Browsing Category
ଆଜିର ଖବର
ମଧ୍ୟପ୍ରାଚ୍ୟ ଯୁଦ୍ଧ: ୨-୩ ସପ୍ତାହରେ ହେବ ବଡ ଆକ୍ରମଣ: ଟ୍ରମ୍ପ
ମଧ୍ୟପ୍ରାଚ୍ୟର ଭୂ-ରାଜନୈତିକ ସ୍ଥିତିକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ| ତେବେ ଇରାନ ସହିତ ଯୁଦ୍ଧରେ ଆମେରିକା ବିଜୟ ହାସଲ କରିଛି। ଆମେରିକା ଦୁଇରୁ ତିନି ସପ୍ତାହ ମଧ୍ୟରେ ଇରାନ ଉପରେ ଏକ ବଡ଼ ଆକ୍ରମଣ କରିବ। ଇରାନର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ କ୍ଷମତା,!-->…
ଋଷିକେଶରୁ ଗିରଫ ହେଲା ଚୌଦ୍ୱାର ସର୍କଲ ଜେଲରୁ ଫେରାର ଥିବା କଏଦୀ
ଭୁବନେଶ୍ୱର (ରାଜ୍ୟକାହାଣୀ )୬ ମାସ ପରେ ପୋଲିସକୁ ମିଳିଲା ସଫଳତା । ଋଷିକେଶରୁ ଗିରଫ ହେଲା ଚୌଦ୍ୱାର ସର୍କଲ ଜେଲ ଫେରାର ଥିବା କଏଦୀ । ବିହାରର ରାଜା ସାହାଣୀକୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ଏକ ମାସ ତଳେ ଆଉ ଜଣେ ଫେରାର ଥିବା କଏଦୀ ମଧୁକାନ୍ତ ରଣାକୁ ଗିରଫ!-->…
ପୁଅର ମୃତ୍ୟୁ କୁ ନେଇ,,,,,ମା,ର ଆକୁଳ ନିବେଦନ,ମତେ ଉଚିତ ନିୟ୍ଯାୟ ମିଳୁ
ବାହାନଗା(ରାଜ୍ୟକାହାଣୀ) ବାଲେଶ୍ୱର ଜିଲ୍ଲା, ଗୋପାଳପୁର ଥାନା ଅଞ୍ଚଳର କୁରୁଣିଆ ଗାଁ ର ଜୀବନଜ୍ୟୋତି ମହାରଣା, (ପପୁନ)ଙ୍କ ମୃତ୍ୟୁ ଘଟଣା କୁ ନେଇ ପୋଷ୍ଟମର୍ଟମ୍ ରିପୋର୍ଟ ଆଧାରରେ ଘଟଣାଟି ହତ୍ୟା ମାମଲାର ରୂପ ନେଇଥିଲା , ଘଟଣା ପ୍ରକାଶ ଥାଉକି,ଗତ ଡିସେମ୍ବର ୧୪ ତାରିଖରେ ଘଟିଥିବା ଏହି!-->…
କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର୍ୟାଙ୍କିଙ୍ଗସ୍-୨୦୨୬: ମେଡିସିନ୍ କ୍ୟାଟେଗୋରୀରେ ମହତ୍ୱପୂ୍ର୍ଣ୍ଣ ସ୍ଥାନରେ ସୋଆ
ଭୁବନେଶ୍ୱର , (ରାଜ୍ୟ କାହାଣୀ)ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର୍ୟାଙ୍କିଙ୍ଗ୍-୨୦୨୬ (ମେଡିସିନ୍ କ୍ୟାଟେଗୋରୀ)ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡି ଟୁ ବି ବିଶ୍ୱବିଦ୍ୟାଳୟ ମହତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି ।ବିଷୟ ଭିତିକ ମେଡିସିନ୍ କ୍ୟାଟେଗୋରୀରେ ୭୦୧-୮୫୦!-->…
ଭୁବନେଶ୍ୱରରେ ଭିଏଫଏସ ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ
ରାଜ୍ୟ କାହାଣୀ (ଭୁବନେଶ୍ଵର)ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱର ବାବା ସାହେବ ଆମ୍ୱେଦକର ବସ୍ ଟର୍ମିନାଲ ବରମୁଣ୍ଡା ଠାରେ VFS ଗ୍ଲୋବାଲ ଦ୍ୱାରା ପରିଚାଳିତ ନୂତନ ଭିସା ଆବେଦନ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି । ପୂର୍ବରୁ ରାଜ୍ୟବାସୀଙ୍କୁ ଏହି ସେବା ପାଇଁ କଲିକତା ଓ!-->…
