Browsing Category
ଆଜିର ଖବର
ଅଦାଲତ ଅବମାନନା ମାମଲା: ଉଷାପାଢୀଙ୍କୁ ହାଇକୋର୍ଟଙ୍କ ନୋଟିସ
ଭୁବନେଶ୍ୱର (ରାଜ୍ୟକାହାଣୀ )ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନଥିବା ପ୍ରସଙ୍ଗରେ ଓଡିଶା ଉଚ୍ଚନ୍ୟାୟାଳୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଅଦାଲତ ଅବମାନନା ଅଭିଯୋଗରେ ନଗର ଉନ୍ନୟନ ସଚିବ ଉଷା ପାଢୀଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ସଚିବ ଉଷା ପାଢୀ, ପୌର!-->…
ନରସିଂହପୁରରେ ବାଘ-ମଣିଷ ଲଢେଇରେ ବାଘର ମୃତ୍ୟୁ
କଟକ ଜିଲ୍ଲା ନରସିଂହପୁର ପଶ୍ଚିମାଞ୍ଚଳ ବନ ବିଭାଗ ଜୟପୁର ଅନନ୍ତ ପ୍ରସାଦ ଗାଁରେ କଲରାପତରିଆ ବାଘ ଏବଂ ଯୁବକ ଭିତରେ ଲଢେଇ ହୋଇଛି । ବିଳମ୍ବିତ ରାତିରେ ଯୁବକ ଜଣକ ଘରେ ଶୋଇଥିବରାବେଳେ କଲରାପତରିଆ ବାଘ ଆସି ଆକ୍ରମଣ କରିଥିଲା । ହେଲେ ଏ ଲଢେଇ ପରେ ବାଘର ମୃତ ଦେହ ଉଦ୍ଧାର ହେବା!-->…
ରାଜ୍ୟରେ ବଢୁଛି ପାରଦ, କମୁଛି ଶୀତ
ରାଜ୍ୟ କାହାଣୀ ( ଭୁବନେଶ୍ଵର)ପୁଣି ଫେରିଲା ଘନ କୁହୁଡ଼ି । କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିଲା ଘନ କୁହୁଡି । କିନ୍ତୁ ଆସନ୍ତା ୨୭ ତାରିଖରୁ ରାଜ୍ୟରେ ଶୀତ କମିପାରେ।ଭୁବନେଶ୍ବର କଟକ ସମେତ ପୁରୀ ଓ କୋଣାର୍କରେ ଆଜି ସକାଳୁ ସକାଳୁ ପ୍ରବଳ କୁହୁଡି ହୋଇଛି । ଘନ କୁହୁଡି ଯୋଗୁ!-->…
ସାରା ଦେଶରେ ପିଏମ୍-ସ୍ଵନିଧି (PM-SVANidhi) ଋଣ ପ୍ରଦାନ କାର୍ଯ୍ୟକ୍ରମ: ସାମିଲ ହେଲା ଓଡ଼ିଶା
ଭୁବନେଶ୍ୱର, ( ରାଜ୍ୟ କାହାଣୀ)ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଆଜି କେରଳର ତିରୁବନନ୍ତପୁରମଠାରେ ଏକ ଲକ୍ଷ 'ପିଏମ୍-ସ୍ଵନିଧି' ଋଣ ପ୍ରଦାନ ଏବଂ ହିତାଧିକାରୀଙ୍କ ପାଇଁ କ୍ରେଡିଟ୍ କାର୍ଡ ଶୁଭାରମ୍ଭ ନିମନ୍ତେ ଏକ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ!-->…
ସିଡିଏ ଜମି ଜାଲିଆତି ମାମଲା; ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି -କୃଷ୍ଣଚନ୍ଦ୍ର ମହାପାତ୍ର
ସିଡିଏ ସେକ୍ଟର-୬ରେ ୧୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜମି କେଳେଙ୍କାରୀରେ ଜାଲିଆତି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି, ଘଟଣାର ତଦନ୍ତ ଲାଗି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିଲା ପରେ ଏନେଇ ପଦକ୍ଷେପ!-->…
