Browsing Category
ଜୀବନଶୈଳୀ
ଆଜି ବିଶ୍ୱ ଫୁସଫୁସ କ୍ୟାନ୍ସର ଦିବସ
ଶରୀରର ଯେକୌଣସି ଅଙ୍ଗରେ କର୍କଟ ବିପଦପୂର୍ଣ୍ଣ ଏବଂ ସାଂଘାତିକ । ମାରାତ୍ମକ କର୍କଟ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ 1 ତାରିଖକୁ 'ବିଶ୍ୱ ଫୁସଫୁସ କର୍କଟ ଦିବସ' ଭାବରେ ପାଳନ କରାଯାଏ । ବିଶେଷକରି ଭାରତରେ ଫୁସଫୁସ କର୍କଟ ଏକ ସାଧାରଣ କର୍କଟ ମଧ୍ୟରୁ ଅନ୍ୟତମ ।!-->…
ବିଟରୁଟ୍ ର ଫାଇଦା ଜାଣିଲେ ଆଜିଠୁ ହିଁ ଖାଇବା ଆରମ୍ଭ କରିଦେବେ
ଅଧିକାଂଶ ଲୋକ ବିଟ ରୁଟ ରସ ପିଇବାକୁ ପସନ୍ଦ କରନ୍ତି, ଅନେକ ଲୋକ ବିଟ ରୁଟକୁ ସାଲାଡ ଭାବରେ ଖାଆନ୍ତି। କଞ୍ଚା ବିଟ ରୁଟ ଉଭୟ ଜିନିଷରେ ବ୍ୟବହାର କରାଯାଏ। ବିଟ ରୁଟ ଏକ ପୁଷ୍ଟିକର ପରିବା, ଯେଉଁଥିରେ ଆଇରନ, ଫାଇବର, ଫୋଲେଟ, ପୋଟାସିୟମ, ମ୍ୟାଗ୍ନେସିୟମ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ବିଟ!-->…
ଧୂମ୍ରପାନ ତାଲିକାରେ ସମୋସା, ଜିଲାପୀ ଓ ଲଡ଼ୁ ?ଏଣିକି ସ୍ୱାସ୍ଥ୍ୟ ଚେତାବନୀ ସହ ମିଳିବ ଲୋକପ୍ରିୟ ଖାଦ୍ୟ
AIIMS ନାଗପୁରର ଅଧିକାରୀମାନେ ଏହି ନିର୍ଦ୍ଦେଶକୁ ନିଶ୍ଚିତ କରିଛନ୍ତି । ଏବେ କାଫେଟେରିଆ ଏବଂ ସାର୍ବଜନୀନ ସ୍ଥାନରେ ଏପରି ଚେତାବନୀ ବୋର୍ଡ ଲଗାଯିବ। କେବଳ ସମୋସା, ଜଲେବି ନୁହେଁ ବରଂ ଲଡୁ, ବଡା ପାୱ ଓ ପକୋଡ଼ା ମଧ୍ୟ ଯାଞ୍ଚ ଅଧୀନରେ ରହିବ। କାର୍ଡିଓଲୋଜିକାଲ୍ ସୋସାଇଟି ଅଫ୍ ଇଣ୍ଡିଆର!-->…
କରୋନା ଟିକା ନୁହେଁ ହୃଦ୍ଘାତର କାରଣ : ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ
ସାରା ଦେଶରେ ଗତ କିଛି ଦିନରେ କରୋନା ଟିକା ପାଇଁ ହୃଦଘାତର ମାମଲା ଯୁବପୀଢି ନିକଟରେ ବୃଦ୍ଧି ପାଉଛି ବୋଲି ଚର୍ଚ୍ଚା ଜୋର୍ ଧରିଛି। ୪୦ ଦିନରେ ୨୨ ଜଣଙ୍କ ହୃଦଘାତରେ ଜୀବନ ଯାଇଥିଲା । ଯାହା କୋଭିଡ ଟିକାର ପାର୍ଶ୍ବ ପ୍ରତିକ୍ରିୟା ବୋଲି ଅଭିଯୋଗ କରିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ!-->…
ବର୍ଷାଦିନରେ ସାପକୁ ସାବଧାନ୍ ! ସାପ କାମୁଡ଼ିଲେ କଣ କରିବେ ?
