Browsing Category
ଜୀବନଶୈଳୀ
ସକାଳେ ଖାଲି ପେଟରେ ପିଅନ୍ତୁ ଗରମ ପାଣି ! ଏହିସବୁ ରୋଗରୁ ମିଳିବ ମୁକ୍ତି
ଶୀତଦିନେ ଉଷୁମ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କୌଣସି ଔଷଧଠାରୁ କମ୍ ନୁହେଁ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସକାଳେ ସର୍ବଦା ଉଷୁମ କିମ୍ବା ଗରମ ପାଣି ପିଇବାକୁ ପରାମର୍ଶ ଦିଅନ୍ତି । ଯଦି ଆପଣ ପ୍ରତିଦିନ ସକାଳେ ଉଠି ଗରମ ପାଣି ପିଅନ୍ତି, ତେବେ ଆପଣଙ୍କ ବଡି ଡିଟକ୍ସିଫିକେସନ୍ ହୋଇଥାଏ । ଗରମ!-->…
ଶୀତ ଦିନେ ଘରେ ଘରେ ଥଣ୍ଡା ଜ୍ୱର, ମନଇଚ୍ଛା ଖାଆନ୍ତୁ ନାହିଁ ଔଷଧ
କିଛି ଦିନ ହେଲାଣି ରାଜ୍ୟରେ ଶୀତଲହାରୀ ଅନୁଭବ ହେବାରେ ଲାଗିଛି । ଏପରିକି ସକାଳୁ ରାତି ପର୍ଯ୍ୟନ୍ତ ଶୀତୁଆ ଶୀତୁଆ ଅନୁଭବ ହେଉଛି ।ଏହି ସମୟରେ ଥଣ୍ଡା ଜନିତ ରୋଗ ଅଧିକ ହୋଇଥାଏ । ଛୋଟ ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଥଣ୍ଡା ଜ୍ୱର ହେବା ସହିତ କାଶ ମଧ୍ୟ ଅନୁଭବ ହୋଇଥାଏ ।ଯଦି!-->…
ସକାଳେ ଖାଲି ପେଟରେ ଖାଆନ୍ତୁନି ଏହି ସବୁ ଖାଦ୍ୟ
ସକାଳେ କେଉଁ ଖାଦ୍ୟ ଖାଇବେ ତାହା ଜାଣି ରଖିବା ନିହାତି ଆବଶ୍ୟକ। ନଚେତନ୍ ଦିନ ତମାମ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇପାରେ। ଅନେକ ଲୋକ ଖାଲି ପେଟରେ ଫଳ ଖାଇବାକୁ ପସନ୍ଦ କରନ୍ତି। ଏହା ମଧ୍ୟ ଲାଭଦାୟକ। କିନ୍ତୁ କିଛି ଫଳ ଅଛି, ଯାହାକୁ ଖାଲି ପେଟରେ ଖାଇବା ଦ୍ୱାରା ଉପକାରିତା ଅପେକ୍ଷା!-->…
ଦେଶରେ ପ୍ରସ୍ତୁତ ହେଲା ପ୍ରଥମ ମ୍ୟାଲେରିଆ ଭ୍ୟାକ୍ସିନ
ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ICMR) ଦେଶରେ ନିର୍ମିତ ପ୍ରଥମ ମ୍ୟାଲେରିଆ ଟିକାକୁ ଅନୁମୋଦନ ଦେଇଛି । ଆଡଫାଲସିଭାକ୍ସ ନାମକ ଏହି ଟିକା ଏକକାଳୀନ ମ୍ୟାଲେରିଆର ଅନେକ ପର୍ଯ୍ୟାୟକୁ ନଷ୍ଟ କରିବା ସହ ରୋଗୀଙ୍କୁ ସୁରକ୍ଷା ଦେବାର କ୍ଷମତା ବଜାୟ ରଖେ । ଆଡଫାଲସିଭାକ୍ସ ନାମକ ଏହି ଟିକା ଭାରତର!-->…
ଥଣ୍ଡା କ୍ଷୀର: ଶରୀର ଓଜନ କମାଇବା ସହ ଦେଇଥାଏ ଉଜ୍ବଳ ତ୍ବଚା
ନିୟମିତ କ୍ଷୀର ପିଇଲେ ଶରୀର ସୁସ୍ଥ ରହିଥାଏ। ହେଲେ ଏହି କ୍ଷୀରକୁ କେହି ଉଷୁମ ଅବସ୍ଥାରେ ପିଅନ୍ତି ତ ଆଉ କେହି ଥଣ୍ଡା କ୍ଷୀର ପିଇବାକୁ ପସନ୍ଦ କରିଥାଆନ୍ତି। ହେଲେ ଉଷୁମ କ୍ଷୀର ଅପେକ୍ଷା ଥଣ୍ଡା କ୍ଷୀର ଆମ ଶରୀର ପାଇଁ ଅଧିକ ଉପକାରୀ ଏକଥା ଅନେକଙ୍କୁ ଜଣା ନ ଥିବ।ଲୋକମାନେ ଓଜନ କମାଇବାକୁ!-->…
କେଉଁ ରୋଗ ଯୋଗୁଁ ଆଖିରୁ ପାଣି ବୋହିଥାଏ?
