Browsing Category
ଆଜିର ଖବର
ଆଜିଠୁ ମାଟ୍ରିକ ପରୀକ୍ଷା, AI-ଯୁକ୍ତ CCTV କ୍ୟାମେରା ନଜରରେ ସମସ୍ତ ପରୀକ୍ଷା ସେଣ୍ଟର
ରାଜ୍ୟ କାହାଣୀ ( ଭୁବନେଶ୍ଵର)ଆଜିଠୁ ଛାତ୍ରଛାତ୍ରୀଙ୍କ ଜୀବନର ପ୍ରଥମ ବଡ଼ ପରୀକ୍ଷା ମାଟ୍ରିକ ପରୀକ୍ଷା । ରାଜ୍ୟର ୩ ହଜାର ୮୨ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୬୧ ହଜାର ଛାତ୍ରଛାତ୍ରୀ।ମାଟ୍ରିକ୍ ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା(ଏସଓଏସ୍) ଏବଂ ସଂସ୍କୃତ ମଧ୍ୟମା!-->…
ଏଫ୍ଏମ୍ଜିସି କମ୍ପାନୀ ୫% ପର୍ଯ୍ୟନ୍ତ ବଢାଇବେ ଦାମ୍ ! ଖାଦ୍ୟ-ପାନୀୟ ଜିନିଷ ହେବ ମହଙ୍ଗା
ଏବେ ଦେଶର ଫାଷ୍ଟ ମୁଭିଂ କଞ୍ଜୁମର ଗୁଡସ୍ କମ୍ପାନୀ ନିଜର ପ୍ରଡକ୍ଟର ଦାମ୍ ବଢାଇବାରେ ଲାଗିଛନ୍ତି। କୁହାଯାଉଛି ଯେ, ବହୁ କମ୍ପାନୀର ଦାମ୍ରେ ପ୍ରାୟ ୫% ପର୍ଯ୍ୟନ୍ତ ବୃଦ୍ଧି ହେବାକୁ ଯାଉଛି। ଯାହାଫଳରେ ଗ୍ରାହକଙ୍କ ଉପରେ ଦରଦାମ୍ ବୃଦ୍ଧିର ପ୍ରଭାବ ପଡିପାରେ।କଞ୍ଚାମାଲର ମୂଲ୍ୟ ବୃଦ୍ଧି ଏବଂ!-->…
କୁନୋରେ ଆଉ ୩ ନୂଆ ଚିତା ଶାବକ ନେଲେ ଜନ୍ମ
ଦକ୍ଷିଣ ଆଫ୍ରିକୀୟ ଚିତା ଗାମିନି କୁନୋ ଜାତୀୟ ଉଦ୍ୟାନରେ ତିନୋଟି ଛୁଆ ଜନ୍ମ କରିଛି, ଯାହା ଫଳରେ ଦେଶର ମୋଟ ଚିତା ସଂଖ୍ୟା ୩୮ ରେ ପହଞ୍ଚିଛି।ରିପୋର୍ଟରୁ ଜଣାପଡିଛି ଯେ ବିଶ୍ୱର ପ୍ରଥମ ଆନ୍ତଃମହାଦେଶୀୟ ସ୍ଥାନାନ୍ତର ଏକ ବୃହତ ମାଂସାଶୀ ପ୍ରାଣୀର ୨୦୨୨-୨୩ ମସିହାରେ ନାମ୍ବିଆ ଏବଂ ଦକ୍ଷିଣ!-->…
ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର
ଭୁବନେଶ୍ୱର (ରାଜ୍ୟକାହାଣୀ )ଓଡିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷାର ।ବିଧାନସଭାରେ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର କିଛି ଏମିତି ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସେ କହିଛନ୍ତି, ୨୦୨୫ରେ ୨୨ଟି କମ୍ପାନୀର ୮୮ ସାମ୍ପଲ ଯାଞ୍ଚ!-->…
ଜେଲ ବିଭାଗର ଗୁପ୍ତ ଖବର ବାହାରକୁ ଆସିବା ନେଇ ମିଡିଆକୁ ଟାର୍ଗେଟ କଲେ ଜେଲ ଡିଜି
ଭୁବନେଶ୍ୱର (ରାଜ୍ୟକାହାଣୀ )ଜେଲ ଅବ୍ୟବସ୍ଥା ନେଇ ପ୍ରେସମିଟ୍ ବେଳେ ମିଡିଆକୁ ଟାର୍ଗେଟ କଲେ ଜେଲ ଡିଜି ସୁଶାନ୍ତ ନାଥ ।କହିଲେ ବିନା ପ୍ରମାଣରେ ଖବର ପ୍ରସାରଣ କରୁଛି ମିଡିଆ । ଚୌଦ୍ବାର ଜେଲ୍ରୁ କଏଦୀ ଚମ୍ପଟ୍ ୫ ମାସ ହେଲା କାହିଁକି ଚଲାଉଛନ୍ତି । ଏହାର କୌଣସି ପବ୍ଲିକ ଇଣ୍ଟରେଷ୍ଟ ନାହିଁ!-->…