ଭାରତରେ ଆଜିଠୁ ଆରମ୍ଭ ହେଲା E20 ପେଟ୍ରୋଲ ବିକ୍ରି
ସ୍ୱଚ୍ଛ ପରିବହନ ଦିଗରେ ଭାରତ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି, ୧ ଏପ୍ରିଲ ୨୦୨୬ରୁ ସାରା ଦେଶରେ ଇ୨୦ ପେଟ୍ରୋଲ ବିକ୍ରି ଆରମ୍ଭ ହୋଇଛି।ଆଜିଠୁ ଆପଣ ଗାଡ଼ିରେ ଯେଉଁ ତେଲ ପକାଇବେ ସେଥିରେ ୮୦ ପ୍ରତିଶତ ପେଟ୍ରୋଲ ଓ ୨୦ ପ୍ରତିଶତ ଇଥାନଲ ରହିବ। ଭୟଙ୍କର ତୈଳ ସଙ୍କଟ ସମୟରେ E20 ପେଟ୍ରୋଲ ବିକ୍ରିକୁ!-->…
ଆସନ୍ତା ୫ ଦିନ ରାଜ୍ୟରେ ଦିନରେ ହେବ ପ୍ରବଳ ଗରମ । ସନ୍ଧ୍ୟାରେ ହେବ ବର୍ଷା
ଭୁବନେଶ୍ୱର (ରାଜ୍ୟକାହାଣୀ )ଦିନରେ ହେବ ପ୍ରବଳ ଗରମ । ସନ୍ଧ୍ୟାରେ ହେବ ବର୍ଷା । ଏନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୫ ଦିନ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁରୀ, ଜଗତସିଂହପୁର, ଗଞ୍ଜାମ, ଗଜପତି, ନୂଆପଡ଼ା ଓ ନବରଙ୍ଗପୁରର କିଛି!-->…
ଆରମ୍ଭ ହେଲା ଡିଜିଟାଲ ଜନଗଣନା; ପ୍ରଥମ ପର୍ଯାୟରେ ରାଜ୍ୟପାଳ ଓ ମେୟରଙ୍କଠାରୁ ଆରମ୍ଭ ହେଲା ସ୍ଵଗଣନା
ଭୁବନେଶ୍ୱର (ରାଜ୍ୟକାହାଣୀ )ଡିଜିଟାଲ ଆପରେ ହେବ ଜନଗଣନା ।ଏପ୍ରିଲ ୧ ତାରିଖରୁ ୧୫ ତାରିଖ ପର୍ଯନ୍ତ ଲୋକମାନେ ନିଜ ନିଜର ତଥ୍ୟ ଜନଗଣନା ୱେବ୍ସାଇଟ ମାଧ୍ୟମରେ ଦେଇପାରିବେ ।ଘରେ ବସି ନିଜେ କରିପାରିବେ ସ୍ଵ-ଜନଗଣନା । ଜଣଗଣନାରେ ତଥ୍ୟ ଗୋପନୀୟ ରହିବ ।ରାଜ୍ୟପାଳ ନିଜ ଲାପଟୋପରୁ ଲଗିନ କରି!-->…
ନନ୍ଦନକାନନ ଇତିହାସରେ ପ୍ରଥମ, ୨୬ କୋଟିରୁ ଅଧିକ ରାଜସ୍ୱ ଆଦାୟ
ଭୁବନେଶ୍ୱର (ରାଜ୍ୟକାହାଣୀ )୨୦୨୫-୨୬ ଆର୍ଥିକ ବର୍ଷରେ ନନ୍ଦକନାନରେ ରେକଡ ସଂଖ୍ୟକ ପର୍ଯ୍ୟଟକ । ୩୯ ଲକ୍ଷ ୭୬ ହଜାର ୬୧୫ ଜଣ ପର୍ଯ୍ୟଟକ ବୁଲି ଥିବା ବେଳେ ମୋଟ ୨୬ କୋଟି ୩୧ ଲକ୍ଷ ରାଜସ୍ବ ଆଦାୟ ହୋଇଛି । ନନ୍ଦନକାନନର ଉଭୟ ଉଦ୍ୟାନକୁ ଚଳିତ ୨୫-୨୬ ଆର୍ଥିକ ବର୍ଷରେ ରେକଡ଼ ସଂଖ୍ୟକ ପର୍ଯ୍ୟଟକ!-->…
ଘୋଷଣା ହେଲା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାଁ
ଭୁବନେଶ୍ୱର (ରାଜ୍ୟକାହାଣୀ )ନେତାଙ୍କୁ ମିଳିଲା ଜିଲ୍ଲା ଯୋଜନା କମିଟି ଦାୟିତ୍ବ। ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ କଲେ ରାଜ୍ୟ ସରକାର। ଆହୁରି ସଠିକ୍ ଢ଼ଙ୍ଗରେ ହେବ ଜିଲ୍ଲାସ୍ତରରେ ଉନ୍ନୟନମୂଳକ କାର୍ଯ୍ୟର ଯୋଜନା ପ୍ରସ୍ତୁତି, ମନିଟରିଂ ଓ ମୂଲ୍ୟାଙ୍କନ। ୪ ମନ୍ତ୍ରୀଙ୍କୁ ୪ ଜିଲ୍ଲାର!-->…