ଅନେକ ଲୋକଙ୍କ ଆଖିରୁ ପାଣି ବାହାରିବାର ସମସ୍ୟା ଥାଏ। କେତେବେଳେ ଏହା ସାମାନ୍ୟ ହୁଏ ତ କେତେବେଳେ ଏତେ ଅଧିକ ହୋଇଯାଏ ଯେ ଆଖି ଖୋଲା ରଖିବା କଷ୍ଟକର ହୋଇପଡ଼େ। ବିନା କାରଣରେ ଆଖିରୁ ପାଣି ବାହାରିବାର କାରଣ ହେଉଛି ଜୀବାଣୁ କିମ୍ବା ଛୋଟ କଣିକା । ଆଖିରେ ଶୁଷ୍କତା, ଟିୟର ଡକ୍ସ କଳା ପଡ଼ିବା,!-->…
୩୫ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ହ୍ରାସ କଲା NPPA
ରୋଗୀଙ୍କ ପାଇଁ ଔଷଧକୁ ଅଧିକ ସୁଲଭ କରିବା ଲକ୍ଷ୍ୟରେ, ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନ୍ପିପିଏ) ପ୍ରମୁଖ ଔଷଧ କମ୍ପାନୀଗୁଡ଼ିକ ଦ୍ୱାରା ବିକ୍ରି ହେଉଥିବା ୩୫ଟି ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ ହ୍ରାସ କରିଛି। ସୂଚନା ଅନୁଯାୟୀ, ମୂଲ୍ୟ ହ୍ରାସ କରାଯାଇଥିବା ଔଷଧ ଗୁଡ଼ିକ!-->…
ଆଜି ବିଶ୍ୱ ଫୁସଫୁସ କ୍ୟାନ୍ସର ଦିବସ
ଶରୀରର ଯେକୌଣସି ଅଙ୍ଗରେ କର୍କଟ ବିପଦପୂର୍ଣ୍ଣ ଏବଂ ସାଂଘାତିକ । ମାରାତ୍ମକ କର୍କଟ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ 1 ତାରିଖକୁ 'ବିଶ୍ୱ ଫୁସଫୁସ କର୍କଟ ଦିବସ' ଭାବରେ ପାଳନ କରାଯାଏ । ବିଶେଷକରି ଭାରତରେ ଫୁସଫୁସ କର୍କଟ ଏକ ସାଧାରଣ କର୍କଟ ମଧ୍ୟରୁ ଅନ୍ୟତମ ।!-->…
ବିଟରୁଟ୍ ର ଫାଇଦା ଜାଣିଲେ ଆଜିଠୁ ହିଁ ଖାଇବା ଆରମ୍ଭ କରିଦେବେ
ଅଧିକାଂଶ ଲୋକ ବିଟ ରୁଟ ରସ ପିଇବାକୁ ପସନ୍ଦ କରନ୍ତି, ଅନେକ ଲୋକ ବିଟ ରୁଟକୁ ସାଲାଡ ଭାବରେ ଖାଆନ୍ତି। କଞ୍ଚା ବିଟ ରୁଟ ଉଭୟ ଜିନିଷରେ ବ୍ୟବହାର କରାଯାଏ। ବିଟ ରୁଟ ଏକ ପୁଷ୍ଟିକର ପରିବା, ଯେଉଁଥିରେ ଆଇରନ, ଫାଇବର, ଫୋଲେଟ, ପୋଟାସିୟମ, ମ୍ୟାଗ୍ନେସିୟମ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ବିଟ!-->…
ଧୂମ୍ରପାନ ତାଲିକାରେ ସମୋସା, ଜିଲାପୀ ଓ ଲଡ଼ୁ ?ଏଣିକି ସ୍ୱାସ୍ଥ୍ୟ ଚେତାବନୀ ସହ ମିଳିବ ଲୋକପ୍ରିୟ ଖାଦ୍ୟ
AIIMS ନାଗପୁରର ଅଧିକାରୀମାନେ ଏହି ନିର୍ଦ୍ଦେଶକୁ ନିଶ୍ଚିତ କରିଛନ୍ତି । ଏବେ କାଫେଟେରିଆ ଏବଂ ସାର୍ବଜନୀନ ସ୍ଥାନରେ ଏପରି ଚେତାବନୀ ବୋର୍ଡ ଲଗାଯିବ। କେବଳ ସମୋସା, ଜଲେବି ନୁହେଁ ବରଂ ଲଡୁ, ବଡା ପାୱ ଓ ପକୋଡ଼ା ମଧ୍ୟ ଯାଞ୍ଚ ଅଧୀନରେ ରହିବ। କାର୍ଡିଓଲୋଜିକାଲ୍ ସୋସାଇଟି ଅଫ୍ ଇଣ୍ଡିଆର!-->…