Browsing Category
ଆଜିର ଖବର
ଅଗଷ୍ଟ ୧ରେ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଅଗଷ୍ଟ ୧ ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ।କୁମ୍ଭୀର ପ୍ରଜନନ ପାଇଁ ୩ ମାସ ବନ୍ଦ ରହିଥିଲା ଭିତରକନିକା । ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକ ମାନେ ଭିତରକନିକା ପରିଭ୍ରମଣ କରିବା ସହ ରାତ୍ରି ଯାପନ କରିପାରିବେ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର!-->…
ଓଡ଼ିଶାରେ ଭୀଷଣ ବର୍ଷା, ବାଲେଶ୍ୱରରେ ସର୍ବାଧିକ ବୃଷ୍ଟିପାତ
ଭୁବନେଶ୍ଵର (ରାଜ୍ୟ କାହାଣୀ )ବୁଧବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଓ ଉତ୍ତର ଛତିଶଗଡ଼ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଭୀଷଣ ବର୍ଷା!-->…
ଆଜି ୫ ଘଣ୍ଟା ଜଗା ଦର୍ଶନ ବନ୍ଦ । ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି
ଭୁବନେଶ୍ୱର (ରାଜ୍ୟ କାହାଣୀ )ଆଷାଢ଼ ଶୁକ୍ଳ (ବ୍ୟାସ ପୂର୍ଣ୍ଣିମା) ତିଥି ବୁଧବାର ଶ୍ରୀବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବାପରେ ମହାପ୍ରଭୁଙ୍କ ଏହି ଗୁପ୍ତ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏହା ଗୁପ୍ତନୀତି ହୋଇଥିବାରୁ!-->…
ଆଜି ଅନ୍ତର୍ଜାତୀୟ ‘ବ୍ୟାଘ୍ର ଦିବସ
ଆଜି ହେଉଛି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ (International Tiger Day) । ପ୍ରତିବର୍ଷ ଜୁଲାଇ ୨୯ ତାରିଖକୁ ବିଶ୍ୱବ୍ୟାପୀ ଏହି ଦିନ ଭାବେ ପାଳନ କରାଯାଏ ।ଏହି ଦିନଟିକୁ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାଘଙ୍କ ସୁରକ୍ଷା, ସେମାନଙ୍କ ବାସସ୍ଥାନ ସଂରକ୍ଷଣ ଏବଂ ସେମାନଙ୍କ ସଂଖ୍ୟା!-->…
ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା , ଜାଣନ୍ତୁ ସ୍ନାନ-ଦାନର ମହତ୍ତ୍ଵ
ଭାରତୀୟ ସଂସ୍କୃତିରେ ଗୁରୁଙ୍କ ସ୍ଥାନ ସର୍ବୋଚ୍ଚ । ଯିଏ ଅଜ୍ଞାନର ଅନ୍ଧକାରରୁ ଜ୍ଞାନର ଆଲୋକ ଦେଖାନ୍ତି, ସେହି ହେଉଛନ୍ତି ଗୁରୁ । ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା । ଏହି ଦିନ ଗୁରୁଙ୍କ ପ୍ରତି କୃତଜ୍ଞତା ପ୍ରକାଶ ସହ ଭଗବାନ ବିଷ୍ଣୁ, ମା' ଲକ୍ଷ୍ମୀ ଏବଂ ମହର୍ଷି ବେଦବ୍ୟାସଙ୍କ ପୂଜା କରିବାର!-->…
ସମ୍ ନର୍ସିଂ କଲେଜ ପକ୍ଷରୁ ‘ସିଷ୍ଟମାଟିକ୍ ରିଭ୍ୟୁ ଓ ମେଟା-ଆନାଲିସିସ୍’ ଶୀର୍ଷକ ଫ୍ୟାକଲ୍ଟି ଡେଭେଲପ୍ମେଂଟ…
