Browsing Category

ଆଜିର ଖବର

ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ

ମହିଳା ସଂରକ୍ଷଣ ବିଲ୍ ସଂପର୍କରେ ଆଲୋଚନା ପାଇଁ ଆସନ୍ତାକାଲି ବସିବ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ। ଆଉ ବିଧାନସଭାର ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ। ତ୍ରିସ୍ତରୀୟ ବଳୟରେ ରହିବ ବିଧାନସଭା। ୭୦ ପ୍ଲାଟୁନ

ଚର୍ଚ୍ଚାରେ ପୁଣି ବାଲେଶ୍ୱର FM କଲେଜ୍, ଛାତ୍ରୀଙ୍କୁ HODଙ୍କ ପ୍ରେମ ନିବେଦନ !

ରାଜ୍ୟ କାହାଣୀ (ଭୁବନେଶ୍ଵର)ପୁଣି ଚର୍ଚ୍ଚାରେ ବାଲେଶ୍ୱର FM କଲେଜ୍ । ଏଫ୍ ଏମ୍ କଲେଜ୍ ର ଓଡ଼ିଆ ବିଭାଗର ଏଚ୍ ଓ ଡି ପ୍ରେମ ନିବେଦନ କରୁଛନ୍ତି ଜଣେ ଛାତ୍ରୀଙ୍କୁ।ଏନେଇ ଆଇସିସି କମିଟି ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଓଡ଼ିଆ ବିଭାଗର ଛାତ୍ର ଛାତ୍ରୀ।ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିବାର

ଭୋଟ ଦେଉଛି ବେଙ୍ଗଲ, ସକାଳ ୭ରୁ ଆରମ୍ଭ ହୋଇଛି ଭୋଟିଂ

ପଶ୍ଚିମବଙ୍ଗ ବିଧାନସଭାର ୧୪୨ ଆସନ ପାଇଁ ଆଜି ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ୯୩ପ୍ରତିଶତରୁ ଅଧିକ ରେକର୍ଡ ମତଦାନ ହୋଇଥିଲା । ଆଜି ମଧ୍ୟ ସେହି ସମାନ ଉତ୍ସାହ ଭୋଟରଙ୍କ ମଧ୍ୟରେ ଦେଖାଯାଉଛି । ପ୍ରାୟ ୩କୋଟି ୨୧ ଲକ୍ଷ ଭୋଟର ୧୪୪୮ ଜଣ ପ୍ରାର୍ଥୀଙ୍କ

ଖରା ଛୁଟିରେ ଖୋଲା ରହିବ ବିଦ୍ୟାଳୟ କାର୍ଯ୍ୟାଳୟ

ରାଜ୍ୟ କାହାଣୀ (ଭୁବନେଶ୍ଵର)ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଚଳିତ ମାସ ୨୭ରୁ ସମସ୍ତ ବିଦ୍ୟାଳୟରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଖରା ଛୁଟି ସମୟରେ ବିଦ୍ୟାଳୟର ପରିଚାଳନା ଏବଂ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ନେଇ ମାଧ୍ୟମିକ ଶିକ୍ଷା

ଟଙ୍କା ପାଇଁ ଭଉଣୀର କଙ୍କାଳ ବ୍ୟାଙ୍କ ଆଣିବା ଘଟଣା; ଆରମ୍ଭ ହେଲା RDC ତଦନ୍ତ

ରାଜ୍ୟ କାହାଣୀ (ଭୁବନେଶ୍ଵର)କେନ୍ଦୁଝର ପାଟଣାରେ ଟଙ୍କା ପାଇଁ ଭଉଣୀର କଙ୍କାଳ ବ୍ୟାଙ୍କ ଆଣିବା ଘଟଣା । ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ପରେ ଆଜିଠୁ ଆରମ୍ଭ ହୋଇଛି ଉତ୍ତରାଞ୍ଚଳ RDC ତଦନ୍ତ । ଉତ୍ତରାଞ୍ଚଳ RDC ସଂଗ୍ରାମ କେଶରୀ ମହାପାତ୍ର କେନ୍ଦୁଝର ଜିଲ୍ଲା ଗସ୍ତ କରି ତଦନ୍ତ ଆରମ୍ଭ କରିଛନ୍ତି ।

ଆଜିଠାରୁ ଟ୍ରାଫିକ୍ ନିୟମ ପାଳନ କରୁନଥିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ

ଆଜିଠାରୁ କଡା କଡ଼ି ଯାଞ୍ଚ। ଟ୍ରାଫିକ୍ ନିୟମ ପାଳନ କରୁନଥିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଣିକି ମାଲବାହି ଯାନ ଯାତ୍ରୀ ପରିବହନ କଲେ ସମ୍ପୃକ୍ତ ଗାଡିର ପଞ୍ଜିକରଣ ରଦ୍ଧ କରାଯିବ। ଏନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏପରି ଅଭିଯାନ ଆସନ୍ତା ମାସ ୮ ତାରିଖ ପର୍ଯ୍ୟନ୍ତ

ମେ’ ୪ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ କାଳବୈଶାଖୀ

ଆଜିଠୁ ବଦଳିବ ପାଗ । ମେ’ ୪ ପର୍ଯ୍ୟନ୍ତ ୬ଦିନ ଧରି ରାଜ୍ୟର ବିଭିନ୍ନ ଜିଲାରେ କାଳବୈଶାଖୀ ପ୍ରଭାବ ରହିବ। ଏହି ସମୟରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ପବନ ହେବ । ପ୍ରବଳ ବିଜୁଳି ଘଡଘଡ଼ି ସହ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତିରେ ବଡ଼ ବିଭ୍ରାଟ, ଅଧାରେ ଅଟକିଲା ଚାପ ଖେଳ

ରାଜ୍ୟ କାହାଣୀ ( ଭୁବନେଶ୍ଵର)ସବୁ ସୀମା ଟପିଗଲେ। ନିଜ ଜିଦ୍‌ ପାଇଁ ମହାପ୍ରଭୁଙ୍କ ଚାପ ବି ଅଟକାଇ ଦେଲେ। ଦୁଇ ଗୋଷ୍ଠୀ ସେବକଙ୍କ ମଧ୍ୟରେ ଡଙ୍ଗାରେ ଯିବା ନେଇ କନ୍ଦଳ ଉପୁଜିବାରୁ ବିଳମ୍ବିତ ରାତି ଯାଏଁ ଚାପ ହୋଇପାରିଲା ନାହିଁ।ସେବାୟତଙ୍କ ବିବାଦ ଯୋଗୁଁ ଚାପ ନ ଖେଳି ବାହୁଡ଼ିଲେ

କଟକ ବଡ଼ ମେଡିକାଲରୁ 14 ଶିଶୁ ନିଖୋଜ ଘଟଣା: ତଦନ୍ତ କରୁଛି OSCPCR

ରାଜ୍ୟ କାହାଣୀ ( ଭୁବନେଶ୍ଵର)ଏସସିବିରୁ ଶିଶୁ ଗାୟବ ଘଟଣାର ଜୋରଦାର ହେଲା ତଦନ୍ତ ପ୍ରକ୍ରିୟା । ଗତକାଲି ଆରଡିସିଙ୍କ ଚିଠି ଆଉ ଆଜି OSCPCR ଏସସିବି ମେଡିକାଲ ସ୍ତ୍ରୀ ଓ ପ୍ରସୂତି ବିଭାଗରେ କରିଛି ତନାଘନା । ୨୦୧୦ରୁ କେତେ ଅସହାୟ ଓ ମାନସିକ ବିକାରଗସ୍ତ ମହିଳା ଏସସିବିରେ ପ୍ରସବ କରିଛନ୍ତି

ମୁମ୍ବାଇରେ ପହଲଗାମ୍ ଘଟଣାର ପୁନରାବୃତ୍ତି; ଧର୍ମ ପଚାରି କଲମା ପଢ଼ିବାକୁ କହି ଛୁରିରେ ମରଣାନ୍ତ ଆକ୍ରମଣ

ମୁମ୍ବାଇରେ ପହଲଗାମ୍ ଘଟଣାର ପୁନରାବୃତ୍ତି । ଧର୍ମ ପଚାରିଲା, କଲମା ପଢ଼ିବାକୁ କହିଲା ଓ ଏହାପରେ ଛୁରିରେ ଆକ୍ରମଣ କଲା । ମୁମ୍ବାଇର ମୀରା ରୋଡ୍ ନୟା ନଗର ଅଞ୍ଚଳରେ ଏହି ଘଟଣା ଘଟିଛି ।ଅଭିଯୁକ୍ତ ଜୈବ୍ ଜୁବେର ଅନସାରୀକୁ ପୋଲିସ ଗିରଫ କରିଛି । ମହାରାଷ୍ଟ୍ର ଆଣ୍ଟି-ଟେରରିଜିମ୍ ସ୍କ୍ୱାଡ୍