Browsing Category
ଆଜିର ଖବର
ଆଇପିଏସ୍ ଅଜୟ ପାଲ ଶର୍ମା ପାଞ୍ଚ ବର୍ଷ ପାଇଁ ଡେପୁଟେସନରେ ପଶ୍ଚିମବଙ୍ଗକୁ ସ୍ଥାନାନ୍ତର ଖବର ମିଛ?
ଅଜୟ ପାଲ ଶର୍ମା ହେଉଛନ୍ତି ୟୁପି (ଉତ୍ତର ପ୍ରଦେଶ) କ୍ୟାଡରର ଜଣେ ବିବାଦୀୟ ଆଇପିଏସ୍ (IPS) ଅଧିକାରୀ, ଯିଏକି ପଶ୍ଚିମବଙ୍ଗ ନିର୍ବାଚନ ଡ୍ୟୁଟି ସମୟରେ ଟିଏମସି (TMC) ନେତାଙ୍କୁ ଚେତାବନୀ ଦେଇ ଚର୍ଚ୍ଚାରେ ଥିଲେ। ସେ ପୋଲିସ୍ ପର୍ଯ୍ୟବେକ୍ଷକ ଭାବରେ ଦକ୍ଷିଣ ୨୪ ପ୍ରଗନା ଜିଲ୍ଲାରେ ନିୟୋଜିତ!-->…
ରାଜ୍ୟରେ ପେଟ୍ରୋଲ ଓ ଡିଜେଲର କୌଣସି ଅଭାବ ନାହିଁ: ଯୋଗାଣ ମନ୍ତ୍ରୀ
ରାଜ୍ୟ କାହାଣୀ ( ଭୁବନେଶ୍ଵର)ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ଓଡ଼ିଶାର ପେଟ୍ରୋଲ ପମ୍ପଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲର ଯୋଗାଣ କମିଥିବା ଅଭିଯୋଗ ଆସୁଛି। କେତେକ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ ଲାଗିଥିବା ବେଳେ, ଆଉ!-->…
ହାଇକୋର୍ଟ ଜାରି କଲେ ବିସ୍ତୃତ ନିର୍ଦ୍ଦେଶାବଳୀ, ଗିରଫର ୨୪ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର…
ଅଭିଯୁକ୍ତଙ୍କୁ ଗିରଫ କରାଯିବାର ୨୪ ଘଣ୍ଟା ମଧ୍ୟରେ ନିକଟତମ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିବା ସାମ୍ବିଧାନିକ ତଥା ବାଧ୍ୟତାମୂଳକ । ଅନ୍ୟ ରାଜ୍ୟରୁ ଗିରଫ ହୋଇଥିଲେ ମଧ୍ୟ ପୁଲିସ ଏହି ପ୍ରକ୍ରିୟାକୁ ଏଡ଼ାଇପାରିବ ନାହିଁ । ଏକ ଜାମିନ୍ ଆବେଦନର ଶୁଣାଣି ବେଳେ ହାଇକୋର୍ଟର ବିଚାରପତି ଜଷ୍ଟିସ!-->…
NEET UG ୨୦୨୬ ପରୀକ୍ଷା ବାତିଲ, ପ୍ରଶ୍ନପତ୍ର ଲିକ୍ ନେଇ ନିଷ୍ପତ୍ତି ନେଲା NTA
ଦେଶର ସର୍ବବୃହତ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET UG 2026 ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। NEET UG ୨୦୨୬ ପରୀକ୍ଷା ବାତିଲ ହୋଇଛି । ପରୀକ୍ଷା ବାତିଲା କଲା ଏନଟିଏ । ପ୍ରଶ୍ନପତ୍ର ଲିକ୍ ନେଇ ଏନଟିଏ ଏଭଳି ନିଷ୍ପତ୍ତି ନେଇଛି । ପରୀକ୍ଷା ୩ ମଇ ୨୦୨୬ରୁ ଚାଲିଥିଲା ।!-->…
ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା
ଲଗାତାର ଦ୍ୱିତୀୟ ଥର ପାଇଁ ଆସାମ ମୁଖ୍ୟମନ୍ତ୍ରୀ ଭାବରେ ହିମନ୍ତ ବିଶ୍ୱ ଶର୍ମା ଶପଥ ଗ୍ରହଣ କରିଛନ୍ତି। ଗୁଆହାଟୀ ନିକଟସ୍ଥ ଖାନପାରା ଭେଟେନାରୀ କଲେଜ ପଡ଼ିଆରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ସେ ଶପଥ ଗ୍ରହଣ କରିଛନ୍ତି।। ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି, ‘ପ୍ରଧାନମନ୍ତ୍ରୀ!-->…