ଭୁବନେଶ୍ୱର, ରାଜ୍ୟ କାହାଣୀ: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ସମ୍ ନର୍ସିଂ କଲେଜ ପକ୍ଷରୁ ନିକଟରେ ‘ସିଷ୍ଟମାଟିକ୍ ରିଭ୍ୟୁ ଓ ମେଟା-ଆନାଲିସିସ୍’ ଶୀର୍ଷକ ଦିନିକିଆ ଫ୍ୟାକଲ୍ଟି ଡେଭେଲପ୍ମେଂଟ ପ୍ରୋଗ୍ରାମ୍ (ଏଫ୍ଡିପି) ଆୟୋଜିତ ହୋଇଯାଇଛି । ଏହି!-->…
ଖୁସି ଖବର, ୩ ବର୍ଷ ହୋଇପାରେ PUC ସାର୍ଟିଫିକେଟ୍ ବୈଧତା
କେନ୍ଦ୍ର ସରକାର ପଲ୍ୟୁସନ୍ ଅଣ୍ଡର କନଟ୍ରୋଲ ସାର୍ଟିଫିକେଟ୍ (PUC/PUCC) ନିୟମରେ କରିବାକୁ ଯାଉଛନ୍ତି ବଡ଼ ପରିବର୍ତ୍ତନ । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ଡ୍ରାଫ୍ଟ ବିଜ୍ଞପ୍ତି ଅନୁଯାୟୀ, ବିଏସ୍-୬ ମାନକର ନୂଆ ବ୍ୟକ୍ତିଗତ ଗାଡ଼ି ପାଇଁ ପିୟୁସି!-->…
ଖରାସ୍ରୋତା ନଦୀରେ ଗାଧେଇଉଥିବା ବେଳେ ଟାଣି ନେଲା କୁମ୍ଭୀର
ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା । ବଢ଼ିବାରେ ଲାଗିଛି ବନ୍ୟା ବିପଦ । ଏହାରି ଭିତରେ ଆସିଛି କୁମ୍ଭୀର ଆତଙ୍କର ଖବର । ଖରାସ୍ରୋତା ନଦୀରେ ଗାଧୋଇବା ବେଳେ ଜଣଙ୍କୁ କୁମ୍ଭୀର ନଦୀ ଗର୍ଭକୁ ଟାଣି ନେଇଥିବା ଜଣାପଡ଼ିଛି । ଯାଜପୁର ବ୍ଲକ ଛତିଶଦେବିଲି ଷୋଳବାଟି ଗାଁର ନିକଟ ନଦୀରେ ଗାଧେଇବା ବେଳେ!-->…
ଜାପାନରେ ୭.୧ ତୀବ୍ରତାଯୁକ୍ତ ଭୂମିକମ୍ପ: ସୁନାମି ସତର୍କତା ଜାରି
ଜାପାନର କୁମାମୋଟୋର କ୍ୟୁଶୁ ଅଞ୍ଚଳରେ ଏକ ଶକ୍ତିଶାଳୀ ୭.୧ ତୀବ୍ରତାଯୁକ୍ତ ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ୩.୨୮ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ସମୁଦ୍ରରେ ଜୁଆର ଉଠିବା ଆଶଙ୍କା ରହିଛି ବୋଲି ଜାପାନ ପାଣିପାଗ ସଂସ୍ଥା ଏହି ସୂଚନା ପ୍ରକାଶ କରିଛି। ଜେଏମଏ ବା ଜାପାନ ପାଣିପାଗ ବିଭାଗର!-->…
ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟର ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ :ମନ୍ତ୍ରୀ ସୁରେଶ ପୂଜାରୀ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଲଗାଣ ବର୍ଷା ପରେ ରାଜ୍ୟର ବନ୍ୟା ଓ ବର୍ଷା ସ୍ଥିତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ପ୍ରେସମିଟ୍ କରି ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବା କହିଛନ୍ତି। ସରକାର ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା!-->…