍ରତୀକ୍ଷିତ ଟ୍ରାଏଲ ରନ୍ । ଏହି ପରୀକ୍ଷାମୂଳକ ଉଡ଼ାଣ ସଫଳ ହେଲେ ଜିଲ୍ଲାବାସୀଙ୍କ ପାଇଁ ବିମାନ ସେବା ଆରମ୍ଭ ହେବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । ଅପରାହ୍ନ ୧.୫୦ ରେ ଜୟପୁରରୁ ବାହାରି ୨.୨୦ ରେ!-->…