ନିଟ୍-ଏମଡିଏସ୍ ଏବଂ ନିଟ୍-ପିଜି ପରୀକ୍ଷା ପାଇଁ ତାରିଖ ଘୋଷଣା
ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସେସ୍ (ଏନବିଇଏମଏସ୍) ନିଟ୍-ଏମଡିଏସ୍ ୨୦୨୬ ଓ ନିଟ୍-ପିଜି ୨୦୨୬ ପ୍ରବେଶିକା ପରୀକ୍ଷା ପାଇଁ ତାରିଖ ଘୋଷଣା । ମେ ମାସ ୨ ତାରିଖରେ ନିଟ୍-ଏମ୍ଡିଏସ୍ ୨୦୨୬ ପରୀକ୍ଷା ଅନୁଷ୍ଠିତ ହେବ , ସେହିପରି ଅଗଷ୍ଟ ୩୦ ତାରିଖରେ ନିଟ୍-ପିଜି ୨୦୨୬!-->…
ୟୁନେସ୍କୋରେ ସ୍ଥାନ ପାଇଲା ଓଡିଶାର ବୌଦ୍ଧ ତ୍ରିଭୁଜ ସ୍ଥଳ
ଭୁବନେଶ୍ୱର (ରାଜ୍ୟକାହାଣୀ )ୟୁନେସ୍କୋରେ ସ୍ଥାନ ପାଇଲା ଓଡିଶାର ବୌଦ୍ଧ ତ୍ରିଭୁଜ ସ୍ଥଳ। ୟୁନେସ୍କୋ ବିଶ୍ୱ ଐତିହ୍ୟ ଶିଳାଲେଖ ପାଇଁ ଭାରତର ତାଲିକାରେ ଓଡ଼ିଶାର ବୌଦ୍ଧ ତ୍ରିଭୁଜ ସ୍ଥଳ (ରତ୍ନଗିରି, ଉଦୟଗିରି, ଲଳିତଗିରି)କୁ ଆନୁଷ୍ଠାନିକ ସାମିଲ କରିଛି । ଓଡ଼ିଶାର ବୌଦ୍ଧ ତ୍ରିଭୁଜ ଭାରତର!-->…
ନୟାଗଡ଼ରେ ଗୋଟିଏ ଦିନରେ ୨ ନାବାଳିକାଙ୍କୁ ଦୁଷ୍କର୍ମ
ନୟାଗଡ଼ ଜିଲ୍ଲାରେ ଗୋଟିଏ ଦିନରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ରଣପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବାବେଳେ ଶରଣକୂଳ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରଣପୁର ଥାନା ଅଞ୍ଚଳର ଜଣେ ୧୦ବର୍ଷର!-->…
୨୭ରେ ବ୍ୟାଙ୍କ ଧର୍ମଘଟ !
ବ୍ୟାଙ୍କିଙ୍ଗ୍ ଶିଳ୍ପରେ ୫-ଦିନିଆ କାର୍ଯ୍ୟ ସପ୍ତାହ କାର୍ଯ୍ୟକାରୀ କରିବା ଏବଂ ଅନ୍ୟ ସବୁ ଶନିବାରଗୁଡ଼ିକୁ ଛୁଟିଦିନ ଭାବରେ ଘୋଷଣା କରିବା ପାଇଁ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ(ୟୁଏଫ୍ବିୟୁ) ପକ୍ଷରୁ ଦାବି କରାଯାଇ ୨୭ ତାରିଖରେ ଧର୍ମଘଟର ଡାକରା ଦେଇଛି।ପ୍ରାୟ ୮ଲକ୍ଷ!-->…
ମହାନଦୀ ପ୍ରସଙ୍ଗକୁ ନେଇ ମନ୍ତ୍ରୀଙ୍କୁ କାଉଣ୍ଟର କଲେ ବିଜେଡି ବରିଷ୍ଠ ଉପସଭାପତି
ରାଜ୍ୟ କାହାଣୀ ( ଭୁବନେଶ୍ଵର)ମହାନଦୀ ପ୍ରସଙ୍ଗକୁ ନେଇ ମୁହାମୁହିଁ ହେଲେ ସରକାର ଓ ବିରୋଧି। ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ଖୋଲିଲେ ବିଜେଡିର ପୋଲ। କାହିଁକି ଟ୍ରିବୁନାଲରେ ବିଳମ୍ବ ହୋଇଥିଲା ମାମଲା। ବିଜେଡି ସରକାରରେ ମନ୍ତ୍ରୀଙ୍କ ବିଧାନସଭା ବିବୃତି!-->…