ରାଜ୍ୟ କାହାଣୀ (ଭୁବନେଶ୍ୱର )ସାଧାରଣତଃ ଲୋକ ସାପ ଦେଖିଲେ ଡରି ଯାଆନ୍ତି କିମ୍ବା ସେଠୁ ଡରିକି ପଳାନ୍ତି। ଯଦିଓ ସେମାନଙ୍କୁ ଜଣା ନଥାଏ କି ସାପ କାମୁଡ଼ିଲେ ତୁରନ୍ତ କଣ କରିବା ଦରକାର । ଆଜି ଏହା ଜାଣନ୍ତୁ । ସୂଚନାମୁତାବକ ସାପ କାମୁଡ଼ାରେ ୨୦୨୩-୨୪ରେ ୧୧୫୦ ଏବଂ ୨୦୨୪-୨୫ରେ ୭୦୯ ଜଣଙ୍କ!-->…
ଆସିଲା HIV ପ୍ରତିଷେଧକ ଟୀକା
ଏଚଆଇଭି ଏକ ବିପଦପୂର୍ଣ୍ଣ ଭାଇରସ। ଆଜି ପର୍ଯ୍ୟନ୍ତ ଏଚଆଇଭି ସଂକ୍ରମଣକୁ ସମ୍ପୂର୍ଣ୍ଣ ଭାବରେ ଆରୋଗ୍ୟ କରିବା ପାଇଁ କୌଣସି ଔଷଧ କିମ୍ବା ଟୀକା ତିଆରି ହୋଇନାହିଁ। ତେବେ ଆଶ୍ବସ୍ତିର କଥା ହେଉଛି ଚିକିତ୍ସା ବିଜ୍ଞାନ ଏହି ଭାଇରସକୁ ରୋକିବାରେ ଏକ ବଡ଼ ସଫଳତା ହାସଲ କରିଛି। ତେବେ ବିଶ୍ବର ପ୍ରଥମ!-->…
ବର୍ଷା ଋତୁରେ ରୁହନ୍ତୁ ନିରୋଗ, ଖାଦ୍ୟରେ ସାମିଲ କରନ୍ତୁ ଏସବୁ ଜିନିଷ
ଆରମ୍ଭ ହୋଇଯାଇଛି ବର୍ଷା ଋତୁ । ମୌସୁମୀ ମଧ୍ୟ ଓଡିଶା ଛୁଇଁ ସାରିଛି ।ତେବେ ବର୍ଷା ଋତୁରେ ଖାସ କରି ଚଟପଟା ସୁସ୍ବାଦୁ ଖାଦ୍ୟ ଖାଇବା ପାଇଁ ଭଲ ଲାଗିଥାଏ । କିନ୍ତୁ ଏହାରି ଭିତରେ ଲୋକେ ରୋଗ ପ୍ରତିରୋଧକ ଶକ୍ତି ଏବଂ ସ୍ବାସ୍ଥ୍ୟକୁ ଭୁଲି ଯାଇଥାଆନ୍ତି । ତେବେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ!-->…
ଆଙ୍ଗୁଠି ଫୁଟାଇବା ଅଭ୍ୟାସ ଥିଲେ ସାବଧାନ !
କିଛି ଲୋକଙ୍କୁ ଆଙ୍ଗୁଠି ଫୁଟାଇବାକୁ ଭଲ ଲାଗିଥାଏ। କିନ୍ତୁ ଧୀରେ ଧୀରେ ଏହା ଏକ ଖରାପ ଅଭ୍ୟାସରେ ପରିବର୍ତ୍ତନ ହୋଇଯାଇଥାଏ। କିନ୍ତୁ ଏହି ଅଭ୍ୟାସ ଆପଣଙ୍କ ଶରୀର ପାଇଁ ହୋଇପାରେ ହାନିକାରକ। ଯେମିତି ଆଙ୍ଗୁଠି ଫୁଟାଇବା ଦ୍ୱାରା ଗଣ୍ଠି ଫୁଲା ରୋଗର ସମ୍ଭାବନା ଥାଏ। ଆଙ୍ଗୁଠି ଫୁଟାଇବା ସମୟରେ!-->…
ଉଚ୍ଚ ରକ୍ତ ଚାପ ରୋଗୀ ନଡିଆ ପାଣି କାହିଁକି ପିଇବା ଉଚିତ୍
ରାଜ୍ୟ କାହାଣୀ (ଭୁବନେଶ୍ୱର )ନଡ଼ିଆ ପାଣିରେ ଗ୍ଲୁକୋଜ଼, ଆମିନୋ ଏସିଡ୍, ପୋଟାସିୟମ୍, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭଳି ଅନେକ ପୋଷକ ତତ୍ତ୍ୱ ପ୍ରଚୁର ମାତ୍ରାରେ ରହିଥାଏ ।
ପୋଟାସିୟମରେ ଭରପୂର : ଅନେକ ଲୋକ ଡାଏଟ କରୁଛନ୍ତି ସତ କିନ୍ତୁ ସେମାନଙ୍କୁ ଉଚିତ୍ ମାତ୍ରାରେ ପୋଟାସିୟମ୍!-->!-->!-->…