ଆମ ଦଳର ପ୍ରାର୍ଥୀ କିଏ ହେବେ ? ସଂସଦୀୟ ବୋର୍ଡ ନେବ ନିଷ୍ପତି- ମନମୋହନ
ଭୁବନେଶ୍ୱର (ରାଜ୍ୟକାହାଣୀ )ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ । ନିର୍ବାଚନ ନେଇ ପ୍ରେସ୍ନୋଟ୍ ଜାରି କରିଛନ୍ତି ECI । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ତେବେ ରାଜ୍ୟସଭା ପ୍ରସଙ୍ଗରେ ବିଜେପି ସଭାପତି ମନମୋହନ ସାମଲ!-->…
ସୁନା ଏବଂ ରୁପା ଦର ହେଲା କମ
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୪,୨୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୧,୩୫୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୪,୨୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୧,୩୫୦!-->…
ମହିଳାଙ୍କ ପାଇଜାମା ଡୋର ଖୋଲିବା ଦୁଷ୍କର୍ମର ପ୍ରୟାସ: ସୁପ୍ରିମକୋର୍ଟ
ପୋକ୍ସୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ପାଇଜାମାର ନାଡା ଖୋଲିବା ଏବଂ ଛାତିକୁ ଛୁଇଁବା ହେଉଛି ଦୁଷ୍କର୍ମ ଉଦ୍ୟମ। ଆହ୍ଲାବାଦ ହାଇକୋର୍ଟଙ୍କ ବିବାଦୀୟ ରାୟକୁ ଭତ୍ସନା କଲେ ସର୍ବୋଚ୍ଚ ଅଦାଲତ। । ସିଜେଆଇ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ,!-->…
ଫଳ ଉତ୍ପାଦନରେ ୧୧ନଂରେ ଓଡିଶା: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ
ଭୁବନେଶ୍ୱର (ରାଜ୍ୟକାହାଣୀ )ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନ ଅଟେ | ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଉତ୍ତର ରଖି କହିଛନ୍ତି ଯେ, ସର୍ବଭାରତୀୟ ସ୍ତରରେ ବାର୍ଷିକ ଫଳ ଉତ୍ପାଦନରେ ଓଡିଶାର ସ୍ଥାନ ୧୧ ନଂ ରେ ରହିଛି । ରାଜ୍ୟରେ ୭୯୧୯ ଉଦ୍ୟୋଗୀ!-->…
ଚାଷୀଙ୍କୁ ମିଳୁନି ୮୦୦ । ସତ କହିଲେ ମନ୍ତ୍ରୀ
ଭୁବନେଶ୍ୱର (ରାଜ୍ୟକାହାଣୀ )ଚାଷୀଙ୍କୁ ୮୦୦ ଟଙ୍କା ନୁହେଁ, ୭୩୧ ଟଙ୍କା ଇନପୁଟ ସବସିଡି ମିଳୁଛି । ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ପ୍ରସ୍ନରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଉତ୍ତର ରଖି କହିଛନ୍ତି, କେନ୍ଦ୍ର ୨୩୬୯ରେ ଧାନ କିଣୁଛି, ରାଜ୍ୟ ସରକାର ଦେଉଛନ୍ତି ୭୩୧ ଟଙ୍କା । ଏହା ସ୍ପଷ୍ଟ!-->…