ନ୍ୟାୟ ଦାବିରେ ସାଇକେଲରେ ୧୨ କିମି ବୁହାହେଲା ମୃତଦେହ
ସାଇକେଲରେ ବୁହା ହେଲା ଶବ। ଗତକାଲି ବାଲେଶ୍ବର ହରିପୁର ଗାଁରେ ଛାତ ପକାକୁ କେନ୍ଦ୍ର କରି ଦୁଇ ମହିଳାଙ୍କୁ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା। ପଡୋଶୀ ବାପା-ପୁଅଙ୍କ ଆକ୍ରମଣରେ ନଣନ୍ଦ-ଭାଉଜ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ଖଇରା ମେଡିକାଲ ଓ ପରେ କଟକ ସ୍ଥାନାନ୍ତର!-->…
ମେ’ ୧୫ରୁ ୫ଟି ଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶୁକ୍ରବାରଠାରୁ ବିଦେଶ ଗସ୍ତରେ ରହିବେ । ୫ଟି ଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରିପୋର୍ଟ ଅନୁଯାୟୀ, ଏହି ୬ ଦିନିଆ ଯାତ୍ରାରେ ସେ ସଂଯୁକ୍ତ ଆରବ ଏମିରେଟ୍ସ (UAE), ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ନରୱେ ଏବଂ ଇଟାଲୀ ଯିବେ ।ଏହି!-->…
ଝାରସୁଗୁଡାରେ ଏନକାଉଣ୍ଟର । ପୋଲିସ ଏନକାଉଣ୍ଟରରେ ୨ ଅପରାଧୀ ଆହତ
ଭୁବନେଶ୍ୱର (ରାଜ୍ୟକାହାଣୀ )ଝାରସୁଗୁଡାରେ ଏନକାଉଣ୍ଟର । ପୋଲିସ ଏନକାଉଣ୍ଟରରେ ୨ ଅପରାଧୀ ଆହତ । ଆହତ ଅପରାଧୀ ହେଲେ ସୁନୀଲ ମହାନନ୍ଦ ଓ ଚାନ୍ଦ ବନଛୋର ।ସୂଚନାଯୋଗ୍ୟ, ବେଲପାହାଡ଼ ଫାଟକରେ ମର୍ଡର ଘଟଣାରେ ସମ୍ପୃକ୍ତ ଥିଲେ ୨ ଅଭିଯୁକ୍ତ। ଗତ କାଲି ଗଟରାରେ ଦୁଇ ଅଭିଯୁକ୍ତ ଫେରାର ଥିଲେ। ସୁନୀଲ!-->…
ପେଟ୍ରୋଲ ଓ ଡିଜେଲକୁ ନେଇ ଆସିଲା ନିର୍ଦ୍ଦେଶ, ଲିମିଟ୍ ଠାରୁ ପକାଇ ପାରିବେନି ଅଧିକ ତେଲ
ଭୁବନେଶ୍ୱର (ରାଜ୍ୟକାହାଣୀ )ଭୁବନେଶ୍ୱରରେ ତେଲକୁ ନେଇ ଦେଖାଦେଇଛି ସମସ୍ୟା।ପେଟ୍ରୋଲ ଓ ଡିଜେଲକୁ ନେଇ ଟାଙ୍କିମାନଙ୍କୁ ଆସିଛି ନିର୍ଦ୍ଦେଶ। ଚାରି ଚକିଆ ବାହାନକୁ ୪୫ ରୁ ୫୦ ଲିଟର ପର୍ଯ୍ୟନ୍ତ ତେଲ ଦିଆଯିବ । ତା ଠାରୁ ଅଧିକ କାହାକୁ ତେଲ ନ ଦେବା ପାଇଁ ନିର୍ଦ୍ଦେଶ ହୋଇଛି । ତେବେ ବସ ଓ!-->…
ଏଥର ସ୍ୱାଭାବିକ ସମୟରେ ଆସିବ ମୌସୁମୀ
ଭୁବନେଶ୍ୱର (ରାଜ୍ୟକାହାଣୀ )ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ। ଏଥର ସ୍ୱାଭାବିକ ସମୟରେ ଆସିବ ମୌସୁମୀ। ପ୍ରତିବର୍ଷ ମେ ୧୮ ରୁ ୧୯ ମଧ୍ୟରେ ପ୍ରାୟତଃ ଆଣ୍ଡାମାନ ଛୁଇଁଥାଏ ମୌସୁମୀ ବାୟୁ । ଏହା ପରେ ଆଗକୁ ବଢ଼ି କେରଳ ନିକଟରେ ଜୁନ୍ ପ୍ରଥମ ସପ୍ତାହରେ ପହଞ୍ଚିଥାଏ। କେରଳ ଛୁଇଁବାର!-->…